ଲୁଚି ଛପି କାହିଁକି ବାହା ହେଲେ ଓଡିଆ ଇଣ୍ଡଷ୍ଟ୍ରିର ମିଷ୍ଟି ନାୟିକା Ragini? ଏ ବିଷୟରେ କଣ କହୁଛନ୍ତି Ragini ଦେଖନ୍ତୁ Exclusive Interview

ବନ୍ଧୁଗଣ ଗୋଲାପୀ ନାୟିକା ବା ମିଷ୍ଟି ନାୟିକା ବା ଗଡବଡ ଫିଲ୍ମରୁ ନିଜର କ୍ଯାରିୟର ଆରମ୍ଭ କରିଥିବା ଓଲିଉଡ ଅଭିନେତ୍ରୀ ରାଗିଣୀଙ୍କ ବିଷୟରେ ଆଜି ଆମେ ଆପଣଙ୍କୁ କିଛି ଖାସ କଥା କହିବାକୁ ଯାଉଛୁ । ତେବେ ଅଭିନେତ୍ରୀ ରାଗିଣୀ ରଜ ପାଇଁ ନିଯା ଗେଟଅପ ରେ ପରିବର୍ତ୍ତନ ଆଣିଛନ୍ତି ଯାହା ଆପଣ ମାନେ ଏହି ଭିଡିଓରେ ଦେଖିପାରିବେ । ସେ କିଭଳି ଟ୍ରାଡିସ୍ନାଲ ଲୁକରେ ନଜର ଆସୁଛନ୍ତି । ଆଗରୁ ସେ ଶିଂଗଲ ଥିଲେ କିନ୍ତୁ ଆଜି ସେ ମ୍ୟାରେଡ । ମ୍ୟାରେଜ ପରେ ସେ ନିଜର ନୂଆ ଲୁକକୁ ନେଇ ବହୁତ ଖୁସି ଅଛନ୍ତି ବୋଲି ରାଗିଣୀ କହିଛନ୍ତି ।

ସେ ତାଙ୍କର ସ୍ବାମୀଙ୍କ ବିଷୟରେ ଏମିତି କିଛି କହିଛନ୍ତି ଯେ ଗତ ୨ରୁ ୩ ବର୍ଷ ତଳେ ଦୁହେଁ ପରସ୍ପରକୁ ଜାଣିଥିଲେ । ଦୁହିଙ୍କ ମଧ୍ୟରେ କେବଳ ବନ୍ଧୁତା ରହିଥିଲା କିନ୍ତୁ ଏହି ବନ୍ଧୁତା କେବେ ପ୍ରେମରେ ବଦଳିଗଲା ତାହ ନିଜେ ବି ଜାଣିପାରିଲେ ନାହି ବୋଲି ରାଗିଣୀ କହିଛନ୍ତି । ରାଗିଣୀ ନିଜର ଅଭିନୟକୁ ନେଇ ବହୁତ ସିରିଏସ ଅଛନ୍ତି ଯାହା ତାଙ୍କର ବିବାହ ପରେ କୌଣସି ପ୍ରଭାବ ପକାଇବ ନାହି ।

ବଲିଉଡରେ ଯେପରି ଅଭିନେତ୍ରୀ ମାନେ ନିଜକୁ ପରିବର୍ତ୍ତନ କରିଛନ୍ତି ଠିକ ସେମିତି ରାଗିଣୀ ନିଜକୁ ବଦଳିବାକୁ ଚେଷ୍ଟା କରୁଛନ୍ତି । ବାହାଘର ପରେ ଅଭିନେତ୍ରୀ ମାନେ ମା, ଭାଉଜ ଚରିତ୍ରରେ ଅଭିନୟ କରିବେ ସେମିତି କିଛି ମାନେ ନାହି ବୋଲି ରାଗିଣୀ କହିଛନ୍ତି । କାରଣ ରାଗିଣୀ ଆଗରୁ ଯେମିତି ଥିଲେ ଠିକ ସେମିତି ରହିବେ ବୋଲି ରାଏ ଦେଇଛନ୍ତି ।

ସମସ୍ତଙ୍କର ଚିନ୍ତାଧାରା ବଦଳିବା ଦରକାର ବୋଲି ମତ ଦେଇଛନ୍ତି ଅଭିନେତ୍ରୀ ରାଗିଣୀ । ପ୍ରଥମେ ରାଗିଣୀ କେମଡି ଫିଲ୍ମରେ ଅଭିନୟ କରିବା ସହ ବୋଲ୍ଡ ତ ଆଉ କେବେ ଚୁଲବୁଲି ଚରିତ୍ରରେ ଅଭିନୟ କରିଛନ୍ତି । ତାଙ୍କୁ କମେଡି କରିବା ବହୁତ ଭଲ ଲାଗିଥାଏ । ଏବେ ତାଙ୍କୁ ଏକ୍ସପେରିମେଣ୍ଟାଲ ଷ୍ଟେପ କରିବାକୁ ଇଚ୍ଛା ରଖିଛନ୍ତି ।

ସେ ଅଭିନେତ୍ରୀ ହୋଇ ସାରିଲେଣି କିନ୍ତୁ ଏବେ ଭଲ ଆର୍ଟିଷ୍ଟ ହେବାକୁ ଇଚ୍ଛା ରଖିଛନ୍ତି । ସେ ଓଡିଆ ଇଣ୍ଡଷ୍ଟ୍ରି ସହ ଭଲ କାମ କରିବାକୁ ବହୁତ ପସନ୍ଦ କରନ୍ତି । ଆଗକୁ ସେ ବହୁତ ଅଧିକ କାମ ଓଲିଉଡ ଜଗତରେ କରିବାକୁ ଆଶା ରଖିଛନ୍ତି । ନିଜର ପରିବାର ପାଇଁ ସେ ଏତେ ଜଲ୍ଦି ବିବାହ କରିଛନ୍ତି ବୋଲି ମତ ଦେଇଛନ୍ତି । ସେ ଓଡିଆ ନ ହୋଇଥିଲେ ମଧ୍ୟ ଓଡ଼ିଶାକୁ ବହୁତ ଭଲ ପାଇଥାନ୍ତି । ଇଣ୍ଡଷ୍ଟ୍ରି ର କିଛି ଲୋକ ତାଙ୍କୁ ବହୁତ ଭଲ ପାଇଥାନ୍ତି ଆଉ ଦର୍ଶକ ମାନେ ମଧ୍ୟ ।

ସେ ଓଡିଆ ଇଣ୍ଡଷ୍ଟ୍ରି ରେ ପ୍ରାୟ ୭ରୁ ୮ଟି ଫିଲ୍ମ କରି ସାରିଛନ୍ତି । ସବୁ ଫିଲ୍ମ ଠିକ ଠକ ରହିଥିଲା ଯେଉଁଥିରେ ରାଗିଣୀ ଅଭିନୟ କରିଥିଲେ । ଓଡିଶା ତାଙ୍କ ହୃଦୟରେ ଅଛି ବୋଲି ରାଗିଣୀ କହିଛନ୍ତି । ତେବେ ସେ ପିଂକ ରଙ୍ଗର ଲେହେଙ୍ଗା ସହ ତାଙ୍କର ଏହି ନୂଆ ଲୁକ ଖୁବ ଜବରଦସ୍ତ ଲାଗୁଛି । ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ରାଗିଣୀଙ୍କ ଅଭିନୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *