ବନ୍ଧୁଗଣ ସମଗ୍ର ଭାରତ ବର୍ଷରେ ଆଇଏଏସର ପରୀକ୍ଷା ହେଉଛି ସବୁଠାରୁ କଠିନ । ଏହି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ଲୋକ କଷ୍ଟ କରିଥାନ୍ତି । ହେଲେ ବହୁତ କମ ଲୋକ ଏହି ପରୀକ୍ଷା ପାସ କରି ପାରନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆଇଏଏସ ଇଣ୍ଟରଭ୍ୟୁରେ ପଚରା ହେଉଥିବା କିଛି କଠିନ ପ୍ରଶ୍ନ ବିଷୟରେ କହିବୁ ।
ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆଇଏଏସର ଏହି କଠିନ ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ । ବନ୍ଧୁଗଣ ଏହି ପରୀକ୍ଷା କେବଳ ମଣିଷର ସହନ ଶୀଳତା ଏବଂ ସ୍ଵଭାବକୁ ପରୀକ୍ଷା କରାଯାଇଥାଏ । ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ପ୍ରଶ୍ନ ପଚାରିବୁ ଯାହାକୁ ଇଣ୍ଟରଭ୍ୟୁରେ ପଚରାଯାଏ । ଏହି ପ୍ରଶ୍ନ ସେହି ଲୋକଙ୍କ ପାଇଁ ଚ୍ୟାଲେଞ୍ଜ ଭଳି ହୋଇଥାଏ ଯେଉଁମାନଙ୍କୁ ଲାଗିଥାଏ କି ତାଙ୍କ ମସ୍ତିସ୍କ ବହୁତ ଦୃତ ଗତିରେ ଚାଲିଥାଏ । ତେବେ ଏହି ଝିଅଟିକୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଦେଖନ୍ତୁ, ତାହେଲେ ଆପଣ ବୁଝିଯିବେ କି ଆପଣ ସତରେ ବୁଦ୍ଧିମାନ ଅଟନ୍ତି ନା ତାହା ଆପଣଙ୍କର ଭ୍ରମ ଅଟେ ।
ପ୍ରଶ୍ନ:- ଭାରତର ପ୍ରମୁଖ ଖାଦ୍ୟ ଫସଲ କଣ ଅଟେ ?
ଉତ୍ତର :- ଚାଉଳ
ପ୍ରଶ୍ନ :- ଭାରତର ପ୍ରଥମ ଭାଇସରାୟ କିଏ ଥିଲେ ?
ଉତ୍ତର :- ଲର୍ଡ କେନିଙ୍ଗ
ପ୍ରଶ୍ନ :- ଘଣ୍ଟାର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?
ଉତ୍ତର :- ଭରତ
ପ୍ରଶ୍ନ :- ଗାୟତ୍ରୀ ମନ୍ତ୍ରର ଉଲେଖ କେଉଁ ବେଦରେ ରହିଛି ?
ଉତ୍ତର :- ଋଗବେଦ
ପ୍ରଶ୍ନ :- ନୀଳ ସହର କାହାକୁ କୁହାଯାଏ ?
ଉତ୍ତର :- ଯୋଧପୁର
ପ୍ରଶ୍ନ :- ଶ୍ଯାମସଙ୍ଗ କେଉଁ ଦେଶର କମ୍ପାନୀ ଅଟେ ?
ଉତ୍ତର :- ଦକ୍ଷିଣ କୋରିଆ
ପ୍ରଶ୍ନ :- ଚୌରୀ ଚୌରା କାଣ୍ଡ କେବେ ହୋଇଥିଲା ?
ଉତ୍ତର :- ଗୋରଖପୁର
ପ୍ରଶ୍ନ :- ସୂର୍ଯ୍ୟ ଦୋୟ ଦେଶ କାହାକୁ କୁହାଯାଏ ?
ଉତ୍ତର :- ଜାପାନ
ପ୍ରଶ୍ନ :- ରାଜସ୍ଥାନର ହୃଦୟ କାହାକୁ କୁହାଯାଏ ?
ଉତ୍ତର :- ଆଜମେର
ପ୍ରଶ୍ନ :- ସାଇମନ କମିଶନ ଭାରତକୁ କେବେ ଆସିଥିଲା ?
ଉତ୍ତର :- ୧୯୨୮
ପ୍ରଶ୍ନ :- ଗୌତମ ବୁଦ୍ଧଙ୍କ ଜନ୍ମ କେବେ ହୋଇଥିଲା ?
ଉତ୍ତର :- ଲୁମ୍ବିନୀ
ପ୍ରଶ୍ନ :- ସବୁଠୁ ହାଲୁକା ଧାତୁ କଣ ଅଟେ ?
ଉତ୍ତର :- ଲିଥିୟମ
ପ୍ରଶ୍ନ :- କେସ କେଉଁଥିରେ ବଢିଥାଏ ?
ଉତ୍ତର :- ପ୍ରୋଟିନ
ପ୍ରଶ୍ନ :- କେଉଁ ଦେଶରେ ବିଲେଇ ମାନଙ୍କର ପୂଜା କରାଯାଇଥାଏ ?
ଉତ୍ତର :- ଇଜିପ୍ଟ
ପ୍ରଶ୍ନ :- ମୁସ୍ଲିମ ଲିଗର ସ୍ଥାପନ କେବେ ହୋଇଥିଲା ?
ଉତ୍ତର :- ୧୯୦୬
ପ୍ରଶ୍ନ :- ଇନ୍ଟାରନେଟର ପ୍ରୟୋଗ ସର୍ବ ପ୍ରଥମେ କେଉଁ ଦେଶରେ ହୋଇଥିଲା ?
ଉତ୍ତର :- ଆମେରିକା
ପ୍ରଶ୍ନ :- ଜୋନପୁରର ସ୍ଥାପନ କିଏ କରିଥିଲେ ?
ଉତ୍ତର :- ଫିରୋଜ ସାହା ତୁଗଲକ
ପ୍ରଶ୍ନ :- କାଞ୍ଚନ ଜଙ୍ଘା ରାଷ୍ଟ୍ରୀୟ ପାର୍କ କେଉଁଠି ରହିଛି ?
ଉତ୍ତର :- ସିକ୍କିମ
ପ୍ରଶ୍ନ :- ପଞ୍ଚତନ୍ତ୍ରର ଲେଖକ କିଏ ଥିଲେ ?
ଉତ୍ତର :- ବିଷ୍ଣୁ ଶର୍ମା
ପ୍ରଶ୍ନ :- ଭାରତର ସବୁଠୁ ଥଣ୍ଡା ଜିଲା କିଏ ଅଟେ ?
ଉତ୍ତର :- ଶ୍ରୀନଗର
ପ୍ରଶ୍ନ :- ସ୍ପେସ ସୁଟର ଓଜନ କେତେ ହୋଇଥାଏ ?
ଉତ୍ତର :- ୨୧ କିଲୋ
ପ୍ରଶ୍ନ :- ଭାରତର ଆଇନ ଷ୍ଟାଇନ କାହାକୁ କୁହାଯାଏ ?
ଉତ୍ତର :- ନାଗାର୍ଜୁନ
ପ୍ରଶ୍ନ :- ହୀରୋ ନଗର କାହାକୁ କୁହାଯାଏ ?
ଉତ୍ତର :- କିମ୍ବରଲେ
ପ୍ରଶ୍ନ :- କେଉଁ ମଣିଷର ଟିକେଟ ଲାଗିନଥାଏ ?
ଉତ୍ତର :- ନବଜାତ ଶିଶୁ
ପ୍ରଶ୍ନ :- ବାୟୁ ମଣ୍ଡଳରେ ଅକ୍ସିଜେନର ମାତ୍ରା କେତେ ପ୍ରତିଶତ ଥାଏ ?
ଉତ୍ତର :- ୨୧ ପ୍ରତିଶତ
ପ୍ରଶ୍ନ :- କେଉଁ ଦେଶରେ ଫେସବୁକ ବ୍ୟବହାର କରିବା ଭୁଲ ଅଟେ ?
ଉତ୍ତର :- ଚୀନ
ପ୍ରଶ୍ନ :- କେଉଁ ପଶୁର ଜିଭ କଳା ହୋଇଥାଏ ?
ଉତ୍ତର :- ଜିରାଫ
ପ୍ରଶ୍ନ :- ଭାରତର ପ୍ରଥମ ରାଜ୍ୟ କିଏ ଥିଲା ?
ଉତ୍ତାର :- ବିହାର
ପ୍ରଶ୍ନ :- ଗୌତମ ବୁଦ୍ଧଙ୍କ ମୃତ୍ୟୁ କେବେ ହୋଇଥିଲା ?
ଉତ୍ତର :- ଏହି ପ୍ରଶ୍ନର ଠିକ ଜବାବ ଆପଣ କମେଣ୍ଟ ମାଧ୍ୟମରେ ଜଣାଇବେ ।
ପ୍ରଶ୍ନ :-ଅଂଳାରେ କେଉଁ ଭିଟାମୀନ ଥାଏ ?
ଉତ୍ତର :- ଭିଟାମିନ ସି
ପ୍ରଶ୍ନ :- ଯେତେବେଳେ ଗୋଟିଏ ଝିଅ ନଇଁ କି ମୁଣ୍ଡିଆ ମାରେ ତେବେ ତାର କଣ ଦେଖାଯାଏ ?
ଉତ୍ତର – ସଂସ୍କାର
ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ