ଟିଭି ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଇତି ଙ୍କର ଜବରଦସ୍ତ ଡ୍ୟାନ୍ସ Video ହେଲା ଭାଇରାଲ

ଓଲିଉଡ ଜଗତରେ ଅଭିନୟ କରି କଳାକାର ମାନେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି । କିଛି କଳାକାର ମାନେ ଏମିତି ଅଛନ୍ତି ଯେଉଁ ମାନେ ନିଜର ଅଭିନୟ ବ୍ଯତୀତ ଅନ୍ୟ କଳା ପାଇଁ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ରେ ରହିଛନ୍ତି । ବିଶେଷ କରି ଟିଭି ଇଣ୍ଡଷ୍ଟ୍ରି ର ଅଭିନେତା ଓ ଅଭିନେତ୍ରୀ ମାନେ ଅଭିନୟ ବ୍ଯତୀତ ନିଜର ଷ୍ଟାଇଲ, ଲୂକ ଓ ପର୍ଶନାଲିଟି ପାଇଁ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି ।

ଟିଭି ରେ ପ୍ରାସାରିତ ହେଉଥିବା ଅନେକ ସିରିଏଲ ଗୁଡିକ ଦେଖିବାକୁ ଦର୍ଶକ ମାନେ ବେସ ଆଗ୍ରହ ପ୍ରକାଶ କରୁଛନ୍ତି । ଯାହା ପାଇଁ କିଛି ସିରିଏଲ ଗୁଡିକ ନମ୍ବର ୱାନ ସିରିଏଲ ହୋଇ ପାରିଛି ।

ଆଜି ଆମେ ଆପଣ ମାନଙ୍କୁ ଟିଭି ସିରିଏଲ “ସିନ୍ଦୁରର ଅଧିକାର” ରେ ଅଭିନୟ କରୁଥିବା ଅଭିନେତ୍ରୀ ଇତି ଙ୍କର ଜବରଦସ୍ତ ଡ୍ୟାନ୍ସ ବିଷୟରେ କିଛି ରୋମାଞ୍ଚକର କଥା କହିବାକୁ ଯାଉଛୁ । ଟିଭି ଜଗତର ତରଙ୍ଗ ଚ୍ଯାନେଲ ରେ ପ୍ରସାରିତ ହେଉଥିବା ସୋ “ସିନ୍ଦୁରର ଅଧିକାର” ଆପଣ ମାନେ ନିଶ୍ଚୟ ଦେଖୁଥିବେ । ଏହି ସୋ ରେ ଅଭିନେତ୍ରୀ ଇତି ମୁଖ୍ୟ ନାୟିକା ଭାବେ ଖୁବ ସୁନ୍ଦର ଅଭିନୟ କରୁଛନ୍ତି । ଯାହା ପାଇଁ ଦର୍ଶକ ମାନେ ତାଙ୍କୁ ବହୁତ ସାରା ଭଲ ପାଇବା ଦେଇଛନ୍ତି ।

ତେବେ ଏହି ଭିଡିଓ ରେ ଇତି ଜବରଦସ୍ତ ଡ୍ୟାନ୍ସ କରିବାର ନଜର ଆସୁଛନ୍ତି । ସେ ଗୀତ ର ତାଳେ ତାଳେ ଏତେ ମଜି ଯାଇଛନ୍ତି ଯେ କୌଣସି ସ୍ଟେପ ତାଙ୍କର ଭୁଲ ନାହି । ସେ ପ୍ରତେକ ସ୍ଟେପ ବହୁତ ସୁନ୍ଦର ଭାବେ ପ୍ରଦର୍ଶନ କରୁଛନ୍ତି । ଏହି ଭିଡିଓ ରେ ଇତି କୌଣସି ସମ୍ବଲପୁରୀ ଗୀତ ରେ ଡ୍ୟାନ୍ସ କରିବାର ନଜର ଆସୁଛନ୍ତି । ଏହା ସହ ସେ ପିନ୍ଧିଥିବା ରେଡ ରଙ୍ଗର ଟପ ଓ ଜିନ୍ସ ରେ ବହୁତ ସୁନ୍ଦର ଲାଗୁଛନ୍ତି । ତାଙ୍କର ଡ୍ରେସ ତାଙ୍କର ଡ୍ୟାନ୍ସ ସହ ମ୍ଯାଚ କରୁଛି । ଏହି ଭିଡିଓ ରେ ଇତି ଙ୍କର ଏକ୍ସପ୍ରେସନ ଓ ଲୁକ ବହୁତ ସୁନ୍ଦର ଲାଗୁଛି ।

ତାଙ୍କର ଏହି ଡ୍ୟାନ୍ସ ଭିଡିଓ ଦେଖି ତାଙ୍କର ଫ୍ୟାନ୍ସ ମାନେ ତାଙ୍କର ପ୍ରଶଂସା କରିବା ସହ ବହୁତ ସାରା ଲାଇକ ମଧ୍ୟ କରିଛନ୍ତି । ତେବେ ଏହି ସିରିଏଲ ରେ ଇତି ଭଲ ଝିଅ ହେବା ସହ ଭଲ ପ୍ରେମିକା ଚରିତ୍ର ରେ ମଧ୍ୟ ଅଭିନୟ କରୁଛନ୍ତି । ସେ ଟିଭି ଇଣ୍ଡଷ୍ଟ୍ରି ରେ ଏତେ କମ ବୟସରେ ନିଜ ପାଇଁ ଅଲଗା ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ଇତି ଙ୍କର ଜବରଦସ୍ତ ଡ୍ୟାନ୍ସ ଓ ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *