ଯଦି ଆପଣ ବାପା ହବାକୁ ଚାହନ୍ତି ତେବେ ଏହି ଜିନିଷ ନିଜ ଜୀବନରେ ଭୁଲରେ ବି କରନ୍ତୁ ନାହିଁ

ଏହି କଥାରେ କୌଣସି ସନ୍ଦେହ ନାହିଁ ଯେ ଦୁନିଆ ରେ ସମସ୍ତେ ବାପା ହବାର ସୁଖ ପ୍ରାପ୍ତ କରିବା ପାଇଁ ଚାହନ୍ତି, ଆଜିକା ମର୍ଡନ ଯୁଗରେ ବିବାହ ୨-୩ ବର୍ଷ ଭିତରେ ଯଦି କାହାକୁ ଛୁଆ ନହେଲା ତେବେ ଲୋକ ତାଙ୍କୁ ଅଲଗା ନଜର ରେ ଦେଖିବା ଆରମ୍ଭ କରି ଦିଅନ୍ତି । ଏହା ପରେ ଲୋକଙ୍କ ଭାବନା ଅନୁଯାଇ ଆପଣଙ୍କ ମଧ୍ୟରେ କିଛି ଦୁର୍ବଳତା ଅଛି ଯାହା ଫଳରେ ଆପଣ ବାପା ହୋଇ ପାରୁ ନାହାନ୍ତି ।

ଏହା ପରେ ବହୁତ ଲୋକ ଆପଣଙ୍କୁ ବହୁତ ପ୍ରକାର ଉପାୟ କହିବା ଆରମ୍ଭ କରି ଦିଅନ୍ତି ଓ ଭାବନ୍ତି ଯେ ଆପଣ ତାଙ୍କ ଉପାୟ ଦ୍ଵାରା ବାପା ହୋଇ ପାରିବେ ।

ତେବେ କେତେକ ଥର ଲୋକ ନିଜ କେରିୟର ପାଇଁ ଛୁଆ ଲେଟ ରେ କରନ୍ତି କିନ୍ତୁ କେତେକ ଲୋକ ନିଜ ପାର୍ଟନର ଦୁର୍ବଳତାରୁ ସନ୍ତାନ ସୁଖ ପ୍ରାପ୍ତ କରି ପାରନ୍ତି ନାହିଁ, ତେବେ ବାପା ହବା ପାଇଁ କଣ କରିବା ଉଚିତ ତାହା ଆଜି ଆମେ ଆପଣଙ୍କୁ କହିବୁ ।

୧. ଜନ୍କ ଫୁଡ ବା ବାହାର ଖାଦ୍ୟ ଖାନ୍ତୁନି :

ଆଜିକା ସମୟରେ ଝିଅ ହେଉ ବା ପୁଅ ସମସ୍ତଙ୍କୁ ସେହି ଖାଦ୍ୟ ଭଲ ଲାଗୁଛି ଯାହା ତାଙ୍କ ଶରୀର ପାଇଁ ହାନିକାରକ ଅଟେ । ଆପଣ ମଧ୍ୟ ଏହା ଜାଣିଥିବେ ଯେ ବାଜାର ରେ ମିଳୁଥିବା ଖାଦ୍ୟ କେତେ ଅସନା ଭାବରେ ବନା ଯାଇଥାଏ ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ଖରାପ ଅଟେ ଏହାର ପ୍ରଭାବ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପଡିଥାଏ । ତେବେ ବାପା ନହେଇ ପାରିବାର ଏହା ବହୁତ ବଡ କାରଣ ଅଟେ ।

୨. ଜଲ୍ଦି ସୋଇବା ଭଲ ଅଟେ :

ବୈଜ୍ଞାନିକଙ୍କ ଅଧ୍ୟୟନ ଅନୁଯାଇ ସ୍ପର୍ମ ଗୁଣ ବଢେଇବା ପାଇଁ ଓ ସ୍ଵସ୍ଥ ସ୍ପର୍ମ ପାଇଁ ଆପଣଙ୍କୁ ୮ ଘଣ୍ଟା ସୋଇବା ଉଚିତ ଅଟେ ଓ ସ୍ଵସ୍ଥ ଭୋଜନ କରିବା ଉଚିତ ଅଟେ । ବୈଜ୍ଞାନିକଙ୍କ ଅନୁଯାଇ ଆପଣ ଯେତେବେଳେ ଦିନ ସାରା କାମରେ ବ୍ୟସ୍ତ ଥାନ୍ତି ଓ ରାତି ରେ ଶରୀରକୁ ଆରାମ ଦିଅନ୍ତି ସେତେବେଳେ ଆପଣଙ୍କ ଏସପିଆରଏମ କାଉଣ୍ଟ ବଢିଥାଏ ଓ ଆପଣଙ୍କ ବାପା ହବାର ଚାନ୍ସ ମଧ୍ୟ ବଢି ଥାଏ ।

୩. ସକାଳେ ସମ୍ବନ୍ଧ ଗଢନ୍ତୁ :

ବୈଜ୍ଞାନିକଙ୍କ ଅନୁଯାଇ ରାତିରେ ଯେତେବେଳେ ଆପଣ ପୁରା ଆରମ କରନ୍ତି ସେତେବେଳେ ଆପଣଙ୍କ ସ୍ପର୍ମ ବହୁତ ଶୀଘ୍ର ବଢିବାକୁ ଲାଗିଥାଏ ଓ ଏହି ସ୍ପର୍ମ କ୍ଷମତା ଅଧିକ ହୋଇଥାଏ, ଏହି କାରଣ ପାଇଁ ସ୍ପର୍ମ ଅଣ୍ଡାସୟ ରେ ପ୍ରବେଶ କରିଥାଏ ଓ ଛୁଆ ହବାରେ ସାହାଜ୍ଯ କରିଥାଏ । ସେଥିପାଇଁ ବାପା ହବାକୁ ହେଲେ ସକାଳେ ସଂଭୋଗ କରନ୍ତୁ ବାପା ହବାର ଚାନ୍ସ ବଢିଯାଏ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *