ଆସନ୍ତୁ ଜାଣିବା କଣ ପାଇଁ ଗୋଟେ ୩ ଫୁଟ ୨ ଇଞ୍ଚ ଝିଅ ଉପରେ ଫିଦା ହେଲା ଏହି ପୁଅ

ଆଜି ଆମେ ଆପଣଙ୍କୁ ରାଜସ୍ଥାନ ର ଗୋଟେ ଏମିତିକା ବିବାହ ବିଷୟରେ କହିବାକୁ ଯାଉଛୁ ଯାହା ଆପଣ କେବେ ଶୁଣି ନଥିବେ, ଏହି ବିବାହ କୁ ଅନୋଖା କଣ ପାଇଁ କୁହା ଯାଇଛି ତାହା ଆପଣ ଫଟୋ ଦେଖି ବୁଝି ଯିବେ । ତେବେ ଫଟୋ ରେ ଆପଣ ଦେଖିବାକୁ ପାଇବେ ଯେ ଝିଅ ୩ ଫୁଟ ୨ଇଞ୍ଚ ଅଛି ଓ ପୁଅ ୪ଫୁଟ ର ଅଛି, ପୁଅ ଇଂସୋରାନ୍ସ କମ୍ପାନୀ ରେ କାମ କରୁଛି ଓ ଝିଅ ବ୍ୟାଙ୍କ କେଶିୟର ଅଛି ।

କୁହାଯାଉଛି ଯେ ଏହି ବିବାହ ପୁଅ ଝିଅ ଇଛା ଅନୁଯାଇ କରାଯାଉଛି ଓ ତାଙ୍କ ପ୍ରେମ କାହାଣୀ ୩ବର୍ଷ ଆଗରୁ ଯୋଧପୁର ରେ ଆରମ୍ଭ ହେଲା ।

ରାଜସ୍ଥାନ ନାଗୋର ଶହର ବିଜୟବଲ୍ଭ ଚୋରାହ ତାଙ୍କ ପାଖେ ରହୁଥିବା ଓଁକାରସିଂହ ଭାଟି ପୋତି ଆକାଂକ୍ଷା ଭାଟି ୩ଫୁଟ ୨ ଇଞ୍ଚର ଅଛନ୍ତି, ବର୍ତମାନ ରେ ସେ ନିମକାଥାନା ଜାଗାରେ ରାଜସ୍ଥାନ ଗ୍ରାମୀଣ ବ୍ୟାଙ୍କ ରେ କେଶିୟର ଭାବରେ କାର୍ଯ୍ୟ କରୁଛନ୍ତି । ଏହି ଦୁଇଙ୍କ ବିବାହ ମଙ୍ଗଳବାର ମାଲି ସମାଜ ଭବନ ରେ ଧୁମଧାମ ସହ ବିବାହ ସମ୍ପନ ହୋଇଛି ।

ଆକାଂକ୍ଷା ବିବାହ ଝୁନଝୁନନୁ ଜିଲା ଉଦୟପୁରବାଟି ତହସିଲ ଜାହାଜା ଗାଁ ର ଗୋଟେ ନେସନଲ ଇଂସୁରେନ୍ସ କମ୍ପାନୀ ରେ କାର୍ଯ୍ୟ କରୁଥିବା ମହେଶ କୁମାର ଶେଣି ସହ ହୋଇଛି ଯାହା ଲାମ୍ବା କେବଳ ୪ ଫୁଟ ଅଟେ । ଏହା ପରେ ଅଖାଙ୍କ୍ୟ କହିଲେ ଯେ ପାଠ ପଢିଲାବେଳେ ପ୍ରଥମ ଥର ପାଇଁ ମହେଶକୁ ଯୋଧପୁର ରେ ୩ ବର୍ଷ ଆଗରୁ ଦେଖିଥିଲେ ଏହା ପରେ ତାଙ୍କର ଚାକିରି ହୋଇଗଲା ଯାହା ପରେ ଦୁହେଁ ଦେଖା କଲେ । ଏହି ସମୟ ରେ ଦୁହିଙ୍କୁ ପ୍ରେମ ହେଲା ଓ ତାଙ୍କ ଏହି ସମ୍ପର୍କ ତାଙ୍କ ଘର ଲୋକଙ୍କୁ ବି ଭଲ ଲାଗିଲା ଓ ଘର ଲୋକଙ୍କ ଇଛା ରେ ଦୁହେଁ ବିବାହ କଲେ ।

Leave a Reply

Your email address will not be published. Required fields are marked *