ଯଦି ଆପଣଙ୍କ ସ୍ତ୍ରୀ ବା ପ୍ରେମିକା ର ଅଛି ଏହି ସବୁ ଲକ୍ଷଣ, ତେବେ ଆପଣ ଅଟନ୍ତି ବହୁତ ଭାଗ୍ୟଶାଳି, ଜାଣନ୍ତୁ

ଆପଣ ସମସ୍ତେ ଜାଣି ଥିବେ ଏବଂ ଅନୁଭବ କରିଥିବେ ଯେ ଆପଣଙ୍କ ସ୍ତ୍ରୀ ବା ପ୍ରେମିକା ଏହି ଭଳି ହବା ଉଚିତ ବୋଲି କିନ୍ତୁ ସମସ୍ତଙ୍କ ଭାବନା ଅନୁଯାଇ ଝିଅ ବହୁତ କମ ଲୋକଙ୍କୁ ପ୍ରାପ୍ତ ହୋଇଥାଏ । ଆଜି ଆମେ ଆପଣଙ୍କୁ କାମଶାସ୍ତ୍ର ଯାହା ବୈବାହିକ ଶାସ୍ତ୍ର ମଧ୍ୟ କୁହା ଯାଏ ତା ଆଧାର ରେ ଆଜି ଆମେ ଆପଣଙ୍କୁ ଏମିତି କିଛି ବିଶେଷ ଲକ୍ଷଣ ବିଷୟରେ କହିବୁ ଯାହା ଦ୍ଵାରା ନିଜ ଜୀବନସାଥି ଭଲ ଏବଂ ଗୁଣୱାନ ଖୋଜି ପାରିବେ ।

ତେବେ ଆସନ୍ତୁ ଆମେ ଜାଣିବା ସେହି ସବୁ ଲକ୍ଷଣ ବିଷୟରେ

ପ୍ରଥମ ଲକ୍ଷଣ :

ଏମିତି ସ୍ତ୍ରୀ ସହ ବିବାହ କରିବା ଉଚିତ ନୁହଁ ଯିଏ ଆପଣଙ୍କ ଠାରୁ ଜାତି ରେ ଛୋଟ ଥିବ । କାମଶାସ୍ତ୍ର ଅନୁଯାଇ ବିବାହ ସେହି ଝିଅ ସହ କରିବା ଉଚିତ ଯିଏ ସବୁ ପ୍ରକାର ରେ ଆପଣଙ୍କ ସମାନ ହୋଇ ଥିବେ, ଯଦି ଆପଣଙ୍କ ଜୀବନ ସଂଗିନୀ ରେ ଏହି ଲକ୍ଷଣ ହୁଏ ତେବେ ଆପଣଙ୍କ ଜୀବନ ଭାଗ୍ୟଶାଳି ଏବଂ ସୁଖମୟ ହବ ।

ଦ୍ଵିତୀୟ ଲକ୍ଷଣ :

କାମଶାସ୍ତ୍ର ଅନୁଯାଇ ସ୍ତ୍ରୀ କାମ ନଜାଣିଲେ ଆପଣ ସମ୍ଭାଳି ପାରିବେ କିନ୍ତୁ ସ୍ତ୍ରୀକୁ ଦୁନିଆ ବିଷୟରେ ଭଲ ଭାବରେ ଜାଣିବା ଦରକାର ଅଟେ ଯଦି ଏମିତି ଝିଅ ସହ ଆପଣଙ୍କ ବିବାହ ହବ ତେବେ ଆପଣ ବହୁତ ଭାଗ୍ୟଶାଳି ହୋଇବେ ।

ତୃତୀୟ ଲକ୍ଷଣ :

କାମଶାସ୍ତ୍ର ଅନୁଯାଇ ଭଲ ବ୍ୟବହାର କରୁଥିବା ସ୍ତ୍ରୀ ପାଇଁ ସବୁ ଠାରୁ ଜରୁରୀ ଗୁଣ ଅଟେ, ଏହା ଦେଖିବା ଦରକାର ଯେ ଝିଅ ସମସ୍ତଙ୍କ ସହ କି ଭଳି ଭାବରେ ବ୍ୟବହାର କରୁଛନ୍ତି ।

ଚତୁର୍ଥ ଲକ୍ଷଣ :

ଏମିତି ମହିଳା ଯିଏ ନିଜ ସଂସ୍କାର ଓ ପରମ୍ପରା ମାନି ଥାନ୍ତି ଏବଂ ସବୁ କଥା ଧ୍ୟାନ ଦବା ଆପଣଙ୍କ ଭବିଷ୍ୟତ ପାଇଁ ଭଲ ଅଟେ । ଏମିତି ଝିଅ ସହ ବିବାହ କରନ୍ତୁ ଯିଏ ଆପଣଙ୍କ ଘର ପରିବାରକୁ ଯୋଡିକି ରଖୁ ଏବଂ ଦାଇତ୍ଵ ଭଲରେ ନିଭେଇ ପାରୁ ।

ପଞ୍ଚମ ଲକ୍ଷଣ :

କାମଶାସ୍ତ୍ର ଅନୁଯାଇ ଯେଉଁ ଝିଅ ନିଜ ଶାଶୁ ଘର ଲୋକଙ୍କୁ ପୁରା ମନ ଧ୍ୟାନ ଦେଇ ସମସ୍ତଙ୍କ କଥା ବୁଝନ୍ତି ସେହି ଝିଅ ସମସ୍ତଙ୍କ ପାଇଁ ଲକ୍ଷ୍ମୀ ବୋଲି କୁହା ଯାଆନ୍ତି ଏବଂ ଏମିତିକା ଝିଅ ସହ ବିବାହ କରି ଆପଣଙ୍କ ଭାଗ୍ୟ ଉଜ୍ଵଳ ହୋଇଯିବ ।

Leave a Reply

Your email address will not be published. Required fields are marked *