ହିନ୍ଦୁ ଶାସ୍ତ୍ର ଅନୁଯାଇ ତୁଳସୀ ଗଛ ଆମ ଘର ପାଇଁ ବହୁତ ଲାଭକାରୀ ହୋଇଥାଏ ଏହା ଦ୍ଵାରା ଆପଣଙ୍କ ଘର ସୁଧ ଓ ନିର୍ମଳ ହୋଇଥାଏ ଯଦି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବୁ ଯାହା ଦ୍ଵାରା ଆପଣଙ୍କ ତୁଳସୀ ଗଛ ଶୀଘ୍ର ଶୁଖିବ ନାହିଁ ତେବେ ଆପଣଙ୍କୁ ବହୁତ ଖୁସି ଅନୁଭବ ହୋଇଥାଏ, ଆଜି ଆମେ ଆପଣଙ୍କୁ ଏମିତି ଦୁଇଟି ଉପାୟ କହିବାକୁ ଯାଉଛୁ ଯାହା ଅନୁଯାଇ ଆପଣଙ୍କୁ କିଛି ଅସୁବିଧା ମଧ୍ୟ ହବ ନାହିଁ ଓ ଆପଣଙ୍କୁ ସୁସ୍ଥ ତୁଳସୀ ଗଛ ମଧ୍ୟ ଦେଖିବାକୁ ମିଳିଥାଏ ।
ଆପଣଙ୍କ ଘରେ ତୁଳସୀ ଗଛ ଅଛି, ତେବେ ଏହାର ଧ୍ୟାନ ରଖିବା ବହୁତ ଆବଶ୍ୟକ ଅଟେ, ଯେବେ ବି ଆପଣ ସକାଳେ ପାଣି ଦିଅନ୍ତୁ ଏହା ଦେଖି ନିଅନ୍ତୁ ଯେ ଗଛରେ ଅଧିକ ମାତ୍ରାରେ ପାଣି ହଉନି ତ ଏହା ଦ୍ଵାରା ଆପଣଙ୍କ ଗଛ ମରି ପାରେ । ଆପଣଙ୍କ ଗଛ ଷ୍ଟେବେଳେ ଶୁଖିବାକୁ ଲାଗିଥାଏ ଯେତେବେଳେ ଆପଣଙ୍କ ତୁଳସୀ ଗଛ ମଞ୍ଜି ଶୁଖିବାକୁ ଲାଗିଥାଏ, ବା ଅଧିକ ମଞ୍ଜି ଗଛରେ ଲାଗିଥାଏ, ଏହା ପରେ ଆପଣଙ୍କ ମଞ୍ଜି ପାକଳ ହୋଇଥାଏ ଓ ଆପଣଙ୍କ ମଞ୍ଜି ସହ ଆପଣଙ୍କ ତୁଳସୀ ପତ୍ର ଝଡିବାକୁ ଲାଗିଥାଏ । ଆପଣଙ୍କୁ ଏହା ପାଇଁ ଗୋଟେ ସହଜ ଉପାୟ କହୁଛୁ ଯାହା ଆପଣଙ୍କ ପାଇଁ ଲାଭକାରୀ ଅଟେ ।
୧. ଆପଣଙ୍କୁ କୌଣସି କଇଁଚି ବା କାଟିବା ଜିନିଷ ନେଇ ଏହି ମଞ୍ଜି ଗୁଡିକ କାଟିବାକୁ ହବ କିନ୍ତୁ ଗୋଟେ କଥା ଧ୍ୟାନ ରଖନ୍ତୁ ଆପପଣଙ୍କୁ ଏହି ମଞ୍ଜି କାଟିବା ଆଗରୁ ଏହି କଇଁଚି ବା କାଟିବା ଜିନିଷ ଷ୍ଟେରୋଲାଇ କରିବା ଆବଶ୍ୟକ ଅଟେ, ଆପଣଙ୍କ ଏହି ଭଳି କରିବା ଦ୍ଵାରା ଗୋଟେ ଗଛ ରୋଗ ଅନ୍ୟ ଗଛକୁ ହୋଇନଥାଏ, କୌଣସି ଲୁହା କାଟିବା ଜିନିଷକୁ ଷ୍ଟେରୋଳାଇଜ କରିବା ପାଇଁ ନିଆ ଉପରେ ରଖିବା ଉଚିତ ।
୨. ଆପଣ ମାନେ ସମସ୍ତେ ଏହି କଥା ବହୁତ ଭଲ ଭାବରେ ଜାଣିଥିବେ ଯେ ଲୋକ ଗାଈ ଗୋବର ଓ ମୁତ୍ର ବହୁତ କାମ ପାଇଁ ବ୍ୟବହାର କରିଥାନ୍ତି, ତେବେ ଏହାକୁ ବ୍ୟବହାର କଲେ ଆପଣଙ୍କ ଗଛ ବହୁତ ଗହବା ଓ ସୁନ୍ଦର ହୋଇଥାଏ ଆପଣଙ୍କୁ ଗୋଟେ ଲିଟର ଗାଈ ମୁଟ୍ରା ୧୦ ଲିଟର ପାଣିରେ ମିଶାଇ ଏହାକୁ ସବୁ ଗଛ ଓ ତୁଳସୀ ଗଛରେ ମଧ୍ୟ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଗଛକୁ ସବୁ ପ୍ରକାର ପୋଷଣ ପ୍ରାପ୍ତ ହୋଇଥାଏ ଏହା ଛଡା ଆପଣଙ୍କ ଗଛକୁ କୌଣସି ପ୍ରକାର ହାନି ହୋଇନଥାଏ । ଆପଣ ଯଦି ଗଛରେ କ୍ଷୀର ଢାଳନ୍ତି ତେବେ କ୍ଷୀରରେ ଅଧିକ ମାତ୍ରାରେ ପାଣି ମିଶାନ୍ତୁ କାହିଁକିନା ଅଧିକ ମାତ୍ରାରେ କ୍ଷୀର ମିଶେଇବା ଦ୍ଵାରା ଆପଣଙ୍କ ଗଛ ମୂଳରେ ଫଙ୍ଗସ ଲାଗିଥାଏ ।