ଯେଉଁ ଭଳି ଭଲ ପବନ, ଭଲ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ, ସେହିଭଳି ହସ ମଧ୍ୟ ଆପଣଙ୍କ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଯଦି ଆପଣ ସକାଳେ ସନ୍ଧ୍ୟାବେଳେ ହସିବାର ଅଭ୍ୟାସ କରିବେ କିଛିବି ରୋଗ, ଶାରୀରିକ କି ମାନସିକ ରୋଗ ଆପଣଙ୍କ ପାଖକୁ ଆସିବା ନହିଁ । ସେଥିପାଇଁ ଆମେ ଆପଣଙ୍କ ପାଇଁ ଏମିତି ମାଜଦାର କଥା ଆପଣଙ୍କ ପାଖକୁ ନେଇକି ଆସିଛୁ, ଯାହାକୁ ପଢିବା ପରେ ଆପଣ ହସି ହସି ଗଡିଯିବେ । ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର ଏହି ପ୍ରୟାସ ।
ଜୋକ- ୧
ପରମ ସତ୍ୟ ଜ୍ଞାନ … ବୁଦ୍ଧିମାନ ପତ୍ନୀ ସେହି ହୋଇଥାଏ,
ଯିଏ ନିଜ ପତିର ବାର ବାର ଖର୍ଚ କରାଇ ଏମିତି ଅବସ୍ଥା କରିଦେଉ କି…..
ସେ ଆଉ କୋଉ ଝିଅ କଥା ଭାବିବା ଛାଡିଦେଉ …!
ଜୋକ- ୨
ରାସ୍ତାରେ ଜଣେ ଲୋକ ଆଉଜଣେ ଲୋକକୁ ରୋକିକି କହିଲା
ଭାଇ ସାହାବ, କଣ ଭାଉଜ ଲେଫଟୀ ଅଟନ୍ତି କି ?
ଆଉଜଣେ ବ୍ୟକ୍ତି – ହଁ, ତ ଆପଣ କେମିତି ଜାଣିଲେ ?
ପ୍ରଥମ ଲୋକ – କାରଣ ଆପଣଙ୍କ ଡାହାଣ ଗାଲ ସିଝିଯାଇଛି …..!!!
ଜୋକ- ୩
ପପୁକୁ ବାପା କହିଲେ – କୋଉଠି ଅଛୁ ପୁଅ …?
ପପୁ- ହଷ୍ଟେଲରେ ପଢୁଛି ବାପା,
ପରୀକ୍ଷା ଆସୁଛି ସେଥିଲାଗି ଦିନ ରାତି ପଢୁଛି,
ତମେ କେଉଁଠି ଅଛ ….?
ବାପା – ପୁଅ ଯେଉଁ ଜାଗାରେ ତୁ ଠିଆ ହେଇଛୁ ନା
ମୁଁ ବି ଠିକ ତୋ ପଛରେ ଠିଆ ହୋଇଛି ।
ଜୋକ- ୪
ପତି ନୂଆ କାର କିଣିଲା ଓ ଭାବିଲା ସ୍ତ୍ରୀକୁ ସରପ୍ରାଇଜ ଦେବାକୁ ।
ଘରେ ପହଞ୍ଚିକି ଜୋରରେ ଡାକିକି କହିଲା …
ଡାର୍ଲିଂ, ତୁମର ବହୁତ ଦିନର ସ୍ଵପ୍ନ ଆଜି ପୂରଣ ହେଲା ।
ସ୍ତ୍ରୀ ଦଉଡିକି ରୋଷେଇଘରୁ ବାହାରକୁ ଆସିଲା ଓ ଚିଲେଇ, ହାୟ… ହାୟ !
ଶାଶୁ ମାଙ୍କୁ କଣ ହୋଇଗଲା, ସକାଳେ ତ ବହୁତ ଭଲ ଥିଲେ …… !!!
ଜୋକ- ୫
ପପୁ ଜଣେ କବୀଙ୍କୁ ପଚାରିଲା – ପରିବର୍ତିତର ପରିଭାଷା କଣ ଅଟେ ?
କବି ଉତ୍ତର ଦେଲେ – ଯିଏ କେବେ ଧରି ପକାଉଥିଲା ବାଦଲର ଗରଜିବା ଶବ୍ଦରେ,
ସିଏ ଆଜି ବାଦଲଠୁ ବେଶୀ ଗରଜୁଛି ……!!!
ଜୋକ- ୬
ମାଉସୀ ( ଗୋଟେ ଝିଅକୁ ପଚାରିଲା ) – ଝିଅ, ବିବାହ ହୋଇଛି ତୁମର ?
ଝିଅ- ହଁ, ମାଉସୀ
ମାଉସୀ – ପୁଅ କଣ କରୁଛି ?
ଝିଅ – ଏବେ ପସ୍ତଉଛି ମାଉସୀ ….!!!
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।