ଯଦି ଏହି 6ଟି ଖାଦ୍ୟ ଖାଇବେ, ତେବେ ଆପଣଙ୍କ ଆଖି କେବେ ବି ହେବନି ଖରାପ- Healthy Eyes Tips

ଆପଣ ଯଦି ନୀତି ଦିନିଆ ଜୀବନରେ ଆମକୁ ସୁନ୍ଦର ଦୁନିଆ ଦେଖିବାରେ ସାହାଜ୍ଯ କରୁଥିବା ଅଙ୍ଗ ହେଉଛି ଆଖି । ଯିଏ କି ଆମକୁ ଏହି ଦୁନିଆ ଦେଖାଇ ଥାଏ । ଆଜି ଆମେ କହିବା କି ଆମ ଆଖି ଯଦି ଖରାପ ହୋଇ ଯାଇ ଥାଏ ତେବେ ଆମେ କିଛି ଭି ଦେଖିବା ପାଇଁ ସକ୍ଷମ ହୋଇ ନଥାଉ । କିଛି ଜଣ ଆଗରୁ ଥିଲେ ଯେଉଁ ମାନେ ଅଧିକା ପଢିବା ଦ୍ଵାରା ସେମାନଙ୍କ ଆଖି ଖରାପ ହୋଇ ଯାଉ ଥିଲା ମାତ୍ର ଏବେ ତ ପିଲା ମାନେ ହୁଅନ୍ତୁ କିମ୍ବା ବୟସ୍କ ଲୋକମାନେ ସବୁ ଲୋକମାନେ ନିଜ ଆଖିକି ଖରାପ କରି ଦେଉଛନ୍ତି ।

ଯେଉଁ ମାନେ କାମ କରୁଛନ୍ତି ସେମାନେ ନିଜ ଆଖିକୁ ଧ୍ୟାନ ନ ଦେବା ଦ୍ଵାରା ତାଙ୍କର ଆଖିର ପାୱାର କମ ହୋଇ ଯାଉଛି ପିଲା ମାନେ ସବୁ ବେଳେ ସ୍ମାର୍ଟ ଜିନିଷ ଧରିବା ଦ୍ଵାରା ସେମାନଙ୍କ ଆଖି ମଧ୍ୟ ଖରାପ ହୋଇ ଯାଉଛି । ଆଜି କାଲୀ ଛୋଟ ଛୋଟ ପିଲା ମାନେ ଯେଉଁ ମାନେ ସ୍କୁଲ ଭି ଯାଉ ନାହାନ୍ତି ସେମାନଙ୍କ ଆଖି ମଧ୍ୟ ଖରାପ ହୋଇ ଗଲାଣି ।

ତେବେ ଏହାକୁ ସୁଧାରିବା ପାଇଁ ଆମେ ଗ୍ଳାସ ବ୍ୟବହାର କରୁଛେ । କିନ୍ତୁ ଏହା ଦ୍ଵାରା ଆମ ଆଖି ସଂପୂର୍ଣ୍ଣ ଭାବେ ଭଲ ହୋଇଯିବ ଏହାର କିଛି ଭି ଗ୍ୟାରେଣ୍ଟି ନାଇ । ଆଜି ଆମେ କହିବା କି ଆପଣ କିଭଳି ଓ କେଉଁ ଉପାୟ କରିକି ନିଜ ଆଖିକି ଠିକ ରଖୀ ପାରିବେ । ଆଜି ଆମେ କହିବା କି ଆପଣ କଣ କଣ ଖାଦ୍ଯ କୁ ବ୍ୟବହାର କରିବା ଦରକାର ।

ସାଧାରଣ ଭାବେ ଆଖିକି ଭଲ ରଖିବା ପାଇଁ ଆମେ ଭିଟାମିନ A ର ଜାତୀୟ ଖାଦ୍ଯ ଖାଇ ଥାଉ । ଆମେ ସାଧାରଣ ଭାବେ ଅଧିକା ସମୟ କମ୍ପୁଟର ଆଗରେ ବିତାଇ ଥାଉ । ଆଜି ଆମେ କହିବା କି ଏହାକାଉ କମାଇବା କିଭଳି । ଅଂଳା ଆପଣ ଚାହିଁ ଲେ ଏହାକୁ ସେବନ କରିବା ଦ୍ଵାରା ଆପଣଙ୍କ ଦ୍ରୁଷ୍ଟି ଶକ୍ତି କୁ ଆପଣ ବହୁତ ଦିନ ଯାଏ ରଖୀ ପାରିବେ ଯେଉଁ ମାନେ ସବୁ ଦିନ ଅଂଳା ର ସେବନ କରୁଛନ୍ତି ସେମାନେଙ୍କ ଆଖି ଭଲ ରହି ଥାଏ ।

ଏହା ସହ ସେମାନଙ୍କ କେଶ ମଧ୍ୟ ମଜବୁତ ହୋଇ ଥାଏ । ଏହା ପର ନାମ ଆସୁଛି ଅଳେଇଚ ଏହାକୁ ସେବନ କରିବା ଦ୍ଵାରା ମଧ୍ୟ ଆମ ଆଖି ଭଲ ରହି ଥାଏ । ଏହାକୁ ଆମେ ସେବନ କରିବା ଦ୍ଵାରା ଏହା ଆମ ଶରୀର ର ତାପମାତ୍ରା କୁ ଠିକ ଭାବେ ରଖୀ ଥାଏ ।

ଏହାକୁ ଆପଣ ପାଉଡର କରିକି ଥଣ୍ଡା କ୍ଷୀର ସହ ଏହାକୁ ସେବନ କରିବା ଦ୍ଵାରା ଏହା ଆମ ଆଖିକି ଥଣ୍ଡା ରଖୀ ଥାଏ । ଆପଣ ଅକରୁଟ ମଧ୍ୟ ଖାଇ ପାରିବେ ଏହା ଦ୍ଵାରା ଆପଣଙ୍କ ଆଖି ମଧ୍ୟ ଭଲ ହୋଇ ପାରିବ ଆପଣ ଏହାକୁ ସେବନ କରିବା ଦ୍ଵାରା ଆପଣଙ୍କ ଶରୀର କୁ ଭିଟାମିନ E ଓ ଫ୍ୟାତି ଏସିଡ ଭଳି ପଦାର୍ଥ ଯାଇ ଥାଏ ଯାହା ଦ୍ଵାରା ଆପଣ ଭଲ ପରିଣାମ ପାଇ ପାରିବେ ।

ଆପଣ ଯଦି ଗାଜର କୁ ଜୁଷ କରିକି ପିବେ ଏହାକୁ ପିବା ଦ୍ଵାରା ଆପଣ କେବେହେଲେ ଚଷମା ବ୍ୟବହାର କରିବେ ନି ଏହା ସହ ଆପଣ ଯଦି ପିସ୍ତା ବାଦାମ କିଣି ପାରୁଛନ୍ତି ଏହାକୁ ସେବନ କରିବା ମଧ୍ୟ ଭଲ ହୋଇଥାଏ । ଏହାକୁ ସେବନ କରିବା ଦ୍ଵାରା ଆଖିର ଦ୍ରୁଷ୍ଟି ଶକ୍ତି ବଢି ଯାଏ ।

Leave a Reply

Your email address will not be published. Required fields are marked *