ଜଗନ୍ନାଥ ମନ୍ଦିରର ୧୦ଟି ଆଶ୍ଚର୍ଯ୍ୟ ଜନକ ରହସ୍ୟ

ପୁରୀ ଜଗନ୍ନାଥ କହିଲେ ଆମେ ସମସ୍ତେ ଜାନିଠାଉ, ପ୍ରତି ବର୍ଷ ରଥ ଯାତ୍ରା ଆମ ଓଡିଶା ରେ, ଆମ ଭାରତରେ ଏବଂ ପୁରା ବିଶ୍ଵରେ ବହୁତ ଧୂମ ଧାମ ସହ ମନା ଯାଇଥାଏ, ପୁରୀ ରଥ ଯାତ୍ରା ଦେଖିବା ପାଇଁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତମାନେ ଏହି ରଥ ଯାତ୍ରା ଦେଖିବା ପାଇଁ ଆସିଥାଉ ରଥ ଯାତ୍ରା ସମୟରେ ପୁରୀରେ ବହୁତ ଭିଡ ହୋଇଥାଏ ଲୋକ ଭଗବାନ ଜଗନ୍ନାଥଙ୍କ ଦର୍ଶନ ପାଇଁ ବହୁତ ଇଛୁକ ହୋଇଥାନ୍ତି । ପୁରୀ ମନ୍ଦିର ବହୁତ ପ୍ରାଚୀନ କାଳରେ ନିର୍ମାଣ ହୋଇଥିଲା କିନ୍ତୁ ଆଜୀବ୍ୟ ବହୁତ ରହସ୍ୟ ଦ୍ଵାରା ପରି ପୂର୍ଣ ଅଛି ଆଜି ଆମେ ଆପଣଙ୍କୁ ଏମିତି କିଛି ରହସ୍ୟ ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ଜାଣି ନଥିବେ ।

Image Courtesy: Google

୧. ପ୍ରକୃତି ନିୟମ ଅନୁଯାଇ ପବନ ଦିଗରେ ସବୁ ଜିନିଷ ଉଡିଥାଏ କିନ୍ତୁ ଏତେ ଉପରେ ଥିବା ମନ୍ଦିର ପତକା ପବନ ବିପରୀତ ଦିଗରେ ଉଡିଥାଏ ।

୨. ଦିନ ହେଉ ବା ରାତି ପଖି କେବେ ଏହି ମନ୍ଦିର ଉପରୁ ଉଡିକି ଯାଇ ନଥାନ୍ତି, କେବେ ବି ଆପଣ କୌଣସି ପଖିକୁ ମନ୍ଦିର ଉପରୁ ଉଡିବାର ଦେଖିବେ ନାହିଁ ।

Image Courtesy: Google

୩. ପୁରୀ ନୀଳ ଚକ୍ର ଆପଣ ମାନେ ଦେଖିଥିବେ ଏହି ଚକ୍ର ରହସ୍ୟ ଏହା ଅଟେ ଯେ ଯେଉଁ ଦିଗରେ ଠିଆ ହୋଇ ଦେଖିଲେ ମଧ୍ୟ ଏହା ଆପଣଙ୍କ ଦିଗରେ ମୂହ କରିଥିବାର ଦେଖା ଯାଇଥାଏ ।

୪. ଦୁନିଆର କେଉଁ ବି ସମୁଦ୍ରରେ ଦିନରେ ସମୁଦ୍ରରୁ ଭୂମିକୁ ଓ ରାତିରେ ଭୂମିରୁ ସମୁଦ୍ରକୁ ପବନ ବହିଥାଏ କିନ୍ତୁ ପୁରୀ ସମୁଦ୍ରରେ ଏହାର ବିପରୀତ ହୋଇଥାଏ ।

୫. ପୁରୀ ମନ୍ଦିର ସିଂହ ଦ୍ଵାରା ଭିତରେ ଠିଆ ହେଲେ ଆପଣଙ୍କୁ ସମୁଦ୍ର ଜୁଆର ସୁବି ନଥାଏ ଏହା ଛଡା ଯେଉଁ ଜାଗାରେ ଠିଆ ହେଲେ ଆପଣଙ୍କୁ ସମୁଦ୍ର ଜୁଆର ସୁବି ଥାଏ ।

Image Courtesy: Google

୬. ପୁରୀ ମନ୍ଦିରରେ ସବୁ ବେଳେ ଗୋଟେ ପରିମାଣରେ ରୋଷେଇ ହୋଇଥାଏ ତେବେ ସେ ଲକ୍ଷ ଭକ୍ତ ଆସନ୍ତୁ ବା ହଜାରେ କେବେ ବି ଏହି ଭୋଗ ନିଅଣ୍ଟ ହୋଇନାହିଁ ବା କେବେ ବଳି ନାହିଁ ।

୭. ଭଗବାନଏନକେ ପାଇଁ ରୋଷେଇ ହୋଇଥିବା ଅନ୍ନ ସାତଟି ହାଣ୍ଡିରେ ଗୋଟାଏ ପରେ ଗୋଟେ ରଖି ରୋଷେଇ କରା ଯାଏ କିନ୍ତୁ ଅଦ୍ଭୁତ କଥା ଏହା ଅଟେ ଯେ ସବା ଉପର ହାଣ୍ଡି ଖାଦ୍ଯ ପ୍ରଥମେ ସିଯିଥାଏ ଏହା ପରେ ଗୋଟେ ପରେ ଗୋଟେ ଅନ୍ନ ସିଜି ଥାଏ ଓ ଅନ୍ତିମରେ ଚୁଲ୍ହି ଉପରେ ଥିବା ହାଣ୍ଡି ଖାଦ୍ଯ ସିଜି ଥାଏ ଓ କେବେ ବି ଏହା ପୋଡି ନଥାଏ ।

୮. ପୁରୀ ମନ୍ଦିର ସାମ୍ନାରେ ଥିବା ଅରୁଣ ସ୍ତମ୍ଭ ଆପଣ ଦେଖିଥିବେ ତେବେ ଦିନ ସମୟରେ ଅରୁଣ ସ୍ତମ୍ଭ ଛାଇ କେବେ ବି ଭୂମି ଉପରେ ପଡି ନଥାଏ ।

Image Courtesy: Google

୯. ଥରେ ପୁରୀ ମନ୍ଦିର ଉପରେ ଗୋଟେ ବଡ ପଥରଟି ଖସି ପଡିଥିଲା ଏହି ପଥର ଓଜନ ୧୦ଟନ ଥିଲା ବୋଲି କୁହାଯାଏ କିନ୍ତୁ ଆଜି ପର୍ଯ୍ୟନ୍ତ କେହି ଏହି କଥା ଜାଣି ପାରିଲେ ନାହିଁ ଯେ ଏହି ପଥର ମନ୍ଦିର କେଉଁ ଭାଗରୁ ଖସିଥିଲା ।

୧୦. ବଟ ବୃକ୍ଷ ଆପଣ ଦେଖିଥିବେ ଯାହା ମନ୍ଦିର ଭିତରେ ଅଛି ଏତେ ବାତିଆ ଆସିଲେ ମଧ୍ୟ ଏହି ବଟ ବୃକ୍ଷକୁ କେବେ କୌଣସି ହାନି ହୋଇ ନାହିଁ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *