କୌଣସି ଶୁଭ କମ କରିବା ପୂର୍ବରୁ ନିଜ ପର୍ସରେ ରଖନ୍ତୁ ୪ଟି… ଆଉ ଦେଖନ୍ତୁ ଚମତ୍କାର !

ସମସ୍ତେ ଭଲ ବା ଲାଭକାରୀ କାମ କରିବା ଆଗରୁ ଏହା ଆଶା କରି ଥାନ୍ତି ଯେ କାମ ସଫଳତା ଭାବରେ ସମ୍ପୂର୍ଣ ହେଉ, ଏବଂ ସବୁ କାମ ଶୁଭ ଭାବରେ ହେଇଯାଉ କିନ୍ତୁ କେତେକ ଥର କାମ ଖରାପ ହୋଇଥାଏ ଏବଂ ଆମ ମନ ଭାଙ୍ଗି ଥାଏ କିନ୍ତୁ ଏହି ସବୁ ଜିନିଷ ଆମ କିଛି ଭୁଲ ପାଇ ହୋଇଥାଏ ଯାହାକୁ ଆମକୁ ସୁଧାରିବା ଉଚିତ, ଆଜି ଆମେ ଆପଣଙ୍କ ପାଇଁ ଏମିତି ଗୋଟେ ଅଟୁଟ ଉପାୟ ଆଣିଛୁ ଯାହା ଆପଣଙ୍କୁ ସବୁ ପ୍ରକାର ସମସ୍ଯା ଠାରୁ ମୁକ୍ତ କରିବ ଏବଂ ଆପଣଙ୍କ ଜୀବନରେ ସବୁ ପ୍ରକାର ସଫଳତା ଆଣିବ ।

Image Courtesy: Google

କୌଣସି ଭଲ କାମ କରିବା ଆଗରୁ ନିଜ ଦୋଷ ଦୂର କରିବା ବହୁତ ଆବଶ୍ୟକ ଅଟେ, ନଚେତ ସେହି କାମ କେବେ ସଫଳ ହୋଇନଥାଏ, କାହିଁକିନା କୌଣସି କାମ କରିବା ପାଇଁ ବାସ୍ତୁ ର ବହୁତ ବଡ ହାତ ହୋଇଥାଏ, ଏହି କାରଣ ପାଇଁ କୌଣସି କାମ କରିବା ଆଗରୁ କିଛି ଉପାୟ କରିବା ଆବଶ୍ୟକ ଅଟେ, ନିଜ କାମ କରିବା ଆଗରୁ ଏହି ଚମତ୍କାରୀ ଉପାୟ ଅବଶ୍ୟ କରନ୍ତୁ ।

Image Courtesy: Google

୧. ଯଦି ଆପଣଙ୍କ କୌଣସି କାମ ହେଉ ହେଉ ରହି ଯାଉଛି ବା କୌଣସି ପ୍ରକାର ବାଧା ଆସୁଛି ତେବେ ଆପଣଙ୍କୁ ନିଜ ପର୍ସରେ ୪ଟି ଲବଙ୍ଗ ରଖିବା ଉଚିତ, ଏମିତି କରିବା ଦ୍ଵାରା ଆପଣଙ୍କ ସବୁ ଅଟକି ଥିବା କାମ ପୂର୍ଣ ହୋଇଯିବ ।

୨. କୌଣସି ଶୁଭ କାର୍ଯ୍ୟ କରିବା ଆଗରୁ ବଡ ଲୋକଙ୍କ ଆଶୀର୍ବାଦ ପ୍ରାପ୍ତ କରି ଘରୁ ବାହାରିବା ଉଚିତ ଏବଂ ଘରୁ ମୂହ ମିଠା କରି ବାହାରିବା ଉଚିତ, ଓ ପାଣି ପିକି ବାହାରନ୍ତୁ ଏହା ଆପଣଙ୍କ ପାଇଁ ଆବଶ୍ୟକ ଅଟେ, ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ସବୁ କାମ ସଫଳ ହୋଇଥାଏ ।

Image Courtesy: Google

 

୩. ଯଦି ଆପଣଙ୍କ ଘରେ କୌଣସି ବଡ ଏବଂ ଶୁଭ କାର୍ଯ୍ୟ ହେଉଛି ତେବେ ମେନ ଗେଟ ଉପରେ କିଛି ଗୋଲମରୀଚ ରଖି ଦିଅନ୍ତୁ ଏହା ଦ୍ଵାରା ଆପଣଙ୍କ ସବୁ କାମ ସଫଳ ହୋଇବେ ଏବଂ କୌଣସି ପ୍ରକାର ବାଧା ଆସିବ ନାହିଁ ଏବଂ କାମକୁ ଗଲା ବେଳେ କେବେ ପଛକୁ ଅନେଇ ଦେଖିବା ଉଚିତ ନୁହ ।

୪. କୌଣସି କାମ କରିବା ପାଇଁ ଯିବା ଆଗରୁ ପୂଜା କରିବା ଉଚିତ ଅଟେ ଏବଂ ମନରେ ଦୃଢ ନିଶ୍ଚୟ କରନ୍ତୁ ଯେ ଆଜି ଏହି କାମ ସମ୍ପୂର୍ଣ ହବ ଓ ଭଲ ହବ, ଘର ଲୋକଙ୍କ ସହ ଭଲ ଭାବରେ କଥା ହୋଇଯାନ୍ତୁ ରାଗ ରୁଷା କରନ୍ତୁ ନାହିଁ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *