ଭୁଲରେ ବି ଏହି ୩ଟି ଗଛ ଘରେ କେବେ ଲଗାନ୍ତୁ ନାହିଁ- ନଚେତ ବରବାଦ ହୋଇଯିବେ

ଅନେକ ଲୋକ ଗଛ ଲଗାଇବା ପସନ୍ଦ କରିଥାନ୍ତି ଗଛ ଆମକୁ ଆକ୍ସିଜନ ଦେଇଥାଏ ଯାହା ଦ୍ଵାରା ଆମେ ନିଶ୍ଵାସ ନେଇ ପାରୁ ଏବଂ ଆମ ଜୀବିତ ପ୍ରାଣୀଙ୍କ ଶରୀର କାମ କରିଥାଏ, ଘର ପାଖରେ ଗଛ ଲଗାଇବା ବହୁତ ଭଲ ଗୁଣ ଅଟେ କିନ୍ତୁ ଗଛ ଏପରି ଲଗାନ୍ତୁ ଯେମିତି ଆପଣଙ୍କର କିଛି ଖ୍ଯାତି ହବ ନାହିଁ । ଏମିତି କିଛି ଗଛ ଅଛି ଯାହା ଦ୍ଵାରା ଆପଣଙ୍କ ଘରେ ଦରିଦ୍ରତା ଆସିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଗଛ ଆପଣଙ୍କ ଭାଗ୍ୟକୁ ଦୁର୍ଭାଗ୍ୟରେ ପରିଣତ କରିଥାଏ ।

Image Courtesy: Google

୧. ଖଜୁରୀ ଗଛ :

ଖଜୁରୀ ଗଛ କେବେ ବି ଘର ପାଖରେ ଲଗେଇବା ଉଚିତ ନୁହ ଏହା ଦ୍ଵାରା ଆପଣଙ୍କ ଘରେ ଦରିଦ୍ରତା ଆସିଥାଏ, ଖଜୁରୀ ଗଛ କିଛି ଦୁଇ ତିନିଟା ରାଶି ଛାଡି ଦେଲେ ସମସ୍ତଙ୍କ ଭାଗ୍ୟ ପାଇଁ ହାନିକାରକ ହୋଇଥାଏ । ଖଜୁରୀ ଗଛ ଘର ପାଖ ବା ବାଡିରେ ରହିଲେ ଆପଣଙ୍କ ଘର ଆର୍ଥିକ ସମସ୍ଯା କେବେ ଦୂର ହୋଇନଥାଏ ସେଥିପାଇଁ ପ୍ରାୟତଃ ଆପଣ ଏହା ଦେଖିବାକୁ ପାଇଥିବେ ଯେ ଲୋକ ଖଜୁରୀ ଗଛ ବିଲ ଆଡେ ଘର ଠାରୁ ଦୂର ଲଗେଇଥାନ୍ତି ।

Image Courtesy: Google

୨. ବାଉଁଶ ଗଛ :

ବାଉଁଶ ଗଛ ମଧ୍ୟ ଘରେ ବା ବାଡିରେ ଲଗାଇବା ଶୁଭ ହୋଇନଥାଏ, ଏହା ଦ୍ଵାରା ଆପଣଙ୍କ ସବୁ ଧନ ସମ୍ପତି ନଷ୍ଟ ହୋଇଥାଏ ଏବଂ ଘର ମୁରବି ସବୁବେଳେ ଧାର କରଜରେ ବୁଡି ରହିଥାଏ ସେଥିପାଇଁ ଭୁଲରେ ମଧ୍ୟ ଘର ପାଖରେ ବାଉଁଶ ଗଛ ଲଗାନ୍ତୁ ନାହିଁ ଯଦି ଇଛା ତେବେ ଘର ଠାରୁ ଦୂର ବିଲ ରେନ ଲଗାନ୍ତୁ, ବାଉଁଶ ଗଛ ଘର ପାଖରେ ରହିଲେ ଘରେ ସବୁବେଳେ କଳି ଝଗଡା ଲାଗିଥାଏ ଓ ସେହି ଘର ଲୋକ କେବେ ଶାନ୍ତିରେ ରହି ପାରନ୍ତି ନାହିଁ ।

Image Courtesy: Google

୩. ନାସପାତି ଗଛ :

ଏହା ଏକ ଫଳ ଗଛ ଅଟେ କିନ୍ତୁ ଏହାକୁ ମଧ୍ୟ ଘର ପାଖରେ ଲଗାଇବା ଉଚିତ ନୁହ ବୋଲି କୁହା ଯାଇଛି ତେବେ ବଡ ଲୋକଙ୍କ କହିବା ଅନୁଯାଇ ନାସପାତି ଗଛ ଦ୍ଵାରା ଘର ଧନ ସମ୍ପତି ସମାପ୍ତ ହୋଇଥାଏ ଓ ସେହି ଘର ମାନ ସମ୍ମାନ ମଧ୍ୟ ମାଟିରେ ମିଶି ଯାଏ ସେଥିପାଇଁ ଭୁଲରେ ମଧ୍ୟ ନାସପାତି ଗଛ ଘର ପାଖରେ ଲଗାନ୍ତୁ ନାହିଁ ।

ତେବେ ଏହା ପରେ ଆମେ ଆପଣଙ୍କୁ ଏମିତି କିଛି ଗଛ ଲଗାଇବା ବିଷୟରେ କହିବାକୁ ଯାଉଛୁ ଯାହା ଲଗାଇଲେ ଆପଣଙ୍କ ଘରେ ସବୁ କିଛି ଭଲ ହୋଇଥାଏ ।

୧. ତୁଳସୀ ଗଛ :

ହିନ୍ଦୁ ଧର୍ମରେ ତୁଳସୀ ଗଛର ବହୁତ ମହତ୍ଵ ହୋଇଥାଏ, ତୁଳସୀ ଗଛ ଘରେ ରହିଲେ ଘରେ ସକାରାତ୍ମକ ଊର୍ଜା ବାସ କରିଥାଏ ଏବଂ ନକାରାତ୍ମକ ଊର୍ଜା ଦୂର ହୋଇଥାଏ, ତୁଳସୀ ଗଛ ଲଗାଇଲେ ଘର ଆର୍ଥିକ ସମସ୍ଯା ଦୂର ହୋଇଥାଏ ।

Image Courtesy: Google

୨. ଅପରାଜିତା ଗଛ :

ଏହା ଏମିତି ଗୋଟେ ଫୁଲ ଗଛ ଯାହା ମାତା ଲକ୍ଷ୍ମୀଙ୍କୁ ବହୁତ ପସନ୍ଦ ଅଟେ ଓ ଏହା କୁହାଯାଏ ଯେ ଯେଉଁ ଘରେ ଅପରାଜିତା ଗଛ ହୋଇଥାଏ ସେହି ଘର ଉପରେ ମାତା ଲକ୍ଷ୍ମୀ ଧନ ବର୍ଷା କରନ୍ତି ସେଥିପାଇଁ ଏହି ଗଛ ଘରେ ଲଗାନ୍ତୁ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *