ଯାହା ଶରୀରରେ ଥାଏ ଏହି 4ଟି ଚିହ୍ନ, ସେମାନଙ୍କ ଭାଗ୍ୟରେ ଥାଏ ପ୍ରବଳ ଟଙ୍କା… ଦେଖନ୍ତୁ ଆପଣଙ୍କର ନାହିଁ ତ !

ବନ୍ଧୁଗଣ ହିନ୍ଦୁ ଧର୍ମ ରେ ମନୁଷ୍ୟ ଶରୀରର ବିଭିନ ଅଙ୍ଗ ବିଷୟରେ ଅନେକ କଥା କୁହା ଯାଉଛି । ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ମଣିଷର ଶରୀରର ବିଭିନ୍ନ ଅଙ୍ଗ ବ୍ଯକ୍ତିର ଭବିଷ୍ୟତ ବିଷୟରେ ଗୁରୁତ୍ଵ ପୂର୍ଣ୍ଣ ସୂଚନା ଦେଇଥାଏ । ହାତ ପାପୁଲି ରେ ଥିବା ରେଖା ମାନେ ଭୁତ ଓ ଭବିଷ୍ୟ ସମ୍ପର୍କରେ ଭିନ୍ନ ଭିନ୍ନ ସୂଚନା ସୁଚାଇଥାନ୍ତି । ଆଜିର ସମୟରେ ସମସ୍ତେ ଧନୀ ହେବାକୁ ଇଚ୍ଛା କରିଥାନ୍ତି କିନ୍ତୁ ଧନୀ ହେବା ପ୍ରତେକ ବ୍ୟକ୍ତିଙ୍କ ଭାଗ୍ୟରେ ନ ଥାଏ । କିଛି ଲୋକ ମାନେ ଦିନ ରାତି ବହୁତ ପରିଶ୍ରମ କରିଥାନ୍ତି କିନ୍ତୁ ସଞ୍ଚୟ ହୋଇପାରେ ନାହି । କିନ୍ତୁ କିଛି ଲୋକେ ଭାଗ୍ୟରେ ଧନୀ ହୋଇଥାନ୍ତି । ଆଜି ଆମେ ଆପଣଙ୍କୁ ଶରୀରରେ କେଉଁ ଚିହ୍ନ ଥିଲେ ବ୍ୟକ୍ତି ଧନୀ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଯେଉଁ ଲୋକ ମାନଙ୍କର ହାତ ମଝି ରେ ରଥ, ଚକ୍ର ବା ଧୂଜ ଇତ୍ୟାଦି ଆକାରର ଚିହ୍ନ ରହିଥାଏ ସେମାନେ ବହୁତ ଭାଗଶ୍ୟାଳି ହୋଇଥାନ୍ତି । ଏଭଳି ଲୋକ ମାନଙ୍କର ଜନ୍ମ ଅନ୍ୟ ଲୋକ ଙ୍କ ଉପରେ ଶାସନ କରିବା ପାଇଁ ହୋଇଥାଏ । ଏମାନଙ୍କର ସମାଜରେ ବହୁତ ପ୍ରତିଷ୍ଠା ରହିଥାଏ । ଏମାନଙ୍କର ଦାଂପତ୍ଯ ଜୀବନରେ ତାଳମେଳ ଓ ଭଲ ପାଇବା ଭରପୁର ରହିଥାଏ । ଏମାନଙ୍କୁ ସବୁ କାର୍ଯ୍ୟ ରେ ସଫଳତା ମିଳିବା ସହ ଉନ୍ନତି ମଧ୍ୟ କରିଥାନ୍ତି ।

୨- ଯଦି କୌଣସି ବ୍ଯକ୍ତିର ହାତର ମଧ୍ୟ ଭାଗରେ କଳାଜାଇ ରହିଥାଏ ତେବେ ସେଭଳି ବ୍ୟକ୍ତି ଭାଗ୍ୟଶାଳୀ ହୋଇଥାନ୍ତି । ଏଭଳି ବ୍ୟକ୍ତି ଧନବାନ ଓ ହୃଦୟ ରୁ ବହୁତ ଭଲ ହୋଇଥାନ୍ତି । ଏମାନଙ୍କୁ ଜୀବନରେ ବହୁତ ସଂଘର୍ଷ କରିବାକୁ ପଡିଥାଏ । କିନ୍ତୁ ସମୟ କ୍ରମେ ଏମାନଙ୍କୁ ନିଶ୍ଚୟ ସଫଳତା ମିଳିଥାଏ ।

୩- ଯେଉଁ ଲୋକ ମାନଙ୍କର ଗୋଡ ରେ ଚକ୍ର ବା ପଦ୍ମ ଚିହ୍ନ ରହିଥାଏ ଏମାନଙ୍କ ପାଖରେ କେବେ ଧନର ଅଭାବ ରୁହେ ନାହି । ଏଭଳି ଲୋକ ମାନେ ସମସ୍ତଙ୍କୁ ସାହାଜ୍ଯ କରିବାକୁ ଆଗେଇ ଆସିଥାନ୍ତି । ଏମାନେ ନିଜର ମଧୁର ବାଣୀ ଦ୍ଵାରା ଲୋକ ମାନଙ୍କର ହୃଦୟ ଜିଣି ପାରିଥାନ୍ତି । ଅପର ଧାନ ରହି ଥିବାରୁ ନିଜ ଲୋକ କମ ଓ ଅଧିକ ଶତ୍ରୁ ହୋଇଥାନ୍ତି ।

୪- ଯେଉଁ ଲୋକ ମାନଙ୍କର ଗୋଡ ର ତଳ ପାଦରେ କଳାଜାଇ ଥାଏ ସେମାନେ ଭଲ ଶାସକ ହୋଇଥାନ୍ତି । ସ୍ଵତନ୍ତ୍ର ରୂପରେ ଜୀବନରେ ଆଗକୁ ବଢିବା ଏମାନଙ୍କର ଏକମାତ୍ର ମୂଳ ଲକ୍ଷ୍ୟ ରହିଥାଏ । ଏମାନେ ନିଜର ଲକ୍ଷ ହାସଲ କରିବା ପାଇଁ କଠିନ ପରିଶ୍ରମ କରିଥାନ୍ତି । ଟଙ୍କା ପଇସା ମାମଲାରେ ଏମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ପ୍ରତେକ କାମକୁ ମନ ଲଗାଇ କରିଥାନ୍ତି ।

ଯାହା ପାଇଁ ଜୀବନରେ ବହୁତ ବଡ ବଡ ସଫଳତା ହାସଲ କରିଥାନ୍ତି । ତେବେ ଆପଣ ମାନଙ୍କ ଶରୀରରେ ଯଦି ଏପରି ଚିହ୍ନ ରହିଥାଏ ତେବେ ଆପଣ ନିଶ୍ଚୟ ଭାଗ୍ୟଶାଳୀ ହୋଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ମାନଙ୍କ ସହ ନିଶ୍ଚୟ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *