ହେ ଭଗବାନ! ଜଳିଗଲା Bus କିନ୍ତୁ ବଞ୍ଚିଗଲେ ଯାତ୍ରୀ… କଣ ସମ୍ପୂର୍ଣ୍ଣ ଘଟଣା ଦେଖନ୍ତୁ Video

ବର୍ତ୍ତମାନର ବଡ ଖବର ଦୁର୍ଘଟଣା ପରେ ଜାଲିଗଲା ବସ । ଭୁବନେଶ୍ଵର ବରମୁଣ୍ଡା ବସ ଷ୍ଟାଣ୍ଡ ପାଖରେ ଘଟିଛି ଏଭଳି ଅଘଟଣ । ବରମୁଣ୍ଡା ଓଭର ବ୍ରିଜ ସର୍ଭିସ ରୋଡ ଦେଇ ବସ ଷ୍ଟାଣ୍ଡ ଆଡକୁ ଆସୁଥିବା ବେଳେ ରାସ୍ତା କଡ କଲଭର୍ଟକୁ ମାଡ ହୋଇଛି । ଫଳରେ ଚାହୁଁ ଚାହୁଁ ଜଳି ଯାଇଛି ବସ । ବ୍ରହ୍ମପୁର ଯାତ୍ରୀଙ୍କୁ ନେଇ ବସ ଆସୁଥିଲା । ଦ୍ରୁତ ଗତିରେ ଥିବାରୁ ବସ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଅନୁମାନ କରା ଯାଉଛି । ସୌଭାଗ୍ୟ ବଶତ ବସ ରେ ଥିବା ସବୁ ଯାତ୍ରୀ ସୁରକ୍ଷିତ ଥିବା କୁହା ଯାଉଛି । ଘଟଣା ସ୍ଥଳରେ ଅଗ୍ନିସମ ବାହିନୀ ପହଞ୍ଚି ଉଦ୍ଧାର କରିଛି ।

ଏହି ଭିଡିଓ ରେ ଆପଣ ମାନେ ଦେଖିପାରିବେ ଅଗ୍ନିସମ ବାହିନୀ ଦୁର୍ଘଟଣା ସ୍ଥଳରେ ପହଞ୍ଚି କିପରି ନିଆଁ କୁ ଆୟତ୍ତ କରୁଛନ୍ତି । ବସ ର କଣ୍ଡକ୍ଟର ସାମାନ୍ଯ ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ବସ ର ଡ୍ରାଇଭରଙ୍କୁ ପୋଲିସ ଗିରଫ କରି ଏହି ଘଟଣା ବିଷୟରେ ପଚରାଉଚରା କରିବାରେ ଲାଗିଛି । ବହୁତ ଭୟଙ୍କର ଘଟଣା ଘଟିଛି ଯାହାର ଚିତ୍ର ଆପଣ ମାନେ ଏହି ଭିଡିଓ ରେ ଦେଖିପାରିବେ ।

ବସ ଟି କିପରି ଜ୍ଵଳନ୍ତା ଜଳି ଯାଉଛି ତାହା ମଧ୍ୟ ଆପଣ ଏହି ଭିଡିଓ ରେ ଦେଖି ପାରିବେ । ବହୁତ କମ ଯାତ୍ରୀ ଥିବାରୁ ବସ ରେ ପ୍ରଥମେ ଇଞ୍ଜିନ ରେ ନିଆଁ ଲାଗି ଥିବାରୁ ବାହାରି ଆସିଥିଲେ । କଣ୍ଡକ୍ଟର ଓ ଡ୍ରାଇଭର ଆଗରେ ଥିବାରୁ ଆହତ ହୋଇଥିଲେ । ବର୍ତ୍ତମାନ୍ସ ସୂଚନା ଅନୁଯାୟୀ କେହି ବି ଆହତ ହୋଇ ନାହନ୍ତି ଯାତ୍ରୀ ମାନେ । ଏହି ଘଟଣା ଟି ଆଜି ସକାଳ ଭୋର ସମୟରେ ଘଟିଛି ।

ଦୀର୍ଘ ସମୟ ଧରି ବସ ଟି ହୁତୁହୁତୁ ହୋଇ ଜଳୁଥିଲା । ଯାହାକୁ ଦେଖିବା ପାଇଁ ଲୋକ ମାନଙ୍କର ଗହଳି ଜମିଥିଲା । ଉଭୟ ପୋଲିସ ଓ ଅଗ୍ନିସମ ବାହିନୀ ତୁରନ୍ତ ଘଟଣା ସ୍ଥଳ ରେ ପହଞ୍ଚିଥିଲେ । ଦୀର୍ଘ ସମୟ ଲାଗିଥିଲା ଅଗ୍ନିସନ ବାହିନୀଙ୍କୁ ଙ୍କୁ ନିଆଁ ଲିଭାଇବା ପାଇଁ ବସ ରୁ ।

ପୋଲସି ଅନୁମାନ କରୁଛି ବସ ଡ୍ରାଇଭର ଭୋର ସମୟ ହୋଇ ଥିବାରୁ ହୁଏ ତ ଓଭର ଟେକ କରିଥାଇ ପାରନ୍ତି ବା ନିଦ ଲାଗି ଯାଇଥିବା ବା ମଦ୍ୟପାନ ସେବନ କରିଥାଇ ପାରନ୍ତି । ତେବେ ଏ ବାବଦରେ ପୋଲିସ ଏ ଯାଏଁ କିଛି ସ୍ପଷ୍ଟ ସୂଚନା ଦେଇ ଅନହି । ଗତ କାଲି ଏକ ବିଲାତି ବୋଝେଇ କରି ଆସୁଥିବା ଟ୍ରକ ସେହି ସ୍ଥାନରେ ଓଲଟି ପଡିଥିଲା ।

ସେହି ସ୍ଥାନରେ ସଙ୍କୁଚିତ ରାସ୍ତା ରହିଛି । ପ୍ରକୃତରେ ଘଟଣା ର କାରଣ କଣ ତାହା ଏ ଯାଏଁ ଜଣା ପଡି ନାହି । ବନ୍ଧୁଗଣ ଆପଣ ମାନଙ୍କର ଏଭଳି ଅଘଟଣ କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *