କଣ ଅଟେ ଜଳପରି ମାନଙ୍କ ରହସ୍ୟ ଏବଂ ସେମାନଙ୍କ ସହ ଜଡିତ କିଛି ରହସ୍ୟମୟୀ ଘଟଣା ଜାଣନ୍ତୁ

ତେବେ କଣ ଅଟେ ଜଲପରିର କାହାଣୀ ? ଦୁନିଆରେ ଏମିତି ବହୁତ ଦେଶ ଅଛି ଯେଉଁଠି ମଣିଷ ଏବଂ ଜୀବ ଜନ୍ତୁ ଛଡା ଅନ୍ୟ କିଛି ବିଶେଷ ପ୍ରଜାତି ପ୍ରାଣି ଜୀବିତ ଅଛନ୍ତି ବୋଲି ମାନ୍ୟତା ଅଛି କିନ୍ତୁ କେବେ କେହି ଏହାକୁ ଦେଖିବାକୁ ପାଇ ନାହାନ୍ତି, ବହୁତ ଲୋକ ଏହି କଥା ଗୁଡିକ ଉପରେ ଭରସା କରନ୍ତି କିନ୍ତୁ ପ୍ରମାଣ କାହା ପାଖରେ ନାହିଁ, ଆମେ ଜଲପରି ଏବଂ ଅନ୍ୟ ବିଚିତ୍ର ପ୍ରାଣୀଙ୍କୁ କେବଳ ବହି ବା କାଟୁନ ରେ ଦେଖିବାକୁ ପାଇଛୁ ସତରେ ଏହାକୁ କେହି ଦେଖି ପାରି ନାହାନ୍ତି, ଆଜି ଆମେ ଜଲପରି ବିଷୟରେ କିଛି କଥା କହିବାକୁ ଯାଉଛୁ ।

Image Courtesy: Google

ଗ୍ରୀକ ଏମିତି ଗୋଟେ ଜାଗା ଯେଉଁ ଠାରୁ ଜଲପରି ବିଷୟରେ ଜାଣିବାକୁ ମିଳିଥିଲା ଏଠାରେ ଲୋକ କଥା ଅନୁଯାଇ ଜଲପରି ଅର୍ଥ ଜଳ ଅର୍ଥ ସାଗର ଏବଂ ପରି ଅର୍ଥ ସ୍ତ୍ରୀ ତେବେ ସ୍ତ୍ରୀ ଯାହା ଅଧା ଅଙ୍ଗ ମାଛର ହୋଇଥାଏ ତାକୁ ଜଳପରି କୁହା ଯାଏ, ଲୋକ ପ୍ରିୟ କଥା ଅନୁଯାଇ ଜଳପରି ସାଗରରେ ଯାଇଥିବା ଜାହାଜ କୁ ନିଜ ଗୀତ ଦ୍ଵାରା ଆକର୍ଷିତ କରନ୍ତି ଏବଂ ସେଠାରେ ଥିବା ଲୋକଙ୍କୁ ମୋହିତ କରି ପାଣିରେ ଡେଇଁବା ପାଇଁ ମଜବୁର କରନ୍ତି, ବହୁତ ଥର ଏହା ମଧ୍ୟ କୁହାଯାଇଛି ଯେ ଜଳପରି ଜାହାଜ ଉପରେ ଆକ୍ରମଣ କରି ସବୁ ନଷ୍ଟ କରି ଦେଇଥାନ୍ତି କିନ୍ତୁ ବହୁତ ଥର ଏହି ସୂଚନା ମଧ୍ୟ ଦେଖିବାକୁ ମିଳିଛି ଯେ ଜଳପରି ବହୁତ ଲୋକଙ୍କ ଜୀବନ ମଧ୍ୟ ବଞ୍ଚେଇଛନ୍ତି ।

Image Courtesy: Google

ଦୁନିଆରେ ଅସାଇରିଆ ଏମିତି ଗୋଟେ ଜାଗା ଯେଉଁଠି ଗୋଟେ କଥା ବହୁତ ପ୍ରଚଳିତ ଅଟେ, ଏଠାର ଲୋକଙ୍କ କହିବା ଅନୁଯାଇ ଏଠି ଅଟାରଗେଟେସ୍ ନାମକ ଗୋଟେ ଦେବୀ ବାସ କରୁଥିଲେ ଯାହାକୁ କୌଣସି କାରଣରୁ ନିଜ ପ୍ରେମୀକୁ ମାରିବାକୁ ପଡିଲା ଯାହା ପରେ ସେ ନିଜକୁ ସାଗର ଭିତରେ ରହିଲେ ଓ ଜଳପରି ଅବତାର ଧାରଣ କଲେ ।

Image Courtesy: Google

ତେବେ ହିନ୍ଦୁ ଧର୍ମରେ ମଧ୍ୟ ମତ୍ସ୍ୟ ଅବତାର ବିଷୟରେ ବହୁତ କିଛି କୁହା ଯାଇଛି ଯେତେବେଳେ ଭଗବାନ ହନୁମାନ ରାମଙ୍କ ପାଇଁ ସାଗର ଉପରେ ସେତୁ ନିର୍ମାଣ କରିଥିଲେ ସେହି ସମୟରେ ରାବଣ ଭଉଣୀ ସ୍ଵର୍ଣ ମତ୍ସ୍ୟ ତାଙ୍କୁ ଅଟକେଇବା ପାଇଁ ସବୁ ପ୍ରକାର ପ୍ରୟତ୍ନ କଲା କିନ୍ତୁ ବିଫଳ ରହିଲା ଏବଂ ସାଗର ଉପରେ ସେତୁ ନିର୍ମାଣ ହେଲା ।

Image Courtesy: Google

ତେବେ ଲୋକ କଥା ଅନୁଯାଇ ଜଳପରି ଲୁହ ମୋତିରେ ପରିବର୍ତିତ ହୁଅନ୍ତି ଏହି କଥା ଶୁଣି ବହୁତ ମାଛୁଆରା ସାଗରରେ ଜଳପରି ଖୋଜିବା ପାଇଁ ଯାଇଥିଲେ କିନ୍ତୁ କେବେ ଫେରି ପାରିଲେ ନାହିଁ । ଏମିତି ବହୁତ ଘଟଣା ଭିଡିଓ ଦ୍ଵାରା ଲୋକଙ୍କୁ ଦେଖା ଯାଇଛି ଯେଉଁଥିରେ ଜଳପରି ହବାର ପୁଷ୍ଟି ଅଟେ କିନ୍ତୁ ଏହା ସତ ନୁହଁ ସବୁ ଫେକ ଅଟେ ଯାଞ୍ଚ କଲା ପରେ ସତ କଥା ସାମ୍ନାକୁ ଆସିଛି ଯେ ଆଜି ପର୍ଯ୍ୟନ୍ତ ଗୋଟେ ବି ସତ ଜଳପରି କେହି ଦେଖିବାକୁ ମଧ୍ୟ ପାଇ ନାହାନ୍ତି ।

Leave a Reply

Your email address will not be published. Required fields are marked *