ଜମି ଭିତରୁ ଆସୁଥିଲା ଆବାଜ…. ତା ପରେ ହଠାତ ଯାହା ବାହାରିଲା ତାକୁ ଦେଖି ଗାଁ ଲୋକ ରହିଗଲେ ଚକିତ- ଦେଖନ୍ତୁ Video

ଯେବେ ମା ଦୂର୍ଗା ମାଟି ତଳୁ ଆବାଜ କଲେ ଜଣେ ମହିଳାଙ୍କୁ । ଆଉ ତାପରେ ଯାହା ହେଲା ଆପଣ ଦେଖି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ମାତା ରାଣୀ ପ୍ରତି ଆପଣଙ୍କ ଆସ୍ଥା ଆହୁରି ଅଧିକ ବଢିଯିବ । ଇନ୍ଦୋର ସହରରୁ ୨୨ କିଲୋମିଟର ଦୂର ଗୋଟିଏ ଗାଁ ମେଲିଆ ଚାଓରେ ଦେଖିବାକୁ ମିଳିଥିଲା ଏହି ଘଟଣା ।

ଗୋଟେ ମହିଳାକୁ ରାତିରେ ବାର ବାର ଗୋଟିଏ ହିଁ ସ୍ଵପ୍ନ ଆସୁଥିଲା । ମୋତେ ମାଟି ତଳୁ ମା ଡାକୁଥିଲେ, ପ୍ରଥମେ ମହିଳା ଜଣଙ୍କ ଧ୍ୟାନ ଦେଉନଥିଲେ ତେବେ ଯେବେ ସ୍ଵପ୍ନ ଭାଙ୍ଗିଗଲା ତେବେ ଦେଖାଯାଉଥିଲା ସେହି ସ୍ଥାନ । ସେଟାକୁ ଯାଇ ଯେବେ ମାଟି ଖୋଳିଲେ ସବୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଆଉ ଲୋକଙ୍କ ଭିଡ ଲାଗିଲା ।

ଏହି ପୁରା ଘଟଣା ମଧ୍ୟ ପ୍ରଦେଶର ଇନ୍ଦୋର ଜିଲ୍ଲାର ଅଟେ । ସେଠାରେ ରହୁଥିବା ସୀମାକୁ ସ୍ଵପ୍ନ ଆସିଥିଲା ୨୦ କିଲୋମିଟର ଦୂରରେ ମେଲିଆ ଚାଓ ଗାଁରେ ଜମି ଭିତରେ ମାତାରାନୀର ମୂର୍ତି ଅଛି ବୋଲି ଆଉ ତାକୁ ଡାକୁଛନ୍ତି । ଏହି ସ୍ଵପ୍ନକୁ ବାର ବାର ଦେଖି ସୀମା ସେଇ ଜାଗାକୁ ଯିବା ପାଇଁ ନିସ୍ପତି ନେଇଥିଲା ।

ଆଉ ନିଜ ଡ୍ରାଇଭର ସହିତ ସେହି ଗାଁରେ ଯାଇ ପହଞ୍ଚିଲା । ସ୍ଵପ୍ନ ଦେଖିଥିବା ସ୍ଥାନକୁ ଖୋଲିବାକୁ ଆରମ୍ଭ କରିଥିଲେ । କିଛି ସମୟ ପରେ ସେ ଜଗାରୁ ମୂର୍ତି ବାହାରିଲା ତାହା ଦେଖି ସୀମା ସହିତ ସବୁ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ ।

ମୂର୍ତି ମିଳିଲା ପରେ ତେଜିରେ ଏହି କଥା ଗାଁରେ ପ୍ରଚାର ହୋଇଗଲା ଆଉ ସେଠାରେ ଭକ୍ତଙ୍କ ଭିଡ ଲାଗିବାର ଦେଖାଯାଇଥିଲା । ଜମି ଭିତରୁ ମିଳିଥିବା କାଳି ମାତାଙ୍କ ମୂର୍ତି ପାଖରେ ନାଗ ନାଗୁଣୀଙ୍କ ଯୋଡା ଗୋଡ ଓ ହାତର ଚିହ୍ନ ମଧ୍ୟ ଥିଲା । ଏହି ମୂର୍ତି ପାଖାପାଖି ପାଞ୍ଚ ବର୍ଷ ପୁରୁଣା ଅଟେ ବୋଲି କୁହାଯାଇଛି ।

ଗାଁରେ ଏହି ମନ୍ଦିର ବହୁତ ରହସ୍ୟ ମୟ ଅଟେ । ଏଠାରେ କିଛି ନା କିଛି ଚମତ୍କାର ହୋଇଥାଏ । ସ୍ଥାରେ ଲୋକଙ୍କୁ ମନ୍ଦିର ପାଖରେ ମଶାଲ ଦେଖାଯାଏ ଆଉ ପାଖକୁ ଗଲେ କିଛି ଦେଖାଯାଇନଥାଏ । ଯଦି ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ଏହାକୁ ବହୁତ ମାତ୍ରାରେ ଲାଇକ ଆଉ ସେୟାର କରନ୍ତୁ । ଆଉ କମେଣ୍ଟରେ ଲେଖନ୍ତୁ ଜୟ ମାତା ରାଣୀ ।

Leave a Reply

Your email address will not be published. Required fields are marked *