ଶ୍ରୀ କୃଷ୍ଣଙ୍କ ଅନୁସାରେ ବଳତ୍କାର କରୁଥିବା ବ୍ୟକ୍ତିକୁ କି କି ଦଣ୍ଡ ମିଳିଥାଏ ? Garuda Purana

ବନ୍ଧୁଗଣ ପୌରାଣିକ କାଳରୁ ହିଁ ଆମ ସମାଜରେ ମହିଳାମାନଙ୍କୁ ବହୁତ ସମ୍ମାନ କରାଯାଏ । କିନ୍ତୁ ଏହା ବି ସତ ଅଟେ କି ସବୁ ଯୁଗରେ ମହିଳାମାନଙ୍କ ଉପରେ ଅ-ତ୍ୟା-ଚା-ର ହୋଇଥାଏ । ଯଦି କ-ଳି-ଯୁ-ଗର ମହିଳାମାନଙ୍କ ବିଷୟରେ କହିବା ତେବେ ଏହି ଯୁଗରେ ମହିଳାମାନଙ୍କ ଉପରେ ହେଉଥିବା ଅ-ତ୍ୟା-ଚା-ର ଦିନକୁ ଦିନ ବଢିବାରେ ଲାଗିଛି ।

ଆଜିକାଲି ପୁରୁଷ ମହିଳାମାନଙ୍କୁ କେବଳ ଉ-ପ-ଭୋ-ଗ-ର ଜିନିଷ ମାନି ନେଇଛନ୍ତି । ସେଥିପାଇଁ ତ ସବୁଦିନ ହଜାର ହଜାର ମହିଳାମାନଙ୍କର ଚି-ର-ହ-ର-ଣ ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ କି ଭଗବାନ ଶ୍ରୀ କୃଷ୍ଣଙ୍କ ଅନୁସାରେ ଯେଉଁ ପୁରୁଷ ମହିଳାମାନଙ୍କର ଇଜ୍ଜତ ସହ ଖେଳି ଥାଏ ଅର୍ଥାତ ତାଙ୍କର ଚି-ର-ହ-ର-ଣ କରିଥାଏ ତାଙ୍କୁ ମୃ-ତ୍ୟୁ ପରେ କେଉଁ ଦ-ଣ୍ଡ ମିଳିଥାଏ ।

ୟତ୍ର ନାର୍ୟସ୍ତୁ ପୂଜ୍ୟନ୍ତେ, ରମନ୍ତେ ତତ୍ର ଦେବତା । ଅର୍ଥାତ ଯେଉଁଠି ସ୍ତ୍ରୀର ସମ୍ମାନ ହୋଇଥାଏ ସେଠି ଦେବତାଙ୍କ ବାସ ହୋଇଥାଏ । କିନ୍ତୁ କ-ଳି-ଯୁ-ଗରେ କିଛି ପୁରୁଷ ଏମିତି ଅଛନ୍ତି ଯେଉଁମାନେ ମହିଳାମାନଙ୍କର ଚି-ର-ହ-ର-ଣ କରି ବହୁତ ଖୁସି ହୁଅନ୍ତି ।

ଏହିଭଳି ପୁରୁଷଙ୍କୁ ଶ୍ରୀମଦ ଭାଗବତ ଅନୁସାର ଘୋର ପା-ପୀର ଶ୍ରେଣୀ ମଧ୍ୟରେ ରଖା ଯାଇଛି । ଏହି ପା-ପୀମାନଙ୍କ ସହ କଣ ହୋଇଥାଏ ଏହା ବିଷୟରେ ବି ଭଗବତ ଗୀତାରେ କୁହାଯାଇଛି । ଭାଗବତ ଗୀତାରେ ଶ୍ରୀ କୃଷ୍ଣ କହିଲେ କି ଯେଉଁ ପୁରୁଷ ମହିଳାମାନଙ୍କ ଇଜ୍ଜତ ସହ ଖେଳିଥାଏ ଅର୍ଥାତ ତାହାର ଚି-ର-ହ-ର-ଣ କରିଥାଏ ତାକୁ ଏହି ଲୋକ ସହିତ ପ-ର-ଲୋ-କରେ ବି ବହୁତ କ-ଷ୍ଟ ସହିବାକୁ ପଡିଥାଏ ।

ଶ୍ରୀ କୃଷ୍ଣଙ୍କ ଅନୁସାରେ ଏହିଭଳି ପୁରୁଷ ଯେଉଁମାନେ ନିଜର ପୂରୁଷ ହେବାକୁ ଗୋଟିଏ ଉପାଧି ମନେ କରନ୍ତି ଓ ନିଜର ବ-ଳ-ର ପ୍ରୟୋଗ କୌଣସି ନି-ର୍ବ-ଳ ଓ ନିର୍ବସ୍ତ୍ର ସ୍ତ୍ରୀ ର ବାସନା ଲୋଭରେ ତାଙ୍କର ଇଚ୍ଛା ବି-ରୁ-ଦ୍ଧ-ରେ ସ-ମ୍ବ-ନ୍ଧ ରଖିବାକୁ ଚେଷ୍ଟା କରନ୍ତି କିମ୍ବା ତାଙ୍କର ଚି-ର-ହ-ର-ଣ କରିବାକୁ ଚେଷ୍ଟା କରନ୍ତି ଏହିଭଳି ପୁରୁଷମାନଙ୍କ ପାଇଁ ମୃ-ତ୍ୟୁ ସବୁଠୁ ଭଲ ଦ-ଣ୍ଡ ଅଟେ । ଶ୍ରୀ କୃଷ୍ଣଙ୍କ ଅନୁସାରେ ମନୁଷ୍ୟକୁ ନିଜର ସମସ୍ତ କର୍ମର ଫଳ ଏହି ସ୍ଥାନରେ ଭୋଗ କରିବାକୁ ପଡିଥାଏ ।

ଏମିତିରେ ଯଦି କୌଣସି ସ୍ତ୍ରୀ ସହ ଖ-ରା-ପ ବ୍ୟବହାର କରିବାର କର୍ମ କରିଥାନ୍ତି ତେବେ ଆପଣଙ୍କୁ ତାହାର ପରିଣାମ ଭୂଲୋଗ ସହ ମୃ-ତ୍ୟୁ ଲୋକରେ ବି ଭୋଗିବାକୁ ପଡିଥାଏ । ଯାହାକି ଗୋଟିଏ ଆତ୍ମା ପାଇଁ ବହୁତ କ-ଷ୍ଟ ଦାୟକ ହୋଇଥାଏ । ଶ୍ରୀ କୃଷ୍ଣଙ୍କ ଅନୁସାରେ ସ୍ତ୍ରୀର ସମ୍ମାନ ସହିତ ଖେଳୁଥିବା ଯଦି ଏହି ଚିନ୍ତାଧାରା ରଖୁଛନ୍ତି କି ସେମାନେ ଅତ୍ୟନ୍ତ ବଳଶାଳୀ ଅଟନ୍ତି ଓ ଏହିଭଳି କରିବା ପରେ ସେ ନିଜର ବ-ଳ-ର ପ୍ରୟୋଗ କରି ବଞ୍ଚିଯିବେ ତେବେ ସେ ଜାଣି ନିଅନ୍ତୁ କି ଗୋଟିଏ ଏମିତି ସ୍ଥାନ ବି ଅଛି ଯେଉଁଠି କେବଳ ଜଣେ ହିଁ ବ-ଳ-ବା-ନ ଅଛି ଓ ସେଠି ସମସ୍ତ ପା-ପୀକୁ ନିଜର ପା-ପ-ର ହିସାବ ଦେବାକୁ ପଡିଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *