ଜାଣନ୍ତୁ ଆପଣଙ୍କ ପାଦ ଆଙ୍ଗୁଠି କଣ କୁହେ ଆପଣଙ୍କ ସ୍ଵଭାବ ବିଷୟରେ

ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହୋଇ ପାରନ୍ତି କିନ୍ତୁ ଏହା ସତ ଯେ ଆପଣଙ୍କ ଶରୀର ଅନୁଯାଇ ଆପଣଙ୍କ ସ୍ଵଭାବ ଜାଣି ହବ । କୁହା ଯାଏ ଯେ କୌଣସି ଲୋକ ଗୋଡ ଆଙ୍ଗୁଳି ତାଙ୍କ ସ୍ଵଭାବ ବିଷୟରେ ବହୁତ କିଛି କହି ଥାଏ, ଆସନ୍ତୁ ଜାଣିବା ଆପଣଙ୍କ ଗୋଡ ଆଙ୍ଗୁଳି ଆପଣଙ୍କ ବିଷୟରେ କଣ କହୁଛି । ଏହା ଆପଣଙ୍କ ବିଷୟରେ ଅନେକ ରାଜ ଖୋଲିଥାଏ, ଆପଣଙ୍କ ସ୍ଵଭାବ ବିଷୟରେ ମଧ୍ୟ କହିଥାଏ ।

ଆସନ୍ତୁ ଜାଣିବା ଯେଉଁ ଲୋକ ଅଙ୍ଗୁଠା ବଡ ଏବଂ ଅନ୍ୟ ଆଙ୍ଗୁଳି ଛୋଟ ହୋଇ ଥାଏ :

ଏମିତି ଲୋକ ଯାହା ଅଙ୍ଗୁଠା ବଡ ଏବଂ ଅନ୍ୟ ଆଙ୍ଗୁଳି ଛୋଟ ହୋଇ ଥାଏ ଏମିତି ଲୋକ ବହୁତ ଶାନ୍ତ ସ୍ଵଭାବ ର ହୋଇ ଥାନ୍ତି ଏବଂ ଏହି ଲୋକ ପ୍ରତେକ କାମ ବହୁ ଶାନ୍ତିପୂର୍ଣ ହୋଇ କରିବା ପସନ୍ଦ କରନ୍ତି । ଏହି ପରି ଲୋକ ବହୁତ ଧର୍ଯ୍ୟ ସହ କାର୍ଯ୍ୟ କରନ୍ତି, ଏହି ପରି ଲୋକ କୌଣସି ଝଗଡା ପସନ୍ଦ କରନ୍ତି ନାହିଁ । ଭଲ ପାଇବାରେ ଏହି ଲୋକ ବହୁତ ଗମ୍ଭୀର ହୋଇ ଥାନ୍ତି ।

ଏହି ପରି ଲୋକଙ୍କ ସ୍ଵଭାବ କେମିତି ହବ ଯାହାର ଗୋଡ ଆଙ୍ଗୁଳି ଅଙ୍ଗୁଠା ଠାରୁ ଛୋଟ ଛୋଟ ହୋଇ ଥାନ୍ତି :

ଏମିତି ଲୋକ ବହୁତ ଡୋମିନେଟିଙ୍ଗ ନେଚର ର ହୋଇ ଥାନ୍ତି, ଲୋକଙ୍କ ଉପରେ ନିଜ ଠୋଷ ବନେଇବା ଆଙ୍କୁ ବହୁତ ପସନ୍ଦ ହୋଇ ଥାଏ । ଏହି ପ୍ରକାର ଲୋକ ସବୁ ଜାଗାରେ ନିଜ ମାନ ସମ୍ମାନ କଥା ଭାବନ୍ତି, ଏହି ପରି ଲୋକଙ୍କୁ ବହୁତ ସିଗ୍ର ରାଗ ଲାଗେ । ଏମିତି ଲୋକ ନିଜ ସ୍ଵଭାବ ପାଇଁ ନିଜ ପାର୍ଟନର ଉପରେ ହାବି ରୁହନ୍ତି ଏବଂ କେବଳ ନିଜ କଥା ଶୁଣନ୍ତି ।

ଏମିତି ଲୋକ ସ୍ଵଭାବ କେମିତି ହୋଇ ଥାଏ ଯାହା ଗୋଡ ଅଙ୍ଗୁଠା ସହ ଦୁଇ ଅଙ୍ଗୁଳି ସମାନ ହୋଇ ଥାଏ :

ଏହି ପ୍ରକାର ଆଙ୍ଗୁଳି ଲୋକ ବହୁତ ପରିଶ୍ରମୀ ହୋଇ ଥାନ୍ତି, ଏମିତିକା ଲୋକ ଯାହା କରନ୍ତି ମନ ଦେଇ କରନ୍ତି । ଏମିତିକା ଲୋକ ନିଜ ଘରେ ସମସ୍ତଙ୍କ ପାଇଁ ଫେବ୍ରେଟ ହୋଇ ଥାନ୍ତି, ଏମିତିକା ଲୋକ ଅନ୍ୟ ପରିଶ୍ରମ ମଧ୍ୟ ପ୍ରଶଂସା କରନ୍ତି ଏବଂ ଅନ୍ୟ ଲୋକଙ୍କୁ ସମ୍ମାନ ମଧ୍ୟ ଦିଅନ୍ତି ।

ଏମିତିକା ଲୋକ ସ୍ଵଭାବ କେମିତି ଥିବ ଯାହା ଗୋଡ ଅଙ୍ଗୁଠା ପର ଆଙ୍ଗୁଳି ତା ଠାରୁ ବଡ ହୋଇ ଥାଏ :

ଏମିତିକା ଲୋକ ଅନ୍ୟ ଲୋକଙ୍କ ଠାରୁ ବହୁତ କ୍ରିୟେଟିଭ ହୋଇ ଥାନ୍ତି, ଏହି ପରି ଲୋକ ନିଜ କାର୍ଯ୍ୟ ବହୁତ ୟୁନିକ ଭାବରେ କରିବା ପସନ୍ଦ କରନ୍ତି ।

Leave a Reply

Your email address will not be published. Required fields are marked *