ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ବାଛନ୍ତୁ ଗୋଟିଏ ସ୍ଵସ୍ତିକ-PERSONALITY TEST

ବନ୍ଧୁଗଣ ଆପଣଙ୍କୁ 3ଟି ରଙ୍ଗ ମଧ୍ୟରୁ କୌଣସି ଗୋଟେ ବାଛିବାକୁ ହେବ । ଧ୍ୟାନ ରଖିବେ ଆପଣଙ୍କୁ ଗୋଟେ ରଙ୍ଗ କୁ ବାଛି ପାରିବେ । ବର୍ତ୍ତମାନ ଆପଣଙ୍କର ସମୟ କିପରି ଚଳଉଛି ଓ ଭବିଷ୍ୟତ କିପରି ରହିବ ତାହା ବିଷୟରେ ଆଜି ଆମେ ଆଲୋଚନା କରିବା । 3ଟି ସ୍ଵସ୍ତିକ ଚିହ୍ନ ମଧ୍ୟରୁ କୌଣସି ଗୋଟେ ବାଛନ୍ତୁ । ଯଥା ବାଇଗଣି, ହଳଦିଆ ଓ ହନୁମାନ ରଙ୍ଗର ସ୍ଵସ୍ତିକ ଚିହ୍ନ । ଆପଣ କାହା ପାଇଁ ଏହି 3ଟି ଚିହ୍ନ ମଧ୍ୟରୁ କୌଣସି ଗୋଟେ ବାଛି ପାରିବେ । ଏବେ ଆସନ୍ତୁ ଜାଣିବା ଉତ୍ତର ।

1- ଯଦି ଆପଣ ବାଇଗଣି ରଙ୍ଗର ସ୍ଵସ୍ତିକ କୁ ବାଛିଛନ୍ତି ତେବେ ଆପଣ ଖରାପ ମଣିଷ ହାବୁଡରେ ପଡିଛନ୍ତି । ଯାହା ପାଇଁ ଆପଣ ଚିନ୍ତାରେ ଅଛନ୍ତି । କିନ୍ତୁ ଏହା କିଛି ସମୟ ପାଇବ ରହିବ । ବନ୍ଧୁ ଦୂରେଇ ଯାଇଛନ୍ତି । ରାଜ କାର୍ଯ୍ୟ ରେ ନିଷ୍ପଳ ମିଳୁଛି । ସବୁ କାମରେ ଲାଭ କମ କ୍ଷତି ଅଧିକ ହେଉଛି । ପରିବାର ବର୍ଗ ଆପଣଙ୍କୁ କ୍ଷତି କରାଉଛନ୍ତି । ସ୍ତ୍ରୀ ଙ୍କ କଥା ଆପଣ ଶୁଣନ୍ତି ନାହିଁ । ହେଲେ ଆପଣ ସ୍ତ୍ରୀ ଙ୍କ କଥା ଶୁଣିଲେ ଭଲରେ ରହିବେ । ଏହି ବଦଗୁଣ କୁ ନିଜ ଠାରୁ ଦୂରେଇ ରଖନ୍ତୁ । ଶୁଭ ସମୟ ନିକଟରେ ଦେଖିବାକୁ ମିଳିବ । ଆପଣଙ୍କର ଶୁଭ ସମୟର ଆରମ୍ଭ ମଙ୍ଗଳବାର ହୋଇଥିବ । ଏଣିକି ଧ୍ୟାନ ରଖନ୍ତୁ ଆଗାମୀ 7 ବର୍ଷ ଯାଏଁ ସୁଖ ପାଇବେ ।

2- ଯଦି ଆପଣ ହଳଦିଆ ରଙ୍ଗର ସ୍ଵସ୍ତିକ ବାଛିଛନ୍ତି ତେବେ ମନ୍ଦ ଦଶା ବିଦାୟ ନେବା ପାଇଁ ଆପଣଙ୍କର ଶୁଭ ଦଶା ଆରମ୍ଭ ହେବ । ଯେଉଁ କାମ ପାଇଁ ଚିନ୍ତାରେ ଥିଲେ ତାହାର ସମାଧାନ କରିବେ । ସବୁ ଚିନ୍ତା ଦୂର ହେବ । କାର୍ଯ୍ୟ କଠିନତା ଆସୁଥିଲେ ସହଜରେ ସମାଧାନ କରିବେ । ସୋମବାର ଦିନ 500 ଗ୍ରାମର ଚାଉଳ, ବିରି ଓ 7 କେରା ଦୁବ ଷଣ୍ଢ କୁ ଖାଇବାକୁ ଡେଲ ଭାଗ୍ୟରେ ଉନ୍ନତି ହେବ । ଆଗାମୀ ସମୟ ଶୁଭ ଆସୁଛି । ମନରେ ବିନା କାରଣରେ ଯେଉଁ ଭୟ ଜାଗୃତ ହେଉଥିଲା ତାହା ଦୂର ହେବ । ଯାହା ଯାଇଛି ତାହା ବିଷୟରେ ଚିନ୍ତା କରନ୍ତିନି ।

3- ଆପଣଙ୍କୁ ହନୁମାନ ରଙ୍ଗର ସ୍ଵସ୍ତିକ ଚିହ୍ନ ପସନ୍ଦ ଆସିଥିଲେ ବର୍ତ୍ତମାନ ରାଜ ଦ୍ଵାରରେ ହଇରାଣ ହେଉଛନ୍ତି । ଅର୍ଥ ଅଭାବ ସହ ପରିବାରରେ କଳହ ଲାଗିଛି । ଆପଣ ଟାଇଗର ମୁଦ୍ରା ସମୀଳିତ କରି ରୋପ୍ୟ ମୁଦ୍ରିକାରେ ଧାରଣ କରନ୍ତୁ । ଏହା ଆପଣଙ୍କ ଜୀବନକୁ ଚମକାଇ ଦେବ । ପୂର୍ବରୁ ଯାହା ଥିଲେ ତାହା ଭୋଗ କରିବେ । ଏବେ ଠାରୁ ଆପଣଙ୍କ ପାଇଁ ଶୁଭ ସମୟ ଆସୁଛି । ଏବେ ଆଉ ଚିନ୍ତା କରନ୍ତୁ ନାହିଁ । ପରିବାର ସୁଖ ପାଇବେ । ଦରକାର ପଡିଲେ ଗ୍ରହ ରତ୍ନ ଧାରଣ କରନ୍ତୁ । ଏହା ଆପଣଙ୍କ ଜୀବନରୁ ସବୁ ସମସ୍ଯା ଦୂର କରିବେ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *