କେତେ ପ୍ରେମ କରୁଛନ୍ତି ଆପଣଙ୍କ ସ୍ତ୍ରୀ ? ଜାଣିବା ପାଇଁ କରନ୍ତୁ ଏହି ଗୋଟେ କାମ

ଯଦି ଆପଣ ଜାଣିବାକୁ ଚାହାନ୍ତି କି ଆପଣଙ୍କ ସ୍ତ୍ରୀ ଆପଣଙ୍କୁ କେତେ ପ୍ରେମ କରୁଛନ୍ତି ତ ଧ୍ୟାନ ଦିଅନ୍ତୁ ସେ କେତେ ଥର ଆପଣଙ୍କୁ ଆଲିଙ୍ଗନ କରି ଚୁମ୍ବନ କରୁଛନ୍ତି । ଡେଲିମେଲ ପ୍ରକାଶିତ ଏକ ରିପୋର୍ଟ ରେ ଏକ ନୂଆ ସର୍ବକ୍ଷଣ ଦ୍ଵାରା କୁହାଯାଇଛି ଯେ ମହିଳା ମାନେ ଯଦି ନିଜ ସ୍ଵାମୀଙ୍କୁ ପ୍ରେମ କରନ୍ତି ତ ସେମାନେ ତାଙ୍କୁ ଆଲିଙ୍ଗନ କରି ଚୁମ୍ବନ କରିଥାନ୍ତି ଓ ନଖରା ବି ଦେଖାନ୍ତି ।

ଅଧ୍ୟୟନ ଦ୍ଵାରା ଜଣାଯାଇଛି ଯେ ପୁରୁଷ ସ୍ଵଭାବ ରେ ରୋମାଣ୍ଟିକ ହୋଇନଥାନ୍ତି, ସେମାନେ ଘର କାମରେ ଯୋଗଦାନ କରି ପ୍ରେମ ଜାହିର କରିଥାନ୍ତି ।

ଏହି ସର୍ବକ୍ଷଣ ରେ 168 ଦମ୍ପତ୍ତିଙ୍କୁ ସାମିଲ କରାଯାଇଛି । ପୁରୁଷ ମାନେ ବିଭିନ୍ନ ପ୍ରକାରର ବାଟରେ ନିଜ ଭାବନା ମହିଳାଙ୍କୁ ଜଣାଇଥାନ୍ତି । କିନ୍ତୁ ମହିଳାମାନେ ନିଜ ନକାରାତ୍ମକ ଭାବନା ଓ ବିଚାର କୁ ଲୁଚେଇ ପ୍ରେମ ପ୍ରଦର୍ଶନ କରନ୍ତି । ଯେଉଁ ସ୍ଵାମୀ ନିଜ ସ୍ତ୍ରୀଙ୍କୁ ଅଧିକ ପ୍ରେମ କରନ୍ତି, ସେମାନଙ୍କ ସହବାସ ହେବାର ସମ୍ଭାବନା ଅଧିକ ହୋଇଥାଏ ।

ଅଧ୍ୟୟନକର୍ତ୍ତାମାନଙ୍କ କହିବା ଅନୁଯାୟୀ, ପୁରୁଷ ଦ୍ଵାରା ନିଜ ପ୍ରେମ ପ୍ରକଟ କରିବାର ଏହି ଏକ ମାଧ୍ୟମ ଅଟେ । ଅଧ୍ୟୟନ ଅନୁଯାୟୀ ଜଣାଯାଇଛି ଯେ, ମହିଳା ମାନଙ୍କ ତରଫରୁ କାମୁକ କ୍ରିୟା ଆରମ୍ଭ କରିବା କମ ସମ୍ଭାବନା ଥାଏ ଏହି ଅଧ୍ୟୟନ ପର୍ଶନାଲିଟି ଆଣ୍ଡ ସୋସିଆଲ ସାଇକୋଲୋଜି ବୁଲେଟିନ ରେ ପ୍ରକାଶିତ ହୋଇଛି ।

Leave a Reply

Your email address will not be published. Required fields are marked *