ଜାଣନ୍ତୁ ଏ ବର୍ଷ କେଉଁ ଭାଗ୍ୟଶାଳୀ ରଙ୍ଗ ଚମକେଇବ ଆପଣଙ୍କ ଭାଗ୍ୟ

ବଜାରରେ ହୋଲିର ପ୍ରସ୍ତୁତି ଆରମ୍ଭ ହେଇଗଲାଣି । ବିଭିନ୍ନ ପ୍ରକାରର ରଙ୍ଗ ଓ ପିଚକାଳୀ ରେ ମାର୍କେଟ ସଜାଗଲାଣି । ଏ ବର୍ଷ ହୋଲି ପର୍ବ 10 ମାର୍ଚ୍ଚ ମଙ୍ଗଳବାର କୁ ପାଳନ କରାଯିବ । ହୋଲିର ଗୋଟେ ଦିନ ପୂର୍ବରୁ, ମାନେ ଫାଲଗୁନ ମାସ ଶୁକ୍ଳ ପୂର୍ଣ୍ଣିମା ରେ ହୋଲିକା ଦହନ କରାଯିବ । ହୋଲିକା ଦହନ କରିବା ସମୟରେ ସମସ୍ତେ କାମନା କରନ୍ତି କି ସେମାନଙ୍କ ସମସ୍ତ ଦୁଃଖ କଷ୍ଟ ଏଇ ଅଗ୍ନିରେ ଭସ୍ମ ହୋଇଯାଉ ।

ଯଦି ଏ ହୋଲି ରେ ଆପଣ ରାଶି ଅନୁସାରେ ରଙ୍ଗ ବ୍ୟବହାର କରିବେ ତ, ଆପଣଙ୍କ ଜୀବନରେ ନିଶ୍ଚିତ ଉତ୍ସାହ,ଶକ୍ତି ଓ ଉର୍ଜା ବାସ କରିବ ।

ମେଷ

ମେଷ ରାଶିର ଲୋକମାନେ ଏ ବର୍ଷ ଲାଲ ଓ ହଳଦିଆ ରଙ୍ଗରେ ହୋଲି ଖେଳିବା ଉଚିତ ।

ବୃଷ

ଏହିରାଶିର ଲୋକମାନଙ୍କ ପାଇଁ ଶୁଭ କଲର ହେଉଛି ଅରେଞ୍ଜ ଓ ପର୍ପଲ ।

ମିଥୁନ

ଏହିରାଶିର ଲୋକମାନଙ୍କ ପାଇଁ ସବୁଜ ଓ ପର୍ପଲ୍ କଲର୍ ଭାଗ୍ୟଶାଳୀ ରହିବ ।

କର୍କଟ

ଏହିରାଶିର ଲୋକମାନେ ନୀଳ ଓ ସବୁଜ ରଙ୍ଗରେ ହୋଲି ଖେଳିବା ଉଚିତ୍ । ଏ ଦୁଇଟି ରଙ୍ଗ ଏମାନଙ୍କ ପାଇଁ ଭାଗ୍ୟଶାଳୀ ରହିବ ।

ସିଂହ

ଗୋଲ୍ଡେନ ଓ ଅରେଞ୍ଜ୍ ରଙ୍ଗ ଏ ରାଶି ପାଇଁ ଲକି ରହିବ ।

କନ୍ୟା

ଏହିରାଶିର ଲୋକମାନେ ଅରେଞ୍ଜ୍ ଓ ପର୍ପଲ୍ ରଙ୍ଗରେ ହୋଲି ଖେଳିବା ଉଚିତ୍ ।

ତୁଳା

ଏହିରାଶିର ଲୋକମାନେ ଗୋଲାପୀ, ସେଫ୍ରନ ଓ ଅରେଞ୍ଜ ରେ ହୋଲି ଖେଳିବା ଉଚିତ ।

ବିଛା

ଏହିରାଶିର ଲୋକମାନଙ୍କ ପାଇଁ ଶୁଭ କଲର ହେଉଛି ଲାଲ, ହଳଦିଆ ଓ ସବୁଜ ।

ଧନୁ

ହଳଦିଆ ଓ ଲାଲ ରଙ୍ଗ ଏ ରାଶି ପାଇଁ ଲକି ରହିବ ।

ମକର

ଏହିରାଶିର ଲୋକମାନଙ୍କ ପାଇଁ ଗୋଲାପୀ ଓ ଲାଲ୍ କଲର୍ ଭାଗ୍ୟଶାଳୀ ରହିବ ।

କୁମ୍ଭ

ଏହିରାଶିର ଲୋକମାନଙ୍କ ପାଇଁ ଶୁଭ କଲର ହେଉଛି ଗୋଲାପୀ ଓ ଲାଲ ।

 ମୀନ

ଏହିରାଶିର ଲୋକମାନେ ସବୁଜ ଓ ଅରେଞ୍ଜ ରେ ହୋଲି ଖେଳିବା ଉଚିତ ।

ଯଦି ଆପଣ ବି ଚହୁଁଛନ୍ତି ନିଜର ଭାଗ୍ୟ ବଦଳାଇବାକୁ ତେବେ ରାଶି ଅନୁସାରେ ଖେଳନ୍ତୁ ହୋଲି । ଆପଣମାନଙ୍କୁ ଆମ ତରଫରୁ ଅଗ୍ରୀମ ହାର୍ଦିକ ଅଭିନନ୍ଦନ ହୋଲି ପାଇଁ  ।  ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *