ଶୁକ୍ରବାର 6 ମାର୍ଚ୍ଚ 2020 – ଆଜି ସନ୍ତୋଷୀ ମାଙ୍କ କୃପାରୁ ଏହି ୬ଟି ରାଶି ବ୍ୟକ୍ତିଙ୍କୁ ମିଳିବ କିଛି ଖୁସି ଖବର

ଆମେ ଆପଣଙ୍କୁ ଶୁକ୍ରବାର ଦିନ ୬ ମାର୍ଚ୍ଚ ରାଶିଫଳ କହୁ ଅଛୁ । ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ :

ଆଜି ଆପଣ ନୂଆ କ୍ଷେତ୍ର ରେ ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ ରାସ୍ତା ଖୋଜିବେ, ସବୁ ଦିନ କାମ ଉପରେ ଧ୍ୟାନ ଏବଂ ମନ ଦବା ଉଚିତ, ସକାରାତ୍ମକ କଥା ଆଗକୁ ବଢେଇବା ପାଇଁ ଚେଷ୍ଟା କରନ୍ତୁ ଭାଗ୍ୟ ବଦଳିବ । ନୂଆ ଭାବନା ବା ଚିନ୍ତନ ଆପଣଙ୍କ ପାଇଁ ଲାଭକାରୀ ହୋଇ ପାରେ, ଶତ୍ରୁମାନେ ଆଜି ଆପଣଙ୍କୁ ହାନି କରିବା ପାଇଁ ଚେଷ୍ଟା କରି ପାରନ୍ତି ।

ବୃଷ :

ଆପଣଙ୍କ ସପନ ଆଜି ପୂର୍ଣ ହୋଇବ, ବେକାର ଯାତ୍ରାରୁ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ । ଆପଣ ପାଠ ପାଇଁ କିଛି ଚିନ୍ତିତ ରହି ପାରନ୍ତି ଏହା ଆପଣଙ୍କ ପାଇଁ ମଧ୍ୟ ହୋଇ ପାରେ ନଚେତ ଯଦି ସନ୍ତାନ ଅଛି ତେବେ ସନ୍ତାନ ପାଠ ଚିନ୍ତା ମଧ୍ୟ ହୋଇ ପାରେ । ନୂଆ କାମ ପାଇଁ ହାଉଥିବା ଅସୁବିଧା ଆଜି ସମାପ୍ତ ହୋଇ ଜୀବ, ଆପଣଙ୍କୁ ନିଜ ପ୍ରତିଦ୍ବନ୍ଦୀ ଉପରେ ନଜର ରଖିବା ଉଚିତ ଅଟେ ।

ମିଥୁନ :

ପାଠ କ୍ଷେତ୍ର ରେ ଆପଣଙ୍କ ରୁଚି ବଢିବ, ଆଜି ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ, ଯେତେ ଚାହାନ୍ତି ସେତେ ଭଲ କାର୍ଯ୍ୟ କରନ୍ତୁ ଆପଣଙ୍କ ପାଇଁ ଲାଭକାରୀ ହୋଇବ । ଆଜି ଆପଣ କାହାକୁ ବି ଧନ ଉଧାର ଦିଅନ୍ତୁ ନାହିଁ ଆପଣଙ୍କ ରାଶି ଅନୁଯାଇ ଧନ ଆଜି ଗଲେ ଫେରିବ ନାହିଁ ।

କର୍କଟ :

କିଛି ଲୋକ ପାରିବାରିକ ସୁଖ ଶାନ୍ତି ପାଇଁ ବୁଲିବାକୁ ଯାଇ ପାରନ୍ତି, କିଛି ଦିନ ଆଗରୁ ହୋଇ ଥିବା କାର୍ଯ୍ୟ ଫଳ ଆଜି ପ୍ରାପ୍ତ ହୋଇବ । ଆଜି ଟଙ୍କା ପଇସା ପ୍ରତି ଅତ୍ୟଧିକ ସଜାଗ ରହିବା ଉଚିତ ଅଟେ, ଆଜି ଟଙ୍କା ନବା ଦବା କରନ୍ତୁ ନାହିଁ ଆପଣଙ୍କ ପାଇଁ ଶୁଭ ରହିବ । ପ୍ରେମ ସମ୍ପର୍କ ଲୋକଙ୍କ ପାଇଁ ଦିନ ମିଳା ମିସା ରହିବ ଭଲ ଏବଂ ଖରାପ ଦୁଇଟା ପରିବାର ରେ କିଛି ଶୁଭ କାର୍ଯ୍ୟ ସମ୍ପନ ହୋଇବ ।

ସିଂହ :

ଆଜି ଦିନ ଆପଣଙ୍କ ପାଇଁ ଶାନ୍ତିପୂର୍ଣ ହୋଇବ, ସାହିତ୍ୟିକ ଜଗତ ଲୋକଙ୍କୁ ଆଜି ସଫଳତା ପ୍ରାପ୍ତ ହୋଇବ, ବହୁତ ଦିନ ଧରି ହଉଥିବା ଅସୁବିଧା ଆଜି ସମାପ୍ତ ହୋଇବ । ଆଜି ନିଜ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ, ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ଯା ଆପଣଙ୍କୁ ଚିନ୍ତା ଦେଇ ପାରେ । ଚାକିରି କରୁଥିବା ଲୋକ ନିଜ ପରିଶ୍ରମ ଦ୍ଵାରା ସଫଳତା ପ୍ରାପ୍ତ କରିବେ, ଭାଇ ଭଉଣୀ ଦ୍ଵାରା ଆର୍ଥିକ ରୂପ ରେ ଲାଭ ପ୍ରାପ୍ତ ହବ ।

କନ୍ୟା :

ଆଜି ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ହବ ନାହିଁ ସବୁ ଭଲ ରହିବ, ଆଜି ସଫଳତା ପାଇଁ ଆପଣଙ୍କୁ ଠାକୁରଙ୍କୁ ଧନ୍ୟବାଦ କରିବା ଉଚିତ ଏବଂ ନୂତନ ବର୍ଷରେ ସାରା ବର୍ଷ ପାଇଁ ଆଶୀର୍ବାଦ ମାଗିବା ଉଚିତ ଅଟେ । ଆପଣଙ୍କ ହଜି ଥିବା ସାଙ୍ଗ ଆଜି ଆପଣଙ୍କୁ ଦେଖା କରିବେ ଯାହା ଆପଣଙ୍କୁ ବହୁତ ଖୁସି ପ୍ରଦାନ କରିବ ।

ତୁଳା :

ପ୍ରଚୁର ମାତ୍ରା ରେ ଧନ ଲାଭ ସମ୍ଭବ ଅଟେ, ଆଜି ଆପଣ ନିଜ ସାମର୍ଥ୍ୟ ଠାରୁ ଅଧିକ କାମ କରିବେ ଯାହା ଦ୍ଵାରା ସମସ୍ତେ ଖୁସି ହୋଇବେ । ଯଦି କୌଣସି ନୂଆ କାର୍ଯ୍ୟ ପାଇଁ ଯୋଜନା କରୁଛନ୍ତି ତେବେ ଆଜି ଠାରୁ ଆରମ୍ଭ କରିବା ପାଇଁ ପ୍ରୟାଶ କରନ୍ତୁ ଲାଭକାରୀ ଆରମ୍ଭ ହୋଇବ ।

ବିଛା :

ଆଜି କୌଣସି ନିଷ୍ପତ୍ତି ଜଲ୍ଦି ଜଲ୍ଦି କରନ୍ତୁ ନାହିଁ ସବୁ ଖରାପ ହୋଇ ପାରେ ଭଲ କାମ ମଧ୍ୟ ଖରାପ ହୋଇ ପାରେ ଧ୍ୟାନ ରଖନ୍ତୁ । ଗାଈ ଗୋଡ ଛୁଇଁ ଆଶୀର୍ବାଦ ନିଅନ୍ତୁ, ଆପଣଙ୍କୁ ଲାଭ ଅବସର ପ୍ରାପ୍ତ ହବ । ଚାକିରି କରୁଥିବା ଲୋକ ନିଜ ପରିଶ୍ରମ ଦ୍ଵାରା ସଫଳତା ପ୍ରାପ୍ତ କରିବେ, ଭାଇ ଭଉଣୀ ଦ୍ଵାରା ଆର୍ଥିକ ରୂପ ରେ ଲାଭ ପ୍ରାପ୍ତ ହବ ।

ଧନୁ :

ଦାନ କରନ୍ତୁ ଆପଣଙ୍କ ପାଇଁ ଆବଶ୍ୟକ ଅଟେ । ଆଜି ଦିନ ଦ୍ୟାର୍ଥୀମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ, ଛୁଆଙ୍କୁ ଅଭ୍ୟାଶ ରେ ସଫଳତା ପ୍ରାପ୍ତି ହବ । ଆଜି ଆପଣ ନିଜ କାର୍ଯ୍ୟ ସ୍ଥଳ ରେ ସମ୍ମାନିତ ହୋଇ ପାରନ୍ତି, ମାନସିକ ଶାନ୍ତି ପ୍ରାପ୍ତ କରିବେ । ଆଜି ଆପଣଙ୍କ ଉନ୍ନତି ମାର୍ଗ ପ୍ରଶସ୍ତ ହୋଇବେ, ସମ୍ପତ୍ତି କାର୍ଯ୍ୟ ଆଜି ଆପଣଙ୍କୁ ବହୁତ ଲାଭ ପ୍ରଦାନ କରିବେ । କାର୍ଯ୍ୟ ପାଇଁ ଆଜି ଆପଣଙ୍କୁ ଅତ୍ୟଧିକ କଷ୍ଟ କରିବାକୁ ପଡିବ ।

ମକର :

ଆଜି ଆପଣ ବହୁତ ଭଲ ଅନୁଭବ କରିବେ ଆପଣଙ୍କ ମନ ଅଜଣା ଖୁସି ପାଇଁ ଇଛୁକ ଥିବ ଏବଂ ଏହି ଖୁସି ଆପଣଙ୍କୁ ନିଜ ଜୀବନସାଥୀ ଦ୍ଵାରା ପ୍ରାପ୍ତ ହୋଇବ । ପାରିବାରିକ ସୁଖ ପାଇଁ ଆଜି ଦିନ ଆପଣଙ୍କ ପାଇଁ ବହୁତ ଶୁଭକାରୀ ଅଟେ । ନୂଆ ପ୍ରସ୍ତାବ ଭଲ ଦେଖା ଯାଇ ପାରେ କିନ୍ତୁ ହଡ ବଡ ହୋଇ ନିଷ୍ପତ୍ତି କରିବା ଉଚିତ ନୁହ ।

କୁମ୍ଭ :

ଆଜି ଆପଣଙ୍କ ସ୍ୱାସ୍ଥ୍ୟ କିଛି ନରମ ଗରମ ରହିବ, ସବୁ ପ୍ରକାର ନିବେଶ ଧ୍ୟାନ ସହ କରନ୍ତୁ ଏବଂ ଅନାବଶ୍ୟକ କାମ କରିବା ପାଇଁ ଆଗେଇ ଯାନ୍ତୁ ନାହିଁ । ଚିନ୍ତା କରନ୍ତୁ ନାହିଁ କିଛି ଭଲ ଖବର ଆପଣଙ୍କ ଘରେ ଆସିବ ଯାହା ଦ୍ଵାରା ସମସ୍ତ ଘର ଲୋକ ଖୁସି ହୋଇବେ ।

ମୀନ :

ଆଜି ଆପଣ ସମସ୍ଯା ପାରି କରି ସଫଳତା ପ୍ରାପ୍ତ କରିବେ, ପ୍ରେମୀ ଯୁଗଳ ପାଇଁ ଅତ୍ୟନ୍ତ ଶୁଭ ଦିନ ଅଟେ, ସୁଖ ପୂର୍ଣ ବୁଲା ବୁଲି କରିବେ । ଆଜି କାହାକୁ ଧାର ଉଧାର ଦିଅନ୍ତୁ ନାହିଁ, ଏବଂ ନିଅନ୍ତୁ ନାହିଁ ଅନ୍ଯଥା ହାନି ହୋଇ ପାରେ ଏମିତି କଲେ ମାଁ ଲକ୍ଷ୍ମୀ କୁପିତ ହୋଇ ଥାନ୍ତି ସେଥିପାଇଁ ଘରୁ ଧନ ଖରଚ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *