‘ସମଗ୍ର ଦେଶ ଆଜି କରୋନା ଭାଇରସ୍ କିମ୍ବା କୋଭିଡ୍ -19 ସହିତ ଲଢୁଛି…’ କରୋନା କଲର ଟ୍ୟୁନ୍ ପଛରେ କାହାର ସ୍ୱର ଅଛି?

ଦୁନିଆ ପୂର୍ବ ପାଞ୍ଚ ମାସରୁ କୋରନା ସହିତ ଲଢୁଛି । ମାର୍ଚ ରୁ ଗୋଟେ ଦିନ ଜନତା କରଫ୍ୟୁ ରୁ ଆରମ୍ଭ ହେଲା ଲକ ଡାଉନ ୬୦ ରୁ ବହୁତ ଦିନ ପର୍ଯ୍ୟନ୍ତ ରହିଲା । କିନ୍ତୁ ମାର୍ଚ ଆରମ୍ଭରୁ ଆମ ସମସ୍ତଙ୍କୁ ଫୋନ ରେ ଗୋଟେ କଲର ଟିଉନ ଶୁଣାଗଲା । ଯାହା ପ୍ରତ୍ୟକ ବ୍ଯକ୍ତିର ମୋବାଇଲରେ ଶୁଣିବାକୁ ମିଳୁଛି ଆଜି ପର୍ଯ୍ୟନ୍ତ । ତେବେ କେବେ ଆପଣଙ୍କ ମନରେ ଆସିଛି କି କିଏ ଏହି ମହିଳା, ଯାହା ଆବାଜରେ ଆମେ ହି କଥା ଶୁଣୁଛେ । ହୁଏ ତ ବହୁତ ଲୋକ ଜାଣିଥିବେ କିନ୍ତୁ କେତେ ଲୋକ ଏମିତି ମଧ୍ୟ ଥିବେ ଯିଏ ଯାନୀ ନଥିବେ ଓ ଜାଣିବାକୁ ଚାହୁଁଥିବେ, ତେବେ ସେଇ ମାନଙ୍କ ପାଇଁ ଆମେ ଆଜି ନେଇ ଆସିଛୁ ଏହି ପୋଷ୍ଟ ।

Image Courtesy: Google

କୋରନା ପ୍ରତି ଜାଗରୁକତା ରଖୁଥିବା ଏହି ଆବାଜ ରେ ସବୁବେଳେ କୁହାଯାଉଛି କି, “କୋରନା ଭାଇରସ ବା କୋବିଡ-୧୯ ରେ ଆଜି ସାରା ଦୁନିଆ ଲଢୁଛୁ । କିନ୍ତୁ ମନେ ରଖନ୍ତୁ ଆମେ ରୋଗ ସହିତ ଲଢିବା, ରୋଗୀ ମାନଙ୍କ ସହିତ ନୁହେଁ । ସେମାନଙ୍କ ସହିତ ଭେଦ ଭାବ କରନ୍ତୁ ନହିଁ ।  ସେମାନଙ୍କ ଯତ୍ନ ନିଅନ୍ତୁ ଓ ଏହି ରୋଗରୁ ବଞ୍ଚିବା ପାଇଁ  ଯିଏ ଆମକୁ ରକ୍ଷା କରୁଛନ୍ତି, ଯେମିତିକି ଆମ ଡକ୍ଟର, ସ୍ୱାସ୍ଥ୍ୟ କର୍ମଚାରୀ, ପୁଲିସ, ସଫାଇ କର୍ମଚାରୀ ଆଦୀଙ୍କୁ ସନମାନ୍ନ କରନ୍ତୁ । ସେମାନଙ୍କୁ ପୁରା ସହଯୋଗ କରନ୍ତୁ । ଏହି ଯୋଦ୍ଧା ମାନଙ୍କ ଯତ୍ନ ନିଅନ୍ତୁ ତ ଦେଶ ଜିତିବ କୋରାନ ଭାଇରସ କବଳରୁ । ଅଧିକ ଜାଣିବା ପାଇଁ ଷ୍ଟେଟ ହେଲ୍ପ ଲାଇନ ନମ୍ବର ବା ସେଣ୍ଟ୍ରାଲ ହେଲ୍ପ ଲାଇନ ନମ୍ବର ୧୦୭୫ ରେ କଲ କରନ୍ତୁ । ଭାରତ ସରକାର ଦ୍ଵାରା ଜନହିତରେ ଜାରି’ ।

Image Courtesy: Google

ଆପଣ ମାନେ ଏହି ସନ୍ଦେଶ ନିଶ୍ଚିତ ଭାବରେ ଶୁଣୁଥିବେ, କିନ୍ତୁ ଆପଣ ଜାଣିଛନ୍ତି କି ଏହି ଆବାଜ କାହାର ଅଟେ । କିଏ ଅଟେ ସେ ଯିଏ ନାଗରିକ ଙ୍କୁ କରୋନା ବା କୋବିଡ୧୯ ପ୍ରତି ସଚେତନ କରାଉଅଛି । ଆପଣଙ୍କ ମନରେ କେବେ ବି ଏହି ପ୍ରଶ୍ନ ଉଠୁଥିବ ।

Image Courtesy: Google

ତ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ  ଏହି ଆବାଜ ବିଷୟରେ । ଏହି ଆବାଜ ଜସଲିନ ଭଲା ଙ୍କର । ଜସଲିନ  ଜଣାଶୁଣା ଭୟେସ କଳାକାର ଅଟନ୍ତି ଓ ଯଦି ଆପଣ ବିଜ୍ଞାପନ କୁ ଠିକ ସେ ଶୁଣିବେ ତ ଜାଣିପାରିବେ କି ଏହି ଆବାଜ କୁ ଆପଣ ଆଗରୁ ବି ଶୁଣିଛନ୍ତି । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *