କୋହଲି ଏବଂ ଅନୁଷ୍କା ଙ୍କର ତଲାକର କଥା ସୋସିଆଲ ମିଡିଆରେ ହେଉଛି ଭାଇରାଲ, ଜାଣନ୍ତୁ କଣ କହିଲେ ଅନୁସ୍କା…

ବଲୀଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଟିମ ର କ୍ୟାପଟେନ ବିରାଟ କୋହଲୀ କରୋନା ଭାଇରସ ପାଇଁ ନିଜକୁ ଆଇସୋଲେସନ ରେ ରଖିଛନ୍ତି । ଅନୁଷ୍କା ଶର୍ମା ଓ ତାଙ୍କ ପତି ବିରାଟ କୋହଲୀ କେଉଁଠି ନା କେଉଁଠି କିଛି କାରଣ ପାଇଁ ସ୍ପଟ ଲାଇଟ ରେ ଆସୁଛନ୍ତି । ଏହି ଦୁଇଜଣ ବଲ୍ଲୀଉଡର ସବୁଠୁ ସୁନ୍ଦର ଯୋଡି । ‘ପାତଲ ଲୋକ ‘ ୱେବ ସିରିଜ ରିଲିଜ ପରେ ଅନୁଷ୍କା ଶର୍ମାକୁ ଉଜେର୍ସ ମାନେ ଟ୍ରୋଲ କରିଥିଲେ । ଏହା ମଧ୍ୟରେ ଅନୁଷ୍କା ଶର୍ମା ଓ ବିରାଟ ତଲାକ ଖବର କିଛି ଦିନରୁ ସୋସିଆଲ ମିଡିଆ ରେ ବହୁତ ଚର୍ଚାରେ ଅଛି ।

ଶୁକ୍ରବାର ସନ୍ଧ୍ୟାରୁ ଟ୍ବିଟର ରେ ବିରାଟ ଓ ଅନୁଷ୍କା ର ତଲାକ ର ଖବର ଚାଲିଛି । ନାଁ ରୁ ଚାଲିଥିବା ଏହି ଟ୍ରେଣ୍ଡ ୟୁଜର୍ସ ମାନଙ୍କୁ ଦ୍ଵନ୍ଦରେ ପକାଇଛି । କିନ୍ତୁ ଜଲ୍ଦି ଜଣାପଡିଲା କି ଏହା ଗୋଟେ ଉଡାକଥା ଅଟେ । ବିରାଟ ଓ ଅନୁଷ୍କା   ତଲାକ ର ଡ୍ରେଣ୍ଡିଂ ପରେ ଫଲୋଅର୍ଶ ମାନେ ମଜାଦାର ରିୟ୍ଯାକଶନ ଦେଇଛନ୍ତି । ଜଣେ ୟୁଜର ଅନୁଷ୍କ ସର୍ମାଙ୍କ ବ୍ରେକ ଅପ ଗୀତରେ ରଣବୀର କପୂର ଜାଗାରେ ବିରାଟ କୋହଲୀଙ୍କର ଫୋଟୋ ଲଗେଇ ଥିଲେ, ଓ ଲେଖିଲ ଅନୁଷ୍କ ଶର୍ମା ବିରାଟ କୋହଲୀ ଠୁ ତଲାକ ନେଲା ପରେ ଆଶ୍ଚର୍ଯ୍ୟ ଅଛି ।

ଆଉଜଣେ ୟୁଜର୍ସ ରାଜପାଲ ଯାଦବ ସହିତ ଫୋଟୋ ଲଗାଇ ଏହାକୁ ମଜାକ ବନେଇଥିଲେ । ଆପଣଙ୍କ ଜାଣିବା ପାଇଁ କହିବାକୁ ଚାହୁଞ୍ଚୁ କି କିଛି ଦିନ ପୂର୍ବେ ଜଣେ ବିଜେପି ବିଧାୟକ କୋହଲି ଙ୍କୁ ଦେଶଭକ୍ତ କହି ଅନୁଷ୍କା କୁ ତଲାକ ଦେବା କଥା କହିଥିଲେ । ବିଜେପି ବିଧାୟକ ଏହି କଥା ଅନୁଷ୍କା ଶର୍ମାଙ୍କ ୱେବ ସିରିଜ କୁ ନେଇ କହିଥିଲେ । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଶୀଘ୍ର ଭାଇରାଲ ହେବାରେ ଲାଗିଛି ।

ସୋସିଆଲ ମିଡିଆରେ ଆଜିକାଲି କିଛି ବି କଥା ଭାଇରାଲ ହେବାକୁ ଲାଗୁଛି ଓ କିଛି ଲୋକ ଏହାକୁ ନିଶ୍ଵାସ ମଧ୍ୟ କରୁଛନ୍ତି । ତେବେ ଏମିତି ସବ କରିବା ସୋସିଆଲ ମିଡିଆର ମଜାକ ଉଠେଇବା ସହ ସମାନ । ସେଥିପାଇଁ ଏହିଭଳି ଖବର ପ୍ରତି ବିଶେଷ ଧ୍ୟାନ ନ ଦେବା ଉଚିତ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *