ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।
୧- କୋଭିଡ଼-୧୯ ଟେଷ୍ଟ କରିବାର ଏକ ପ୍ରଣାଳୀ RAT ର ଫୁଲଫର୍ମ କଣ ଅଟେ ?
ଉତ୍ତର- Rapid Antigen Test
୨- କେଉଁ ହିନ୍ଦୀ ଶବ୍ଦର ଅର୍ଥ ସ୍ନେହ, ପ୍ରେମ ବା ପ୍ୟାର ଅଟେ ?
ଉତ୍ତର- ଅନୁରାଗ
୩- କେଉଁ କ୍ରିକେଟ ଗ୍ରାଉଣ୍ଡ ଗବା ନାମରେ ପରିଚିତ ଅଟେ ?
ଉତ୍ତର- ବ୍ରୀସବେନ କ୍ରିକେଟ ଗ୍ରାଉଣ୍ଡ
୪- କେଉଁ ଲୁଣୀ ପାଣି ହ୍ରଦ ପୃଥିବୀର ସବୁଠାରୁ ନିମ୍ନ ବିନ୍ଦୁରେ ଅବସ୍ଥିତ ଯେଉଁ ଠାରେ ବୁଡିବା ଅସମ୍ଭବ ଅଟେ ?
ଉୟତ୍ତର- ଡେଡ ସି
୫- ୧୯୯୩ ଓ ୧୯୯୬ ମସିହା ମଧ୍ୟରେ କାର୍ଯ୍ୟରତ ମାନବଧୀକାର ଆୟୋଗର ପ୍ରଥମ ଅଧ୍ୟକ୍ଷ କିଏ ଥିଲେ ?
ଉତ୍ତର- ଜଷ୍ଟିସ ରଙ୍ଗନାଥ ମିଶ୍ର
୬- କେଉଁ ରାଜନେତା ସର୍ବ ପ୍ରଥମେ ଲୋକସଭାର ଅଧ୍ୟକ୍ଷ ରୂପେ କାର୍ଯ୍ୟ କରିଥିଲେ ?
ଉତ୍ତର- ନିଲାମ ସଞ୍ଜିବା ରେଡି
୭- ଯଦି ଆପଣ ହାଇପୋଟେନସନ ଦ୍ଵାରା ପୀଡିତ ହୋଇଛନ୍ତି ତେବେ ଆପଣଙ୍କୁ କେଉଁ ରୋଗ ହୋଇଛି ବୋଲି ଜାଣିବେ ?
ଉତ୍ତର- କମ ରକ୍ତଚାପ
୮- ଭାରତର ରାଜଧାନୀ ସହର ଗୁଡିକ ମଧ୍ୟରୁ କେଉଁ ସହରରେ ସୂର୍ଯ୍ୟାସ୍ତ ହୋଇଥାଏ ?
ଉତ୍ତର- ଅଗରତାଲା
୯- ଭାରତୀୟ ରିଜର୍ଭ ବ୍ଯାଙ୍କ ଦ୍ଵାରା ଜାରି କର ଯାଇଥିବା କେଉଁ ମୂଲ୍ୟର ନୋଟର ପଛ ପାଖରେ କୌଣସି ଐତିହାସିକ ସ୍ମୃତି ଚିହ୍ନ ଅଙ୍କିତ ହୋଇ ନାହି ?
ଉତ୍ତର- ୨୦୦୦ ଟଙ୍କା
୧୦- ଧର୍ମଗ୍ରନ୍ଥ ଅନୁସାରେ କେଉଁ ବିଶେଷତା କାରଣରୁ ରାବଣର ଭାଇ ର ନାମ କୁମ୍ଭକର୍ଣ୍ଣ ହୋଇଥିଲା ?
ଉତ୍ତର- କଳସ ଭଳି କର୍ଣ୍ଣ
୧୧- କେଉଁ କମ୍ପାନୀରେ କାମ କରିବା ସମୟରେ ନିଲ୍ସ ବୋହଲିନ ନାମକ ଜଣେ ଇଞ୍ଜିନିୟର ଆଧୁନିକ ୩-ପଏଣ୍ଟ ସିଟ ବେଲ୍ଟ ବିକଶିତ କରିଥିଲେ ?
ଉତ୍ତର- ଭୋଳଭୋ
୧୨- ଷ୍ଟିଫେନ ହକିଙ୍ଗ କେଉଁଥିରେ ବିଶେଷଜ୍ଞ ଥିଲେ ?
ଉତ୍ତର- ବ୍ଲାକ ହୋଲ୍ସ
୧୩- ହିନ୍ଦୀ ଚଳଚିତ୍ର ଅଭିନେତା ତଥା ରାଜନେତା ଶତ୍ରୁଙ୍ଘ ସିହ୍ନାଙ୍କ ଆତ୍ମକଥାର ନାମ କଣ ଯାହା ୨୦୧୬ରେ ରିଲିଜ ହୋଇଥିଲା ?
ଉତ୍ତର- ଏନିଥିଙ୍ଗ ବଟ ଖାମୋସ
୧୪- ଜଣେ ଲୋକ ୩ ଟଙ୍କାରେ ନଡିଆ କିଣି ୨ ଟଙ୍କାରେ କିଛି ଦିନ ବିକିବା ପରେ ସେ କେମିତି ଲକ୍ଷପତି ହୋଇଗଲା ?
ଉତ୍ତର- ସେ ପୂର୍ବରୁ କୋଟିପତି ଥିଲା
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।