ସ୍ଵାମୀଙ୍କ ଜନ୍ମ ଦିନର ଜ୍ୟାକଲିନ ଦେଲେ ଏହି ସରପ୍ରାଇଜ, ଦେଖନ୍ତୁ Video

ଆପଣ ସମସ୍ତେ ଜ୍ୟାକଲିନଙ୍କୁ ଭଲ ଭାବରେ ଜାଣିଛନ୍ତି । ଯିଏକି ସିରିଏଲ ଜଗତର ଜଣେ ଚର୍ଚିତ ଅଭିନେତ୍ରୀ ଅଟନ୍ତି । ତାଙ୍କର ଅଭିନୀତ ସମସ୍ତ ସିରିଏଲ ଦର୍ଶକମାନଙ୍କୁ ଖୁବ ପସନ୍ଦ ଆସିଥାଏ । ବର୍ତ୍ତମାନ ସମୟରେ ଜ୍ୟାକଲିନ ପରିଡା ନିଜର ଅଭିନୟ କ୍ୟାରିୟରରେ ସକ୍ରିୟ ଅଛନ୍ତି । ସେ ବର୍ତ୍ତମାନ କିଛି ସିରିଏଲରେ ମୁଖ୍ୟ ଅଭିନେତ୍ରୀ ରୂପରେ ନଜର ଆସୁଛନ୍ତି । ତାଙ୍କର ଅଭିନୀତ ସିରିଏଲ ଓ ତାଙ୍କର ଅଭିନୟକୁ ଦର୍ଶକମାନେ ଖୁବ ପସନ୍ଦ ବି କରୁଛନ୍ତି ।

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଜ୍ୟାକଲିନ କିଛି ଦିନ ତଳେ ହିଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓ ତାଙ୍କ ସ୍ଵାମୀ ଅରବିନ୍ଦଙ୍କୁ ବି ଆପଣମାନେ ଜାଣିଛନ୍ତି । ଦୁଇ ଜଣ ପ୍ରାୟତଃ ନିଜର ଭିଡିଓ ଶେୟାର କରିଥାନ୍ତି । ଯାହାକି ଦେଖୁ ଦେଖୁ ଭାଇରାଲ ବି ହୋଇଯାଏ ।

କହିବାକୁ ଗଲେ ଜ୍ୟାକଲିନଙ୍କ ପୁଣି ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସେ ନିଜର ସ୍ଵାମୀଙ୍କ ଜନ୍ମଦିନକୁ ପାଲନ କରୁଛନ୍ତି । ଏହା ସହିତ ସେ ତାଙ୍କ ସ୍ଵାମୀଙ୍କ ସହ ମିଶି କେକ କାଟୁଛନ୍ତି ଓ ପରସ୍ପରକୁ କେକ ଖୁଆଇ ଦେଉଛନ୍ତି । କହିବାକୁ ଗଲେ କେକ କାଟିବା ସମୟରେ ଜ୍ୟାକଲିନ ଭିଡିଓ କରୁଛନ୍ତି ଓ ତାଙ୍କ ସ୍ଵାମୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଦେଉଛନ୍ତି ।

ଏଥିରୁ ଜଣା ପଡୁଛି କି ଦୁଇ ଜଣଙ୍କ ମଧ୍ୟରେ କେତେ ଭଲ ପାଇବା ଅଛି । କହିଦେଉଛୁ କି ଜ୍ୟାକଲିନ ପ୍ରାୟତଃ ନିଜର କୌଣସି ନା କୌଣସି ଭିଡିଓ ଶେୟାର କରିଥାନ୍ତି । ଯାହାକି କିଛି ସେକେଣ୍ଡର ହୋଇଥାଏ । ଯେଉଁଥିରେ ସେ ତାଙ୍କ ସ୍ଵାମୀ, ସହ କଳାକାର, ଭଉଣୀଙ୍କ ସହ କିମ୍ବା ନିଜେ ଡାନ୍ସ କରୁଥିବାର କିମ୍ବା ଅଭିନୟ କରୁଥିବାର ନଜର ଆସନ୍ତି ।

ଏହି ଭିଡିଓକୁ ତାଙ୍କର ଫ୍ୟାନମାନେ ବହୁତ ପସନ୍ଦ ବି କରନ୍ତି । କହିଦେଉଛୁ କି ଜ୍ୟାକଲିନ ବର୍ତ୍ତମାନ ସିରିଏଲ ଜଗତର ସବୁଠୁ ଚର୍ଚିତ ଓ ଲୋକପ୍ରିୟ କଳାକାରମାନଙ୍କ ମଧ୍ୟରେ ଜଣେ ଅଟନ୍ତି ।

ତାଙ୍କର ଅଭିନୟ ଯେତିକି ସୁନ୍ଦର ଓ ସେ ବି ସେତିକି ସୁନ୍ଦର । କହିଦେଉଛୁ କି ଅରବିନ୍ଦ ଓ ଜ୍ୟାକଲିନ ବାହା ହେବା ପୂର୍ବରୁ ପରସ୍ପର ଦୁଇ ଜଣଙ୍କୁ ଭଲ ପାଉଥିଲେ । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *