ଯାତ୍ରୀଗଣ କୃପାୟା ଧ୍ୟାନ ଦେ, ଷ୍ଟେସନରେ ଆପଣ ମାନେ ଏ ସ୍ଵର ତ ଶୁଣି ଥିବେ । ତେବେ କାହାର ଏ ସ୍ଵର ? କିଏ ଏହି ମହିଳା ? ତେବେ କାହାର ଏ ସ୍ଵର ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ କେବେ ନା କେବେ ଟ୍ରେନରେ ନିଶ୍ଚିୟ ଯାତ୍ରା କରିଥିବେ ।
ଯାତ୍ରୀଗଣ କୃପାୟା ଧ୍ୟାନ ଦେ, ଟ୍ରେନରେ ଯାତ୍ରା କରୁଥିବା ପ୍ରତ୍ୟକ ଯାତ୍ରୀ ନିଶ୍ଚିତ ଭାବେ ଏହି ଘୋଷଣା ଶୁଣି ଥିବେ । ଟ୍ରେନ ସହ ଜଡିତ ଗୁରୁତ୍ଵ ପୂର୍ଣ୍ଣ ଘୋଷଣା ବେଳେ ଏହି ସ୍ଵର ଶୁଣା ଯାଏ । ବର୍ଷେ କି ଦୁଇ ବର୍ଷ ନୁହେଁ ବର୍ଷ ବର୍ଷ ଧରି ଏହି ପରିଚିତ ସ୍ଵର କାନ ରେ ବାଜେ । ବେଳେବେଳେ ଏହି ଘୋଷଣା ସମୟରେ ମନକୁ ଆସେ କାହାର ଏହି ସ୍ଵର । କିଏ ଏହି ସୂଚନା ଦେଉଛି ।
ମହିଳା ଜଣକ କେଉଁଠି ବସି ଏ କଥା କହୁଛନ୍ତି ବୋଲି ଅନେକ ଲୋକ ଖୋଜନ୍ତି । ଏହି ସ୍ଵର ଯେମିତି ରେଳବାଇ ର ପରିଚୟ । ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଏହି ଗୁରୁତ୍ଵ ପୂର୍ଣ୍ଣ ସୂଚନା ଦେଉଥିବା ସେହି ମହିଳାଙ୍କ ବିଷୟରେ ଜାଣିବା । ତେବେ ଏହି ସ୍ଵର ହେଉଛି ଶରଣା ଚୌଧୁରୀଙ୍କର । ମୁମ୍ବାଇରେ ଶରଣାଙ୍କ ଜନ୍ମ । ରେଳବାଇରେ କାମ କରିବାର ଶରଣାଙ୍କ ର କୌଣସି ଯୋଜନା ନ ଥିଲା ।
କିନ୍ତୁ 1982 ମସିହାରେ ରେଳବାଇ ସହିତ ଯୋଡି ହେଲେ ଶରଣା । ଆନାଉନ୍ସର ପାଇଁ ସେତେବେଳେ ପିଲା ଖୋଜା ଚାଲି ଥିଲା । ଆଉ ଏହି ପଦ ପାଇଁ 100 ରୁ ଅଧିକ ପ୍ରାର୍ଥୀ ଆବେଦନ କରିଥିଲେ । ଏମାନଙ୍କ ମଧ୍ୟରୁ ଶରଣାଙ୍କ ସ୍ଵର ଆନାଉନ୍ସର ପାଇଁ ଫିଟ ଥିଲା । ଶେଷରେ ଶରଣାଙ୍କୁ ରେଳବାଇ ରେ ଚାକିରି ଦିଆ ଗଲା । ହେଲେ ଏହା ଏକ ଅସ୍ଥାୟୀ ଚାକିରି ଥିଲା । ମାତ୍ର 3 ମାସ ପାଇଁ ଏହି ଆନାଉନ୍ସର ପଦ ଥିଲା ।
କିନ୍ତୁ ସାରଳାଙ୍କ କଣ୍ଠ ସ୍ଵରକୁ ସମସ୍ତେ ପସନ୍ଦ କରିବା ପରେ ଏହାକୁ 1986 ମସିହାରେ ସ୍ଥାୟୀ କରି ଦିଆ ଯାଇଥିଲା । 2015 ମସିହାରେ ଘୋଷଣାକୁ ସଂପୂର୍ଣ୍ଣ କମ୍ପୁଟରରେ ଆଧାରିତ କରା ଯାଇଥିବା ବେଳେ ଆଜି ବି ଦେଶରେ ଥିବା ରେଳ ଷ୍ଟେସନରେ ପୂର୍ବରୁ ଥିବା ଶରଣାଙ୍କ ସ୍ଵର ରେକର୍ଡିଙ୍ଗ ଶୁଣି ବାକୁ ମିଳେ । ଏବେ ସେ ଆଉ ରେକର୍ଡିଙ୍ଗ କରୁ ନାହାନ୍ତି ।
କିନ୍ତୁ ତାଙ୍କ କଣ୍ଠ ସ୍ଵର ରେ ଯାତ୍ରୀ ଗଣ କୃପାୟା ଧ୍ୟାନ ଦେ ଆଜି ବି ଶୁଣିବାକୁ ମିଳିଥାଏ । ସେ ଶରଣା ଷ୍ଟେସନ ର ଏ ଇଲେକ୍ଟ୍ରି ଡିପାର୍ଟ ମେଣ୍ଟ ରେ କାମ କରୁଛନ୍ତି । ତାଙ୍କ ପରିବାର ଲୋକେ ଜେବ ତାଙ୍କର ସ୍ଵର ଶୁଣନ୍ତି ପ୍ଲାଟ ଫର୍ମ ରେ ସେତେବେଳେ ଗର୍ବିତ ଅନୁଭବ କରନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।