କୌଣସି ଝିଅ ସହ ସମ୍ବନ୍ଧ କରିବା ପରେ, ତାକୁ ମିଳିଯାଏ ଆପଣଙ୍କର ଏହି ଅଧିକାର

ଆଜି କାଲି ଦୁନିଆ ରେ ବହୁତ କିଛି ବଦଳି ଗଲାଣି, ଏମିତିକି ଲୋକ ଙ୍କ ଜୀବନଶୈଳୀ ବି ବଦଳିଗଲାଣି, ଏହା ସହିତ ଲୋକଙ୍କ ର ଖାଇବା ପିଇବା ପରି ମୁଖ୍ୟ ଜିନିଷ ରେ ମଧ୍ୟ ପରିବର୍ତ୍ତନ ହେଲାଣି, ଆଜିର ଯୁଗ କଥା କହିଲେ ଏ ପରିବର୍ତ୍ତନ ଆମକୁ ବହୁତ ଅସୁବିଧାରେ ପକେଇଛି । ଆଗରୁ କମ୍ ରୋଗ ହେଉଥିଲା ଓ ଖାଇବା ପିଇବା ସହ ରହିବା ଶୈଳୀ ବି ଭିନ୍ନ ଥିଲା, ହେଲେ ଏବେ ଏସବୁ ରେ ଆମକୁ ବେଶୀ ଅସୁବିଧା ହେଉଛି ।

ଆଗରୁ ଥିଲା ବିବାହ ପୂର୍ବରୁ କୌଣସ ଝିଅ କି ପୁଅ ଶାରୀରିକ ସମ୍ବନ୍ଧ ରଖିବା ଠିକ୍ ନୁହେଁ, ସେ ସମୟ ରେ ତାକୁ ଲୋକ ଅନୁଚିତ୍ ସମ୍ପର୍କ ବୋଲି କହୁଥିଲେ ।

ଆଜି କାଲି ଲୋକ ଙ୍କ ଚିନ୍ତାଧାରା ଏମିତି ବଦଳି ଗଲାଣି ଯେ ଗୋଟେ ପୁଅ ଯେକୌଣସି ଝିଅ ସହ ବି ସମ୍ପର୍କ ରଖିପାରିବ । କିନ୍ତୁ ଯଦି ଆପଣ କାହା ସହ ସମ୍ପର୍କ ରଖୁଛନ୍ତି ତ ଜାଣିବା ଦରକାର ଯେ ସେ ବ୍ୟକ୍ତି ର କେଉଁ କେଉଁ ଜିନିଷ ରେ ଆପଣ ଙ୍କ ଅଧିକାର ଅଛି । ଆଜି ଆପଣ ଙ୍କୁ ଏ ବିଷୟରେ ଜଣେଇବା କୁ ଯାଉଛୁ, ଯେଉଁ ଅଧିକାର କୁ କେହି ବି ନେବା ପାଇଁ ଅଟକେଇ ପାରିବେନି ।

ଏ ସବୁ ରେ ମହିଳା ମାନଙ୍କର କିଛି ବ୍ୟକ୍ତିଗତ ଅଧିକାର ଅଛି  ଯଦି ହିନ୍ଦୁ ଧର୍ମ କଥା କହିବା ତ ଯଦି କେଉଁ ଝିଅ କେଉଁ ପୁଅ ଶାରୀରିକ ସମ୍ବନ୍ଧ ରଖନ୍ତି ତ ଝିଅ ଟି ପୁଅ ର ଅଧା ସମ୍ପତ୍ତି ରେ ଭାଗୀଦାର ହେଇଯାଏ । ଯଦି କେଉଁ ଝିଅ ବଳାତ୍କାର ର ଶିକାର ହୋଇଥାଏ, ତାପାଖରେ ପଇସା ନଥାଏ, ତ ତାକୁ ବିନା ମୂଲ୍ୟ ରେ କାନୁନ୍ ର ସାହାଯ୍ୟ ପାଇବା ର ଅଧିକାର ରହିଛି । ଏଇ ମାମଲା ରେ ସବୁବେଳେ ଲିଗାଲ ସର୍ଭିସ ଅଥରିଟି କୁ ମହିଳା ଙ୍କ ପାଇଁ ଓକିଲ ର ବ୍ୟବସ୍ଥା କରିବାକୁ ହୋଇଥାଏ ।

ପୈତୃକ ସଂପତ୍ତି ରେ ମହିଳା ମାନେ, ପୁରୁଷ ଙ୍କ ବରାବର ହୋଇଥାନ୍ତି । ଏ ଅଧିକାର ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମ ଅନୁସାରେ ମିଳିଛି । ଏହାପରେ ଯଦି କେଉଁ ସ୍ଥାନ ରେ ମହିଳା ଙ୍କୁ ଯୌନ ଉତ୍ପିଡନ‌ ହୁଏ, ତ ଯୌନ ଉତ୍ପିଡନ‌ ଅଧିନିୟମ‌ ଅନୁସାରେ ଏହା ବିରୁଦ୍ଧରେ ଅଭିଯୋଗ କରିପାରିବେ ।

Leave a Reply

Your email address will not be published. Required fields are marked *