ଯେତେବେଳେ ଧନର ଅଭାବ ହୋଇଥାଏ ସେତେବେଳେ ଏହି ଜାଗା ଗୁଡିକ ଛାଡି ଚାଲିଯିବା ଉଚିତ

ଆଚାର୍ଯ୍ୟ ଚାଣକ୍ୟଙ୍କ ବିଷୟରେ ଆପଣମାନେ ସମସ୍ତେ ଜାଣିଥିବେ ସେ ବହୁତ ଭଲ ନୀତିବାନ, ବୁଦ୍ଧିବାନ ଏବଂ ସେ ବହୁତ ଭଲ ରାଜନୀତିଜ୍ଞ ମଧ୍ୟ ଥିଲେ, ସେ ନିଜ ବୁଦ୍ଧି ଏବଂ ନୀତି ଦ୍ଵାରା ନିଜ ନୀତି ଶାସ୍ତ୍ରରେ ମଣିଷ ଜୀବନ ବିଷୟରେ ବହୁତ ଏମିତି କଥା କହିଛନ୍ତି ଯାହା ମାନିଲେ ଏବଂ ଏହା ଅନୁଯାଇ କାମ କଲେ ମଣିଷକୁ ଜୀବନରେ କେବେ କଷ୍ଟ ବା ଦୁଃଖ ଦେଖିବାକୁ ପଡି ନଥାଏ, ଚାଣକ୍ୟ ନିଜ ନୀତି ରେ ବହୁତ କଥା କହିଛନ୍ତି, ତାଙ୍କ କଥା ଦ୍ଵାରା ଆଜୀବି ଲୋକଙ୍କ ପାଇଁ ମାର୍ଗ ଦର୍ଶନ କରାଉଛି । ତେବେ ଆସନ୍ତୁ ଜାଣିବା ସେହି କଟୁ ବଚନ ବିଷୟରେ ଯାହା ଚାଣକ୍ୟ ସ୍ତ୍ରୀ ମାନଙ୍କ ପାଇଁ କହିଥିଲେ ।

Image Courtesy: Google

ଆପଣ ମାନେ ସମସ୍ତେ ଆଚାର୍ଯ୍ୟ ଚାଣକ୍ୟଙ୍କୁ ବହୁତ ଭଲ ଭାବରେ ଜାଣିଥିବେ ଚାଣକ୍ୟ ନିଜ ନୀତିରେ କହିଥିଲେ ମଣିଷର ଏହି ୪ଟି ଭୋକ କେବେ ମେଣ୍ଟି ନଥାଏ ଓ ଏହା ମଧ୍ୟ କହିଥିଲେ ଯେ ମଣିଷ ଏହି ଭୋକ ଦ୍ଵାରା ବିନାଶ ପଥକୁ ଆଗେଇ ଯାଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏହି ୪ଟି ଭୋକ ବିଷୟରେ ବିସ୍ତାର ସହ କହିବୁ ଯାହା ଆପଣଙ୍କ ଜୀବନ ପାଇଁ ମଧ୍ୟ ଲାଭକାରୀ ହୋଇବ । ତେବେ ହିନ୍ଦୁ ଶାସ୍ତ୍ର ଏବଂ ସଂସ୍କାର ଅନୁଯାଇ ଘରେ ଝିଅ ଜନ୍ମ ହେଲେ ମାତା ଲକ୍ଷ୍ମୀଙ୍କ ପ୍ରତିବିମ୍ବ ବୋଲି କୁହାଯାଇଥାଏ ।

Image Courtesy: Google

ଯେଉଁ ମହିଳାଙ୍କ ଆଙ୍ଗୁଳି ଲମ୍ବା ହୋଇଥାଏ ସେହି ଭଳି ମହିଳା ବହୁତ ବୁଦ୍ଧିମାନ ଏବଂ ପାଠ ପଢାରେ ଭଲ ହୋଇଥାନ୍ତି, ଏହି ଭଳି ମହିଳା ଖର୍ଚ ବହୁତ ଭାବି ଚିନ୍ତି କରନ୍ତି ଯଦି ଆପଣ ତାଙ୍କୁ କିଛି ଟଙ୍କା ଦିଅନ୍ତି ତେବେ ସେ ଆପଣଙ୍କୁ ଏହାକୁ ଅଧିକ କରି ଫେରେଇ ଥାନ୍ତି । ତେବେ ଚାଣକ୍ୟ ନୀତି ଅନୁଯାଇ ଯେଉଁ ୪ଟି ଭୋକ କେବେ ମେଣ୍ଟି ନଥାଏ ତାହା ହେଲା ଧନ, ଜୀବନ, ବାସନା ଏବଂ ଭୋଜନ ତେବେ ଏହା ସଠିକ ଭାଗରେ ରେ ରହିଲେ ଉଚିତ କିନ୍ତୁ ଅତ୍ୟଧିକ ପାଇବା ଲୋଭ କଲେ ପାଇଥିବା ଜିନିଷ ମଧ୍ୟ ମଣିଷ ହରେଈ ଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Image Courtesy: Google

ଯେଉଁ ପ୍ରାଣି ଅନ୍ୟ ପ୍ରାଣି ମାନଙ୍କ ପ୍ରତି ଦୟା ଭାବନା ରଖିଥାଏ ସେହି ଲୋକକୁ ଆତ୍ମା ଶାନ୍ତି ପ୍ରାପ୍ତ କରିଥାଏ, ଯେଉଁ ସ୍ତ୍ରୀ ବା ମହିଳା ନିଜ ସ୍ଵାମୀ ଇଛା ଅନୁଯାଇ କାମ କରି ନଥାଏ ବା ନିଜ ସ୍ଵାମୀ ବିନା ଇଛାରେ ବ୍ରତ ଇତ୍ୟାଦି କରିଥାଏ ତାହା ଫଳ ତାକୁ କେବେ ବି ପ୍ରାପ୍ତ ହୋଇନଥାଏ ସେଥିପାଇଁ ସ୍ଵାମିନ ଭଲ ବା ମନ୍ଦ କହୁଅଛି ଏହା ର ବିଚାର କରି କୌଣସି କାମ କରିବା ଉଚିତ ।

Leave a Reply

Your email address will not be published. Required fields are marked *