ଚା ପତିରେ ଏହି ଜିନିଷ ମିଶାନ୍ତୁ ଏବଂ ଧୋଇ ନିଅନ୍ତୁ କେଶ ? ଏତେ ଲମ୍ବା ହୋଇଯିବ ଯେ ସମ୍ଭାଳି ପାରିବେନି

ବର୍ତମାନ ସମୟରେ ପ୍ରତେକ ମଣିଷ କେସ ଝଡିବା କେସ ଲମ୍ବ ନହେବ, ଧଳା କେସ, କେସ ଦୁଇମୁହା ହେବା ସମସ୍ୟାକୁ ନେଇ ଚିନ୍ତିତ । ଏହି ସମସ୍ୟାରୁ ଆରମ ପାଇବା ପାଇଁ ଦାମୀ ତେଲ, ସମ୍ପୋର ବ୍ୟବହାର କରିଥାନ୍ତି । ତଥାବି ସେମାନଙ୍କ କେସର ସମସ୍ୟାପୂର୍ବଭଳି ରହିଥାଏ । ଆଜି ମୁ ଏମିତି ଘରୋଇ ଉପଚାର ବିଷୟରେ କହିବି, ଯାହା ଆପଣଙ୍କ କେସର ସମସ୍ତ ସମସ୍ୟା ଦୂରକରିବ । ଏବଂ ଦିତୀୟ କଥା ହେଲା ସମସ୍ତ ଉପାଦାନ ନିଜ ଘରୁ ହିଁ ମିଳିବ । ପ୍ରଥମେ ଦୁଇରୁ ତିନି ଚାମଚ ଗୋଟେ ପାତ୍ରରେ ନିଅନ୍ତୁ, ତାପରେ ସେଥିରେ ୧କପ ଅରୁଆ ଛଉଳା ମିଶାନ୍ତୁ ।

Image Courtesy: Google

ଏହାକୁ ଭଲ ଭାବରେ ମିଶାଇ, ଗୋଟେ ପାତ୍ରରେ ଚାରି କପ ପାଣି ଗୋଟେ ପତ୍ରରେ ଗରମ କରନ୍ତୁ । ତାପରେ ଏହି ମିଶ୍ରଣକୁ ଗରମ ପାଣିରେ ପକାନ୍ତୁ, ଏହାକୁ ସେତେ ପର୍ଯ୍ୟନ୍ତ ଫୁତାନ୍ତୁ ଯେତେ ପର୍ଯ୍ୟନ୍ତ ଏହା ଫୁଟି ଗୋଟେ କପ ନ ହୋଇଛି । ଏହି ଉପଛରେ ଚାଉଳର ଉପଚାର ଏଥିଲାଗି କରାଯାଇଛି କି  କେସ ଝଡିବା ଓ କେସ ଲାମ୍ବା ହେବାରେ ସହାୟକ ହୋଇଥାଏ । ସାଧାରଣତଃ ଚାଉଳରେ ପିଟେରା ନାମକ କମ୍ପାଉଣ୍ଡ ଥାଏ, ଯାହା ଆମର ରକ୍ତ ଚଞ୍ଚାଳନରେ ସହାୟକ ହୋଇଥାଏ । ଏହି ଉପଚାର ଦ୍ଵାରା ଆପଣଙ୍କ କେସ ଝଡିବା ବନ୍ଦ ହୋଇଯାଏ, ଏବଂ ଧଳା କେସର ସମସ୍ୟା ମଧ୍ୟ ରହିବା ନାହିଁ ।

Image Courtesy: Google

ଏବେ ଏହାକୁ ଛାଣି ଦିଅନ୍ତୁ, ଆପଣ ଏହି ଉପଚାରକୁ ସପ୍ତାହରେ ଦୁଇଥର ପ୍ରୟୋଗ କରନ୍ତୁ । ଏହା ଛଡା ଆପଣ ଦୁଇମୁହାଁ କେଶକୁ ନେଇ ଚିନ୍ତିତ ଏହାର ପ୍ରୟୋଗ ଦ୍ଵାରା ସେହି ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏହାର ପ୍ରୟୋଗ ଦ୍ଵାରା କେସ ଲାମ୍ବା, ଘାନ,ଚମକଦାର ଯଦି ଆପଣଙ୍କର କେସ ଜନିତ ସମସ୍ୟା ଠିକ ହୋଇଯାଏ ଥାପି ଆପଣ ଏହାର ବ୍ୟବହାର କରିଚାଲନ୍ତୁ । ଚାରେ କ୍ୟାଫିନ ମିଳିଥାଏ ଯାହା କେଶକୁ ଇନଫେକସନ ରୁ ରକ୍ଷା କରିଥାଏ, ଏବଂ କେସର ମୂଳକୁ ଯାଇ କେସ ଝଡିବା ସମସ୍ୟାକୁ ଦୂର କରିଥାଏ ।

Image Courtesy: Google

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ । ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *