ଝାଡୁର ଏହି ସଠିକ ପ୍ରୟୋଗ ଦ୍ଵାରା ମାତା ଲକ୍ଷ୍ମୀ ହୋଇଥାନ୍ତି ପ୍ରସନ୍ନ

ମାତା ଲକ୍ଷ୍ମୀ ଧନ ଦେବୀ ଅଟନ୍ତି ତାହା ଆମେ ସମସ୍ତେ ଜାଣିଆଛୁ କିନ୍ତୁ କଣ ଆପଣ ମାନେ ଏହା ଜାଣିଛନ୍ତି ଯେ ମାତା ଲକ୍ଷ୍ମୀ ଘର ସଫା ନରହିଲେ ଘରେ ପ୍ରବେଶ କରନ୍ତି ନାହିଁ, ଆଜି ଆମେ ଆପଣଙ୍କୁ ଝାଡୁ ରଖିବାର ସଠିକ ଜାଗା କହିବୁ ଓ ଘର ସଫା କରିବା ସଠିକ ସମୟ ମଧ୍ୟ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କୁ ସାହାଜ୍ଯ ପ୍ରାପ୍ତ ହବ । ଆଜି ଆମେ ଆପଣଙ୍କୁ ଝାଡୁ ବିଷୟରେ କିଛି ମହତ୍ଵପୂର୍ଣ କଥା କହିବାକୁ ଯାଉଛୁ ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଝାଡୁ କେବେ କିଣିବା ଉଚିତ, କେବେ ଛାଡୁ ଲଗେଇବା ଉଚିତ ଏବଂ ଝାଡୁ କେଉଁ ଜାଗାରେ ରଖିବା ଉଚିତ ।

Image Courtesy: Google

ତେବେ ସକାଳେ ସୂର୍ଯ୍ୟ ଉଦୟ ହବା ଆଗରୁ ଝାଡୁ ଲଗେଇବା ଉତ୍ତମ ହୋଇଥାଏ ଓ ସୂର୍ଯ୍ୟ ଅସ୍ତ ହବା ୧୦ ମିନିଟ ପୂର୍ବରୁ ଝାଡୁ ଲଗେଇବା ଉଚିତ ଏହା ଆପଣଙ୍କ ଘରେ ଧନ ବୃଦ୍ଧି ହୋଇଥାଏ । ମାତା ଲକ୍ଷ୍ମୀ ସେହି ଲୋକ ଉପରେ ପ୍ରଶନ ହୋଇଥାନ୍ତି ଯିଏ ସଠିକ ସମୟରେ ଝାଡୁ ଲଗେଇ ଥାନ୍ତି ଓ ଶାସ୍ତ୍ର ଅନୁଯାଇ ଝାଡୁ ଲୁଚେଇ ରଖିବା ଦରକାର । ଝାଡୁ କେବେ ସାମ୍ନାରେ ରଖନ୍ତୁ ନାହିଁ କବାଟ ବା କୌଣସି ଜିନିଷ ପଛରେ ରଖନ୍ତୁ ଏହା ଆପଣଙ୍କ ପାଇଁ ଉଚିତ ଅଟେ ।

Image Courtesy: Google

କାରଣ ଆସନ୍ତା ମାସର ଆରମ୍ଭରୁ ଶନୀ ଦେବଙ୍କ କୃପା ଦୃଷ୍ଠି ଲାଗି ରହିବ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ । ଜଦି ଆପଣହ୍କର ରାଶି ଏହି ରାଶି ମାନଙ୍କ ମଧ୍ୟରୁ କୌଣସିଟି, ତେବେ ଆକ୍ଟୋବର ମାସରୁ ଉଦୟ ହେବାକୁ ଜାଉଛି ଆପଣଙ୍କର ଜୀବନ । ପୋଷ୍ଟକୁ ସେୟାର କରି ସବୁ ଲୋକଙ୍କ ପାକେ ପହଞ୍ଚାଇବାରେ ସାହାଯ୍ୟ କରନ୍ତୁ । ଜୟ ହିନ୍ଦ, ଜୟ ଭାରତ, ଏମିତିକା କାମିକା କଥା ଜାଣିବା ପାଇଁ ଏବେ ହିଁ ତଳେ ଲାଇକ କରନ୍ତୁ। ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ, ଜୀବନ ରେ ଲୋକଙ୍କ ସାହାଜ୍ଯ ପ୍ରାପ୍ତ ହଉଥିବ, ଆପଣଙ୍କୁ ଶହର ବାହାରୁକୁ ଯିବାକୁ ପଡି ପାରେ ।

Image Courtesy: Google

ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତ ରହିବା ଉଚିତ, ନଚେତ ଦିନ ବହୁତ ଲୋକଙ୍କ ପାଇଁ ଚିନ୍ତାମୟ ରହିବ, ପୁରୁଣା ହାନି ପୂର୍ଣ ହବାକୁ ଲାଗିବ କିନ୍ତୁ ଏହା ପାଇଁ ଆପଣଙ୍କୁ ପ୍ରୟାସ କରିବା ଉଚିତ ଅଟେ, କଥା ବାରତା ଉପରେ ଆପଣଙ୍କୁ ନିୟନ୍ତ୍ରଣ କରିବା ଉଚିତ ଅଟେ । ଧନ ଅଟକିବା ପାଇଁ ଆପଣଙ୍କୁ ବହୁତ ପ୍ରକାର ସମସ୍ୟା ସାମ୍ନା କରିବାକୁ ପଡି ପାରେ, ଏହି ସମୟ ପ୍ରେମ ସମ୍ବନ୍ଧ ପାଇଁ ବହୁତ ଭଲ ଅଟେ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *