ନାନା ପାଟେକର ସ୍ତ୍ରୀ ଆଜିବି ଦେଖିବା ପାଇଁ ବହୁତ ସୁନ୍ଦରୀ ଅଟନ୍ତି, ଆପଣ କେବେ ଦେଖିଛନ୍ତି ?

ନାନା ପାଟେକର ବିଷୟରେ ବହୁତ କମ ଲୋକ ଜାଣିଛନ୍ତି କାହିଁକିନା ଲୋକଙ୍କ କହିବା ଅନୁଯାଇ ନାନା ପାଟେକର ବହୁତ ରାଗି ଓ ବହୁତ କମ ଲୋକଙ୍କ ସହ ସେ ମିଶିବା ପସନ୍ଦ କରନ୍ତି, ତେବେ ନାନା ପାଟେକର ବିଷୟରେ ଆଜି ଆମେ ଆପଣଙ୍କୁ କିଛି ବିଶେଷ କଥା କହିବାକୁ ଯାଉଛୁ, ନାନା ପାଟେକର ଘର ପରିବାର ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତେବେ ନାନା ପାଟେକର ମୁମୁବାଇ ରେ ଜାନୁଆରୀ ୧୯୫୧ରେ ତାଙ୍କ ଜନ୍ମ ମହାରାଷ୍ଟ୍ର ର ମଦୁରାଇ ଜିଲା ମୁରୁଦ ଜଞ୍ଜିରା ରେ ହୋଇଥିଲା ।

Image Courtesy: Google

ନାନା ପାଟେକର ୧୯୭୮ରେ ଆସିଥିବା ଚଳଚିତ୍ର ଗମନ ଦ୍ଵାରା ନିଜ ଅଭିନୟ ଦୁନିଆ ଆରମ୍ଭ କରିଥିଲେ । ନାନା ପାଟେକର ବିଷୟରେ ବହୁତ ଲୋକ ଜାଣିଛନ୍ତି କିନ୍ତୁ ତାଙ୍କ ପରିବାର ଓ ବିବାହିତ ଜୀବନ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ତେବେ ଆଜି ଆମେ ଆପଣଙ୍କୁ ତାଙ୍କ ବିବାହିତ ଜୀବନ ବିଷୟରେ କିଛି କଥା କହିବାକୁ ଯାଉଛୁ ଯାହା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ନାନା ପାଟେକର ଆଗରୁ ଏହା ଭାବୁଥିଲେ ଯେ ମୋର ବିବାହ କରିବାର ନାହିଁ ତେବେ ଚଳଚିତ୍ର ଦୁନିଆରେ ଆସିଲା ପରେ ଯଦି କିଏ ବିବାହ ପାଇଁ ଇଛା ପ୍ରକଟ କଲା ତେବେ ଦେଖିବା ।

Image Courtesy: Google

ଏହା ପରେ ତାଙ୍କ ଦେଖା ଗୋଟେ ବ୍ଯାଙ୍କ କର୍ମଚାରୀ ସହ ହେଲା ଯାହା ମାସିକ ସେଲେରୀ ୨୩୦୦ ଥିଲା ଓ ନାନା ଗୋଟେ ଶୋ ପାଇଁ ୫୦ ଟଙ୍କା ନାଉଥିଲେ ତେବେ ତାଙ୍କୁ ମାସ ରେ ୭୦୦ ଟଙ୍କା ମିଳିଯାଉଥିଲା ଯାହା ମିଶେ ୩୦୦୦ ହେଉଥିଲା ଯାହା ତାଙ୍କ ପାଇଁ ବହୁତ ଥିଲା । ତେବେ ଦୁହିଙ୍କ ଦେଖା ଥିଏଟରରେ ହୋଇଥିଲା ଯାହା ପରେ ଦୁହେଁ ଦୁହିଙ୍କୁ ପସନ୍ଦ କରି ବିବାହ କରିଥିଲେ । ନାନା ପାଟେକର କହିବା ଅନୁଯାଇ ୧୯୭୦ରେ ରାଶାନ କେବଳ ୨୦୦ ଟଙ୍କାରେ ଆସି ଯାଉଥିଲା ଓ ତାଙ୍କ ପାଖରେ ବଞ୍ଚେଇବା ପାଇଁ ଟଙ୍କା ପର୍ଯାପ୍ତ ରହୁଥିଲା ।

Image Courtesy: Google

ନାନା ପାଟେକର କହିବା ଅନୁଯାଇ ତାଙ୍କ ବିବାହ ରେ ସେ କେବଳ ୭୫୦ ଟଙ୍କା ଖରଚ କରିଥିଲେ ଓ ବିବାହ ବହୁତ ଭଲରେ ହୋଇଯାଇଥିଲା । ନାନା ପାଟେକର କହିବା ଅନୁଯାଇ ତାଙ୍କ ସ୍ତ୍ରୀ ନିଲୁ କେବଳ ଗୋଟେ ଫିଲ୍ମ ରେ ଅଭିନୟ କରିଥିଲେ ଯାହା ନାମ ଆତ୍ମବିଶ୍ଵାସ ଥିଲା । ଏହି ଫିଲ୍ମ ପାଇଁ ନିଲୁଙ୍କୁ ବେସ୍ଟ ହିରୋଇନ ଆୱାର୍ଡ ମଧ୍ୟ ଦିଆ ଯାଇଥିଲା ଏହି ଫିଲ୍ନ ପରେ ନିଲୁ କୌଣସି ଫିଲ୍ମ ରେ କାମ କରିନଥିଲେ ।

Image Courtesy: Google

ବୟସ ବଢିବା ସହ ନିଳୁଙ୍କ ଓଜନ ମଧ୍ୟ ବଢିବାକୁ ଲାଗିଲା, ବର୍ତମାନ ଦୁହେଁ ଅଲଗା ହୋଇଯାଛନ୍ତି କିନ୍ତୁ ଛାଡପତ୍ର ନେଇ ନାହାନ୍ତି, ନାନା ପାଟେକର କହିବା ଅନୁଯାଇ ଆଜିବି ଦୁହେଁ ଦୁହିଙ୍କ ଖବର ବୁଝନ୍ତି । ନାନା ପାଟେକରଙ୍କ ଗୋଟେ ପୁଅ ଅଛି ଯାହା ନାମ ମଲ୍ହାର ଅଟେ, ନାନା ପାଟେକର କହିବା ଅନୁଯାଇ ତାଙ୍କ ବଡ ପୁଅ ଜନ୍ମ ହାବା କିଛି ବର୍ଷ ପରେ ମୃତ୍ୟୁ ବରଣ କରିଥିଲା ଯାହା ପରେ ସେ ବହୁତ ଭାଙ୍ଗି ଯାଇଥିଲେ କିନ୍ତୁ ମଲ୍ହାର ଜନ୍ମ ହେଲା ପରେ ସେ ଆଉଥରେ ବଞ୍ଚି ଉଠିଲେ ।ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *