ଆଗ କାଳ ରେ ଲୋକ ନିଜ ବୁଦ୍ଧି ପରୀକ୍ଷା ପାଇଁ ପ୍ରହେଳିକା ବୁଝାଉଥିଲେ ତାଙ୍କ ଅନୁଯାଇ ପ୍ରହେଳିକା ଯିଏ ଯେତେ ଶୀଘ୍ର ସମାଧାନ କରି ପାଇଲା ସେ ସେତିକି ବୁଦ୍ଧିମାନ ହୋଇ ଥାଏ, ଲୋକ ପ୍ରହେଳିକା ନିଜ ବୁଦ୍ଧି ବିକାଶ ପାଇଁ ମଧ୍ୟ ଖେଳନ୍ତି । କିନ୍ତୁ ପ୍ରହେଳିକା ରେ ମଧ୍ୟ କେତେକ ଏମିତି ପ୍ରଶ୍ନ ଅଛି ଯାହା ପରେ ବହୁତ ଲୋକଙ୍କ ବୁଦ୍ଧି ଫେଲ ହୋଇ ଥାଏ, ବହୁତ ଏମିତି ଲୋକ ମଧ୍ୟ ଅଛନ୍ତି ଯିଏ ଯାହା କଲେ ମଧ୍ୟ ଉତ୍ତର ଖୋଜି ଦିଅନ୍ତି । ବହୁତ ଲୋକ ଏହାକୁ ଖେଳ ପରି ଖେଳନ୍ତି ଯାହା ଦ୍ଵାରା ବୁଦ୍ଧି ମଧ୍ୟ ବଢିବ ଏବଂ ଖେଳ ମଧ୍ୟ ହୋଇବଆଜିର ଏହି ଲେଖାରେ ଆମେ ଆପଣଙ୍କୁ ସ୍ଵାଗତ କରୁଛୁ, ଆଜି ରହିଛି ଆପଣ ମାନଙ୍କ ପାଇଁ କେତେଗୁଡିଏ ଚତୁର ପ୍ରଶ୍ନ । ଆଶା କରୁଛୁ ଏହି ଚତୁର କଥା ଆପଣ ମାନଙ୍କୁ ଭଲ ଲାଗିବ । ଆସନ୍ତୁ ଆରମ୍ଭ କରିବା ପ୍ରଥମ ପ୍ରଶ୍ନ ।
କାହାକୁ ଚଲେଇଲେ ଚାଲେ ଓ ସେ ଆଗକୁ ଯାଇପାରେନି କିନ୍ତୁ ସେ ଆଗକୁ ଯାଇ ପାରେନି ?
ଉତ୍ତର ହେଲା :- ପଙ୍ଖା
କେଉଁ ପଥରରୁ ପାଣି ବାହାରେ ?
ଉତ୍ତର ହେଲା :- କୁଆପଥର
ପୋଡେ କିନ୍ତୁ ସେ ନିଆଁ ନୁହେଁ । ସେ କିଏ ?
ଉତ୍ତର ହେଲା :- ଲଙ୍କା
ସେଟା କଣ, ଯାହା ଛୋଟ ପିଲାମାନେ ପ୍ରତିଦିନ ଖାନ୍ତି କିନ୍ତୁ ଖାଇବାକୁ ପସନ୍ଦ କରନ୍ତି ନହିଁ ?
ଉତ୍ତର ହେଲା :- ମାଡ଼
ଉତ୍ତାପ ନ ପାଇଲେବି ସେ ଗରମ ହୁଏ । ସେ କିଏ ?
ଉତ୍ତର ହେଲା :- ମୁଣ୍ଡ
ମୃତ୍ୟୁ ପରେ ଯିଏ ଠିଆ ହୋଇପାରେ, ସେ କିଏ ?
ଉତ୍ତର ହେଲା :- ଗଛ
ଯେତେ ଦାନ କଲେ ସେତେ ବଢେ ସେଇଟା କଣ ?
ଉତ୍ତର ହେଲା :- ବିଦ୍ୟା
କାହାକୁ ଟାଣିଲେ ଛୋଟ ହୁଏ ?
ଉତ୍ତର ହେଲେ :- ବିଡି/ ସିଗାରେଟ
କିଏ ଖାଇଲେ ମରିଯାଏ ?
ଉତ୍ତର ହେଲା :- ଭୋକ
ଜଣେ ବ୍ୟକ୍ତି ତାର ପ୍ରତେକ ଜନ୍ମ ଦିନରେ ଏକ ଟଙ୍କା ସଞ୍ଚୟ କରେ । ତାକୁ ଯେତେବେଳେ ଷାଠିଏ ବର୍ଷ ହେଲା, ସେ ଦେଖିଲା ତାର ପନ୍ଦର ଟଙ୍କା ସଞ୍ଚୟ ହୋଇଛି … କେମିତି ?
ଉତ୍ତର ହେଲା :- ତାର ଜନ୍ମଦିନ ୨୯ ଫେବୃଆରୀ ଥିଲା । ଯାହା ଚାରି ବର୍ଷରେ ଥରେ ପଡିଥିଲା ।
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ