କେବଳ ଚାଉଳ ପାଣି ଦ୍ଵାରା ୩୦ ଦିନ ଭିତରେ ଆପଣଙ୍କ ଚୁଟି ସୁନ୍ଦର ଓ ଗହବା ହବ

ଚାଉଳ ଆମ ଭାରତ ଚାଇନା ଓ ଜାପାନ ଭଳି ଦେଶରେ ଅଧିକ ବ୍ୟବହାର କରା ଯାଇଥାଏ ଏହି ଦେଶ ଓ ଆମ ଭାରତରେ ଲୋକ ଚାଉଳ ଭାତ କରି ଖାଇବା ପସନ୍ଦ କରନ୍ତି ତେବେ ଭାତ ଆମ ଓଡିଆ ମାନଙ୍କୁ ବହୁତ ପସନ୍ଦ ମଧ୍ୟ ହୋଇଥାଏ ଯାହା ରୋଷେଇ ହେଲେ ମଧ୍ୟ ଭାତ ନିଶ୍ଚିନ୍ତ ରୋଷେଇ ହୋଇଥାଏ ତେବେ ଏହି ଚାଉଳ ପାଣି ଦ୍ଵାରା ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଉପାୟ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ବହୁତ ଲାଭକାରୀ ଅଟେ ଓ ଏହା ଦ୍ଵାରା ଆପଣଙ୍କ ଚୁଟି ବହୁତ ଲମ୍ବା, କଳା ଓ ଗହବା ହୋଇଥାଏ ।

Image Courtesy: Google

ଚାଉଳ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ ତେବେ ଚାଉଳ ଆମ ଚୁଟି ପାଇଁ ମଧ୍ୟ ବହୁତ ଲାଭକାରୀ ହୋଇଥାଏ ଚୁଟିରେ ଭିଟାମିନ୍ସ, କାର୍ବୋହାଇଡ୍ରେଟ ଓ ଏମୀନୋ ଏସିଡ ଭଳି କେତେକ ପୋଶତିକ ତତ୍ଵ ହୋଇଥାଏ ଯାହା ଚୁଟି ଋଜେନେରେଟ କରିବାରେ ସାହାଜ୍ଯ କରିଥାଏ । ପ୍ରଥମେ ଆପଣ ଯେଉଁ ଚାଉଳ ଭାତ ପାଇଁ ବ୍ୟବହାର କରୁଛନ୍ତି ଏହାକୁ ଆପଣ ଦୁଇ କପ ଚାଉଳ ନିଅନ୍ତୁ ଓ ଏହାକୁ ଧୋଇ ନିଅନ୍ତୁ ଏହା ପରେ ଆପଣ ଏହାକୁ ପାଣିରେ ପକେଇ ରଖନ୍ତୁ ସଫା ପାଣିରେ ଏହା ମନେ ରଖିବେ ଏହା ପରେ ଆପଣ ଏହାକୁ ଛାଡି ଦିଅନ୍ତୁ ଏହା ପରେ ଆପଣଙ୍କୁ ଗୋଟେ ପିଆଜ ଦରକାର ଅଟେ,

Image Courtesy: Google

ଗୋଟେ ପିଆଜ ଚୂନ ଚୂନ କରି କାଟି ନିଅନ୍ତୁ ଓ ଚାଉଳ ରେ ପକେଇ ଦିଅନ୍ତୁ ଏହି କାମ ଆପଣ ରାତିରେ କରନ୍ତୁ ଓ ରାତି ସାରା ଛାଡି ଦିଅନ୍ତୁ ଏହା କଲେ ଆପଣଙ୍କୁ କିଛି ଭଲ ଲାଭକାରୀ ଗୁଣ ପ୍ରାପ୍ତ ହୋଇଥାଏ । ଏହା ପରେ ସକାଳେ ଉଠି ଏହାକୁ ଦେଖନ୍ତୁ ଚାଉଳ ପାଣି ଯଦି ଖାତା ଲାଗୁଛି ତେବେ ବୁଝି ଯାନ୍ତୁ ଏହା ବହୁତ ଭଲ କାମ କରିବ ଓ ଆପଣଙ୍କୁ ଲାଭ ପ୍ରାପ୍ତ ହବ ଏହା ପରେ ଆପଣ ଚାଉଳ ଓ ପିଆଜ ଭଲ ଭାବରେ ଚିପୁଡି ଦିଅନ୍ତୁ ଓ ଛାଣି ନିଅନ୍ତୁ ଏହା ପରେ ଆପଣ ଏହି ପାଣି ଦ୍ଵାରା ମୁଣ୍ଡ ଧୋଇ ଦିଅନ୍ତୁ, ବା ସ୍ପ୍ରେ ବୋଟଲରେ ପକାଇ ନିଜ ମୁଣ୍ଡ ରେ ଭଲ ଭାବରେ ଲଗାନ୍ତୁ ।

Image Courtesy: Google

ତେବେ ଏହି ମିଶ୍ରଣ ଲଗେଇବା ପରେ ଆପଣ ଏହାକୁ ୩୦ରୁ ୪୦ ମିନିଟ ପାଇଁ ଛାଡି ଦିଅନ୍ତୁ ଏହା ପରେ ଆପଣ ଚୁଟି ନରମଲ ପାଣି ବା ସାମାନ୍ଯ ଶ୍ୟାମପୁ ଦ୍ଵାରା ଧୋଇଦିଅନ୍ତୁ । ଏହି ଉପାୟ ଆପଣ ନିଜେ ଅନୁଭବ କରିବେ ଯେ କେତେ ଲାଭକାରୀ ଅଟେ, ତେବେ ଆପଣ ଏହି ପାଣିକୁ ଠାରେ ତିଆରି କଲେ ପୁରା ସପ୍ତାହ ବ୍ୟବହାର କରିପାରିବେ ଆପାନ ଏହି ମିଶ୍ରଣ ବୋତଲରେ ରାଖୀ ଫ୍ରିଜରେ ରଖି ଦିଅନ୍ତୁ ଓ ବ୍ୟବହାର ସମୟରେ ବାହାର କରି ନରମଲ କରି ମୁଣ୍ଡରେ ଲଗାନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *