ପୂଜା କରିବା ସମୟରେ କଣ ଏହି ୮ଟି ଭୁଲ କରୁଛନ୍ତି କି ?

ବହୁତ ଲୋକ ଜୀବନରେ ଧାର୍ମିକ କାର୍ଯ୍ୟ କରିଥାନ୍ତି ତେବେ ମଣିଷ ଧାର୍ମିକ କାର୍ଯ୍ୟ ଓ ପୂଜା ପାଠ କେବଳ ଶାନ୍ତି, ସମୃଦ୍ଧି ଏବଂ ସୁଖ ପାଇବା ପାଇଁ କରିଥାନ୍ତି, ତେବେ ବହୁତ ଏମିତି ଲୋକ ମଧ୍ୟ ହୋଇଥାନ୍ତି ଯିଏ ବହୁତ କମ ଧାର୍ମିକ କାର୍ଯ୍ୟ କରନ୍ତି ଓ ଦୁଃଖ ଦୂର କରି ପାରନ୍ତି କିନ୍ତୁ ବହୁତ ଏମିତି ଲୋକ ମଧ୍ୟ ହୋଇଥାନ୍ତି ଯିଏ ବହୁତ ଧାର୍ମିକ କାର୍ଯ୍ୟ ଓ ପୂଜା ପାଠ କଲା ପରେ ମଧ୍ୟ ସୁଖ ବା ଶାନ୍ତି ପ୍ରାପ୍ତ କରନ୍ତି ନାହିଁ ଓ ତାଙ୍କୁ ନିଜ ପୂଜା ଦ୍ଵାରା ସନ୍ତୁଷ୍ଟି ପ୍ରାପ୍ତ ହୋଇନଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ୮ଟି ଭୁଲ ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ପୂଜା କଲା ବେଳେ କରିଥାଉ ଯାହା ଫଳ ସ୍ୱରୂପ ଆପଣଙ୍କୁ ଶାନ୍ତି ମିଳିନଥାଏ ।

Image Courtesy: Google

ତେବେ ଆସନ୍ତୁ ଜାଣିବା ଏହି ଭୁଲ ଗୁଡିକ ବିଷୟରେ ଯାହା ଆମେ ପୂଜା କଲା ବେଳେ କରିଥାଉ ।

୧. ଭଗବାନ ଶିବ, ଭୈରବ ଓ ଗଣେଶଙ୍କୁ ତୁଳସୀ ପତ୍ର ଅର୍ପଣ କରିବା ଭଲ ନୁହ ।

୨. ଅଗାଧୁଆ କେବେ ବି ତୁଲସୀ ପତ୍ର ତୋଳନ୍ତୁ ନାହିଁ ଶାସ୍ତ୍ର ଅନୁଯାଇ ଯଦି ଆପଣ ଅଗାଧୁଆ ତୁଳସୀ ପତ୍ର ଆନୁଛନ୍ତି ତେବେ ଏହା ଭଗବାନ ସ୍ଵୀକାର କରନ୍ତି ନାହିଁ ।

Image Courtesy: Google

୩. ସକାଳେ ଓ ସନ୍ଧ୍ୟାରେ ପୂଜା କଲା ବେଳେ ଦୁଇଟି ଦୀପ ନିଶ୍ଚିନ୍ତ ଜଳାନ୍ତୁ ଗୋଟେ ଘିଅ ର ଓ ଗୋଟେ ତେଲ ର ଏହା ଆବଶ୍ୟକ ଅଟେ ।

୪. ସୂର୍ଯ୍ୟ ଦେବଙ୍କୁ ଶଙ୍ଖରେ ଜଳ ଅର୍ପଣ କରିବା ଭଲ ନୁହ ଯେବେ ବି ଜଳ ଅର୍ପଣ କରନ୍ତୁ ଅଲଗା ପାତ୍ରରେ ଅର୍ପଣ କରନ୍ତୁ ।

୫. ଦୁବ ଘାସ ଆପାନ ମାନେ ସମସ୍ତେ ଦେଖିଥିବେ ଏହା ସବୁ ପ୍ରକାର ପୂଜା ରେ ବ୍ୟବହାର ହୋଇଥାଏ, ତେବେ ଶାସ୍ତ୍ର ଅନୁଯାଇ ରବିବାର ଦିନ ଦୁବ ଘାସ ତୋଳିବା ଉଚିତ ନୁହ ।

Image Courtesy: Google

୬. ବାର ଗଛରେ ବହୁତ ଲୋକ ପ୍ରତିଦିନ ଜଳ ଅର୍ପଣ କରିଥାନ୍ତି ତେବେ ବୁଧବାର ଓ ରବିବାର ଦିନ ବାର ଗଛ ମୂଳରେ ଜଳ ଅର୍ପଣ କରିବା ଉଚିତ ନୁହ ।

୭. ଯଦି ଆପଣ କୌଣସି ପୂଜା ମନୋକାମନା ପୂର୍ଣ ହବା ପାଇଁ କରୁଛନ୍ତି ତେବେ ଦକ୍ଷିଣା ନିଶ୍ଚିନ୍ତ ସନ୍ତୁଷ୍ଟ କରି ଦିଅନ୍ତୁ ।

୮. ଭଗବାନ ଶିବ, ବିଷ୍ଣୁ, ସୂର୍ଯ୍ୟଦେବ, ଗଣେଶ ଭଗବାନ ଓ ମାତା ଦୂର୍ଗାଙ୍କୁ କୌଣସି ପ୍ରକାର ପୂଜା ବା ପ୍ରତିଦିନ ପୂଜା ରେ ନିଶ୍ଚିନ୍ତ ପୂଜା କରନ୍ତୁ ଓ ଧ୍ୟାନ ରଖନ୍ତୁ ତେବେ ଆପଣଙ୍କ ସବୁ କାର୍ଯ୍ୟ ପୂର୍ଣ ହବ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *