ନିଜ ଭବିଷ୍ୟତ ଜାଣିବା ପାଇଁ ପସନ୍ଦ କରନ୍ତୁ ନିଜ ନାମର ପ୍ରଥମ ଅକ୍ଷର

ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ମଣିଷ ନାମ ତା ଜୀବନରେ ବହୁତ ମହତ୍ଵପୂର୍ଣ ହୋଇଥାଏ କୌଣସି ଲୋକ ସ୍ଵଭାବ ଜାଣିବା ପାଇଁ ତାଙ୍କ ନାମ ଜାଣିବା ପର୍ଯ୍ୟାପ୍ତ ହୋଇଥାଏ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଅନୁଯାଇ ଗୋଟେ ମଣିଷ କିପରି ଓ ଅନ୍ୟ ଲୋକଙ୍କ ପ୍ରତି ତାଙ୍କ ସ୍ଵଭାବ କେମିତି ତାହା ଆପଣ ଜାଣି ପାରିବେ, ସବୁ ଲେଟର ନିଜର ଗୋଟେ ମହତ୍ଵ ହୋଇଥାଏ ତେବେ ଆଜି ଆମେ ଆପଣଙ୍କୁ କିଛି ଲେଟର ନାମ ବିଷୟରେ କହିବାକୁ ଯାଉଛୁ ଯେ ତାଙ୍କ ସ୍ଵଭାବ କିପରି ହୋଇଥାଏ ।

Image Courtesy: Google

ଏ, ଏମ, ଟି :

ଏହି ନାମ ଲୋକ ମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି, ଏହି ନାମ ଲୋକ ମାନେ ନମିଳିଥିବା ଜିନିଷ ପାଇଁ କେବେ କାନ୍ଦନ୍ତି ନାହିଁ ସେ ନିଜ ଜୀବନରେ ଦୁଃଖ ଜିନିଷ ଛାଡି ଆଗକୁ ବଢି ଥାନ୍ତି, ଏହି ନାମ ବ୍ୟକ୍ତି ବହୁତ ସ୍ବାଭିମାନୀ ହୋଇଥାନ୍ତି, ଏହି ନାମ ବ୍ୟଥୀ କେବେ କାହାକୁ କଷ୍ଟ ଦେଇ ନଥାନ୍ତି, ଏହି ନାମ ଲୋକ ନିଜ ଜୀବନ ବିନଦାସ ହୋଇ କାଟିଥାନ୍ତି କିନ୍ତୁ କାହାର ଇଣ୍ଟରଫେୟର ଏହି ଲୋକଙ୍କୁ ଜମା ବି ପସନ୍ଦ ଆସିନଥାଏ ।

Image Courtesy: Google

ଏଫ, ପି, ୟୁ, ଭି :

ଏହି ନାମ ବ୍ୟକ୍ତି ବହୁତ ଏର୍ନଯେଟିକ ହୋଇଥାନ୍ତି, ଏହି ନାମ ବ୍ୟକ୍ତି ବହୁତ ପରିଶ୍ରମୀ ହୋଇଥାନ୍ତି ଓ ନିଜ କେରିଅର ବିଷୟରେ ବହୁତ ଗମ୍ଭୀର ହୋଇ ଚିନ୍ତା କରିଥାନ୍ତି । ଏହି ନାମ ବ୍ୟକ୍ତିଙ୍କୁ ନୂଆ ଜିନିଷ ବ୍ୟବହାର କରିବା ଓ ଶିଖିବା ବହୁତ ପସନ୍ଦ ହୋଇଥାଏ ଏହା ଛଡା ଏହି ନାମ ବ୍ୟକ୍ତିକୁ ବୁଲା ବୁଲି କରିବା ମଧ୍ୟ ବହୁତ ପସନ୍ଦ ହୋଇଥାଏ ।

ବି, ଆର, ଏସ, ଏକ୍ସ :

ଏହି ନାମ ବ୍ୟକ୍ତି ବହୁତ ଚାର୍ମିଙ୍ଗ ବା ଆକର୍ଷିତ ହୋଇଥାନ୍ତି, ଏହି ନାମ ବ୍ୟକ୍ତି ଶୀଘ୍ର ସାଙ୍ଗ ହୁଅନ୍ତି ନାହିଁ ବା କାହା ସହ ଶୀଘ୍ର ମିଶି ନଥାନ୍ତି କିନ୍ତୁ ଥରେ ଯାହା ସହ ମିଶି ଥାନ୍ତି ତାଙ୍କ ସହ ଜୀବନ ସାରା ଧୋକା ବା ବିଶ୍ଵାସ ଘାତ ଭଳି କାମ କରିନଥାନ୍ତି । ଏହି ନାମ ବ୍ୟକ୍ତି ମନରେ ବହୁତ ରହସ୍ୟ ଲୁଚେଇ ରଖି ଥାନ୍ତି ତେବେ ଏହି ନାମ ଲୋକ ଅନ୍ୟ ଲୋକଙ୍କ ଭାବନା ବହୁତ ଭଲରେ ବୁଝି ପାରନ୍ତି କିନ୍ତୁ ନିଜ ଭାବନା କାହାକୁ ଜାଣିବା ଦିଅନ୍ତି ନାହିଁ ।

Image Courtesy: Google

ଡି, ଏଚ, ଆଇ, ଡବ୍ଲୁ :

ଏହି ନାମ ବ୍ୟକ୍ତି ବୁଲା ବୁଲି ଓ ଖାଇବା ବହୁତ ପସନ୍ଦ କରନ୍ତି, ଏହି ନାମ ବ୍ୟକ୍ତି କାହାକୁ କଷ୍ଟ ଦେଇ ଖୁସି ହୋଇ ନଥାନ୍ତି, ଏହି ନାମ ବ୍ୟକ୍ତି ସବୁବେଳେ କ୍ରିଏଟିବ ହୋଇଥାନ୍ତି, ଓ ନିଜ କ୍ରିଏଟିବ କାମ ପାଇଁ ପ୍ରଶଂସା ମଧ୍ୟ ପାଇଥାନ୍ତି ।

ସି, ଜି, ଏଲ, ଵାଇ :

ଏହି ନାମ ବ୍ୟକ୍ତି ବହୁତ ପରିଶ୍ରମୀ ହୋଇଥାନ୍ତି, ଏହି ଲୋକଙ୍କୁ ନିଜ କାମ ଆଗରେ କେହି ଦେଖା ଯାନ୍ତି ନାହିଁ ଏହି ଭଳି ଲୋକ କାମ ଭଲ ହେଲେ ଭଲ ହୋଇଥାନ୍ତି ଓ କାମ ଚିନ୍ତା ହେଲେ ଦୁଃଖୀ ହୋଇଥାନ୍ତି । ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କାମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *