ଯେତେବେଳେ ଟେଲର କହିଲା- ତୁ ହାତ କାଟିକି ରଖ, ବେକ ମୁଁ ଆସିଲେ କାଟିବି…

ଆଜିକାଲିର ଏହି ବ୍ୟସ୍ତତା ପୂର୍ଣ୍ଣ ଏହି ଜୀବନରେ ମଣିଷ ହସିବା ଭୁଲି ଗଲାଣି । ସବୁବେଳେ କିଛି ନା କିଛି କଥା ପାଇଁ ବ୍ୟସ୍ତ ଓ ବିବ୍ରତ ରହିବା ମଣିଷର ଏକ ପ୍ରକୃତି । ସେଥିପାଇଁ କାହାକୁ ହସେଇବା ବହୁତ କଠିନ କାର୍ଯ୍ୟ ହୋଇଥାଏ । କାହାର ହୃଦୟ ତ ସହଜରେ ଦୁଃଖୀ କରାଯାଇପାରେ କିନ୍ତୁ କାହାକୁ ଖୁସି ଦେବା ବହୁତ କଷ୍ଟର କାମ ହୋଇଥାଏ । ଏଥିପାଇଁ ଆଜି ଆମେ ଆପଣଙ୍କ ମୁଡ ଭଲ ରଖିବା ପାଇଁ କିଛି ଏହି ଭଳି ଯୋକ୍ସ ଆଣିଛୁ ଯାହା ଆପଣଙ୍କୁ ବହୁତ ପସନ୍ଦ ଆସିବ ତେବେ ଆସନ୍ତୁ ଆରମ୍ଭ କରିବା ।

ସ୍ତ୍ରୀ – ବିବାହ ଆଗରୁ ତମେ କେତେ ଆଡେ ବୁଲଉଥିଲ, ହୋଟେଲ, ସିନେମା ଓ କେତେ ଜାଗା ନେଇ ଯାଉଥିଲ, ବାହାଘର ପରେ କୁଆଡେ ନଉ ନ ଘର ବାହାରକୁ ବି ବାହାରୁନି ।

ସ୍ଵାମୀ – କଣ କେବେ ତମେ କାହାକୁ ….. ଇଲେକସନ ପରେ ପ୍ରଚାର କରିବାର ଦେଖିଚ ।

ଗୋଲୁ ଗାର୍ଲଫ୍ରେଣ୍ଡ ଗୋଲୁକୁ – ଜାନୁ ମୁଁ ତମ ପାଇଁ ନିଆ ଉପରେ ଚାଲି ପାରିବି, ନଇରେ ଡେଇଁ ପାରେ ।

ଗୋଲୁ – ମୁଁ ବି ତମକୁ ବହୁତ ଭଲ ପାଏ କଣ ତମେ ମତେ ଏବେ ଦେଖା କରିବା ପାଇଁ ଆସି ପାର ?

ଗାର୍ଲଫ୍ରେଣ୍ଡ – ପାଗଳ ହେଇଯାଇଛ ନା କଣ ମୁ କଳା ପଡିଯିବି ।

ଚୀନରେ ଗୋଟେ ଛୁଆ ୯ ମାସ ଚାରି ଦିନ ଆଗରୁ ଜନ୍ମ ହୋଇଗଲା ତା ମା ବାପା ତା ନାମ ରଖିଲେ ସଡନ ଲି

ଟିଚର : କୁହ ସବୁଠାରୁ ବୁଦ୍ଧିମାନ ପ୍ରାଣୀ କିଏ ?

ଗୋଲୁ – ହରିଣ

ଟିଚର -କେମିତି ?

ଗୋଲୁ – ସତୀଯୁଗରେ ପ୍ରଭୁ ରାମଙ୍କୁ ଫସେଇଥିଲା ଓ କଳିଯୁଗରେ ସଲମାନ ଖାନକୁ

ସ୍ଵାମୀ – ଆଜି ମୁଁ ବହୁତ ଟେନସନରେ ଅଛି, ମୁଡ ଖରାପ ଅଛି ଓ ମୁଣ୍ଡ ମଧ୍ୟ ବିନ୍ଧୁଛି ।

ସ୍ତ୍ରୀ – ଓହୋ, ଛାଡ ଏସବୁ କଥା ମୋ ନୂଆ ପର୍ସ ଦେଖ

ଟିଚର – ଭୋଲୁ ତମେ ପଖି ମାନଙ୍କ ବିଷୟରେ ସବୁ ଜାଣିଛ ?

ଭୋଲୁ – ଆଜ୍ଞା

ଟିଚର – କହିଲ ଦେଖିଆ କେଉଁ ପଖି ଉଡି ପାରେ ନାହିଁ ?

ଭୋଲୁ – ଟିଚର ମଲା ପଖି ।

ଗୋଟେ ଟେଲର ବସରେ ଚଢିଲା ହଟାତ ଫୋନ ଆସିଲା ଓ ସେ କହିଲା ତୁ ହାତ କାଟିକି ରଖ ମୁଁ ଆସିଲେ ବେକ କାଟିବି, ଏତିକି ଶୁଣି ପୁରା ବସ ଖାଲି ହୋଇଗଲା ।

ଲୋକଙ୍କ କଥା କେବେ ମନରେ ରଖିବା କଥା ନୁହ ।

ଲୋକ ପିଜୁଳି ନେଲା ବେଳେ ପଚାରନ୍ତି ମିଠା ଅଛି ତ ?

କିନ୍ତୁ ଘରେ ନେଇ ପିଜୁଳି କାଟି ଲୁଣ ଲଗେଇ କ୍ଷାନ୍ତି । ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *