ଆଜିକାଲିର ଏହି ବ୍ୟସ୍ତତା ପୂର୍ଣ୍ଣ ଏହି ଜୀବନରେ ମଣିଷ ହସିବା ଭୁଲି ଗଲାଣି । ସବୁବେଳେ କିଛି ନା କିଛି କଥା ପାଇଁ ବ୍ୟସ୍ତ ଓ ବିବ୍ରତ ରହିବା ମଣିଷର ଏକ ପ୍ରକୃତି । ସେଥିପାଇଁ କାହାକୁ ହସେଇବା ବହୁତ କଠିନ କାର୍ଯ୍ୟ ହୋଇଥାଏ । କାହାର ହୃଦୟ ତ ସହଜରେ ଦୁଃଖୀ କରାଯାଇପାରେ କିନ୍ତୁ କାହାକୁ ଖୁସି ଦେବା ବହୁତ କଷ୍ଟର କାମ ହୋଇଥାଏ । ଏଥିପାଇଁ ଆଜି ଆମେ ଆପଣଙ୍କ ମୁଡ ଭଲ ରଖିବା ପାଇଁ କିଛି ଏହି ଭଳି ଯୋକ୍ସ ଆଣିଛୁ ଯାହା ଆପଣଙ୍କୁ ବହୁତ ପସନ୍ଦ ଆସିବ ତେବେ ଆସନ୍ତୁ ଆରମ୍ଭ କରିବା ।
ସ୍ତ୍ରୀ – ବିବାହ ଆଗରୁ ତମେ କେତେ ଆଡେ ବୁଲଉଥିଲ, ହୋଟେଲ, ସିନେମା ଓ କେତେ ଜାଗା ନେଇ ଯାଉଥିଲ, ବାହାଘର ପରେ କୁଆଡେ ନଉ ନ ଘର ବାହାରକୁ ବି ବାହାରୁନି ।
ସ୍ଵାମୀ – କଣ କେବେ ତମେ କାହାକୁ ….. ଇଲେକସନ ପରେ ପ୍ରଚାର କରିବାର ଦେଖିଚ ।
ଗୋଲୁ ଗାର୍ଲଫ୍ରେଣ୍ଡ ଗୋଲୁକୁ – ଜାନୁ ମୁଁ ତମ ପାଇଁ ନିଆ ଉପରେ ଚାଲି ପାରିବି, ନଇରେ ଡେଇଁ ପାରେ ।
ଗୋଲୁ – ମୁଁ ବି ତମକୁ ବହୁତ ଭଲ ପାଏ କଣ ତମେ ମତେ ଏବେ ଦେଖା କରିବା ପାଇଁ ଆସି ପାର ?
ଗାର୍ଲଫ୍ରେଣ୍ଡ – ପାଗଳ ହେଇଯାଇଛ ନା କଣ ମୁ କଳା ପଡିଯିବି ।
ଚୀନରେ ଗୋଟେ ଛୁଆ ୯ ମାସ ଚାରି ଦିନ ଆଗରୁ ଜନ୍ମ ହୋଇଗଲା ତା ମା ବାପା ତା ନାମ ରଖିଲେ ସଡନ ଲି
ଟିଚର : କୁହ ସବୁଠାରୁ ବୁଦ୍ଧିମାନ ପ୍ରାଣୀ କିଏ ?
ଗୋଲୁ – ହରିଣ
ଟିଚର -କେମିତି ?
ଗୋଲୁ – ସତୀଯୁଗରେ ପ୍ରଭୁ ରାମଙ୍କୁ ଫସେଇଥିଲା ଓ କଳିଯୁଗରେ ସଲମାନ ଖାନକୁ
ସ୍ଵାମୀ – ଆଜି ମୁଁ ବହୁତ ଟେନସନରେ ଅଛି, ମୁଡ ଖରାପ ଅଛି ଓ ମୁଣ୍ଡ ମଧ୍ୟ ବିନ୍ଧୁଛି ।
ସ୍ତ୍ରୀ – ଓହୋ, ଛାଡ ଏସବୁ କଥା ମୋ ନୂଆ ପର୍ସ ଦେଖ
ଟିଚର – ଭୋଲୁ ତମେ ପଖି ମାନଙ୍କ ବିଷୟରେ ସବୁ ଜାଣିଛ ?
ଭୋଲୁ – ଆଜ୍ଞା
ଟିଚର – କହିଲ ଦେଖିଆ କେଉଁ ପଖି ଉଡି ପାରେ ନାହିଁ ?
ଭୋଲୁ – ଟିଚର ମଲା ପଖି ।
ଗୋଟେ ଟେଲର ବସରେ ଚଢିଲା ହଟାତ ଫୋନ ଆସିଲା ଓ ସେ କହିଲା ତୁ ହାତ କାଟିକି ରଖ ମୁଁ ଆସିଲେ ବେକ କାଟିବି, ଏତିକି ଶୁଣି ପୁରା ବସ ଖାଲି ହୋଇଗଲା ।
ଲୋକଙ୍କ କଥା କେବେ ମନରେ ରଖିବା କଥା ନୁହ ।
ଲୋକ ପିଜୁଳି ନେଲା ବେଳେ ପଚାରନ୍ତି ମିଠା ଅଛି ତ ?
କିନ୍ତୁ ଘରେ ନେଇ ପିଜୁଳି କାଟି ଲୁଣ ଲଗେଇ କ୍ଷାନ୍ତି । ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।