ଆଜିକା ସମୟରେ ସମସ୍ତଙ୍କୁ ସୁବିଧା ପାଇଁ ବାହାର ଜିନିଷ ଆଣି ଖାଇଥାନ୍ତି, କିନ୍ତୁ କଣ ଆପଣ ଜାଣିଛନ୍ତି ଆପଣ ଯାହା ସେବନ କରୁଛନ୍ତି ତାହା ଫ୍ୟାକ୍ଟୃରେ କେମିତି ତିଆରି ହୋଇଥାଏ ଓ କେଉଁ କେଉଁ ସ୍ଥାନରେ ଏହି ଖାଦ୍ଯ ଜିନିଷ ଗୁଡିକ ରଖା ଯାଏ ଏହି ସବୁ କଥା ଜାଣିଲା ପରେ ଆପଣ ବାହାର ଖାଦ୍ଯ ଖାଇବା ଛାଡି ଦେବେ । ଆଜି ଆମେ ଆପଣଙ୍କୁ ଏମିତି କିଛି ଖାଇବା ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଖାଇବା ପାଇଁ ବହୁତ ଭଲ ଲାଗିଥାଏ କିନ୍ତୁ ଖାଇବା ପରେ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ଏହା ପଛରେ ଏହି ଖାଦ୍ଯ ତିଆରି କରୁଥିବା ଫ୍ୟାକ୍ଟୃ ହୋଇଥାନ୍ତି ।

ବ୍ରେଡ :
ଆପଣଙ୍କୁ ଏହି କଥା ଜଣା ଅଛି ଯେ ବ୍ରେଡ ତିଆରି ପାଇଁ ଗୋଟେ କେଜି ବା ଦୁଇ କେଜି ମଇଦା ଦଳା ଯାଇ ନଥାଏ ବ୍ରେଡ ପାଇଁ କମ୍ପାନୀ ମାନାଙ୍କ ରେ ଗୋଟେ ଗୋଟେ କ୍ଵିଣ୍ଟାଲ ମଇଦା ଦଳା ଯାଇଥାଏ ତେବେ ଏହା ବଡ ବଡ ଫ୍ୟାକ୍ଟୃ କଥା ଯାହା ମେସିନରେ ଦଳା ଯାଇଥାଏ କିନ୍ତୁ ଛୋଟ ଛୋଟ ଫ୍ୟାକ୍ଟୃ ମାନଙ୍କ ପାଖରେ ମେସିନ ନଥାଏ ସେ ନିଜ ୱାର୍କର ମାନଙ୍କୁ ଏହି କାମ କରିବା ପାଇଁ କୁହନ୍ତି ଯାହା ଫଳରେ ହାତ ବ୍ୟବହାର ନକରି ୱାର୍କର ଗୋଡରେ ଏହି ମଇଦାକୁ ଦଳି ଥାନ୍ତି ।
ତେବେ ଆପଣ ନିଜେ ଚିନ୍ତା କରନ୍ତୁ ସେହି ଲୋକ ଗୋଡ ସବୁ ଅସନା ସେହି ମଇଦାରେ ମିସିଥିବ ଏହା ଛଡା ସେହି ଲୋକ କାମ କଲା ବେଳେ ତା ଶରୀରରୁ ବାହାରିଥିବା ଝାଳ ମଧ୍ୟ ସେହି ମଇଦା ରେ ମିଶି ଥିବ ଓ ଆପଣ ସେହି ବ୍ରେଡ ଖାଇବା ପାଇଁ ଏତେ ଇଛା କରିଥାନ୍ତି, ବହୁତ ଜାଗାରେ ଏହି ମିଶ୍ରଣ ଦଳିବା ପାଇଁ ୱାର୍କର ମାନଙ୍କୁ ବାସନ ମଧ୍ୟ ଦିଆ ଯାଇ ନଥାଏ ସେ ତଳେ କୌଣସି ଜାଗାରେ ଏହାକୁ ଦଳି ଥାନ୍ତି ଯାହା ସଫା ମଧ୍ୟ କରା ଯାଇ ନଥାଏ ।

୨. ଗୁଡ :
ଆପଣ ମାନେ ମାରକେଟରେ ଭଲ କଭରରେ ପ୍ୟାକ ହୋଇ ଆସିଥିବା ଗୁଡ ଦେଖି ଥାନ୍ତି କିନ୍ତୁ ସେହି ପ୍ୟାକରେ ଥିବା ଗୁଡ କେମିତି ତିଆରି ହୋଇଛି ତାହା ଜାଣିଲା ପରେ ବୋଧ ହୁଏ ଆପଣ ଏହାର ସେବନ କରିବା ଛାଡି ଦେବେ, ଏହି ଗୁଡକୁ ବଡ ବାସନରେ ଆଖୁ ରସ ଗରମ କରି ବନା ଯାଏ ଏହା ପରେ ୱାର୍କର ମାନେ ଏଥିରେ ଚପଲ ପିନ୍ଧି ପସିଥାନ୍ତି ଓ ଗୁଡ ଗୋଟେ ଗୋଟେ ଗ୍ଳାସରେ ପକାଇ ଥାନ୍ତି ଆପଣ ନିଜେ ଚିନ୍ତା କରନ୍ତୁ ଖାଇବା ଜିନିଷ ଭିତରେ ଚପଲର କେତେ ଅସନା ସେହି ଖାଦ୍ଯରେ ଯାଇଥିବ ଏହା ଛଡା ଆଖୁ ରସ ଗରମ କରିବା ଏହି ବାସନ ଦେଖିଲେ ଆପଣ ଜାଣି ପାରିବେ ଏହା ବର୍ଷ ବର୍ଷ ଧରି ସଫା କରା ଯାଇନଥାଏ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।