ଯେଉଁ ଲୋକଙ୍କ ପାଖରେ ଡ୍ରାଇଭିଙ୍ଗ ଲାଇସେନ୍ସ ନାହିଁ ତାଙ୍କ ପାଇଁ ବଡ ଖୁସି ଖବର- ମୋଦୀ ସରକାର କରିଛନ୍ତି ଘୋଷଣା !

ମୋଦୀ ସରକାର ଭାରତରେ ଆସିଲା ପରଠାରୁ ଭାରତ ସରକାର ଡିଜିଟଲ ଇଣ୍ଡିଆ କୁ ବହୁତ ମହତ୍ଵ ଦେଇଛନ୍ତି, ଏହା ଅନୁଯାଇ ପ୍ରାୟତଃ ସବୁ ଜିନିଷ ମୋଦୀ ସରକାର ଅନଲାଇନ କରି ଦେଇଛନ୍ତି ଯେମିତିକି ପ୍ୟାନ କାର୍ଡ, ରାଶନ କାର୍ଡ, ଡ୍ରାଇଭିଙ୍ଗ ଲାଇସେନ୍ସ, ଆଗରୁ ଲାଇସେନ୍ସ ବନେଇବା ପାଇଁ କେତେ ଏଜେଣ୍ଟ ଧରିବାକୁ ପଡୁଥିଲା କିନ୍ତୁ ଯେବେ ଠାରୁ ଅନଲାଇନ ହେଇଛି ଏଜେଣ୍ଟମାନଙ୍କ କାମ ବନ୍ଦ ହୋଇଯାଇଛି ।

ଏହାକୁ ମୋଦୀ ସରକାର ପୂର୍ଣ୍ଣ ଭାବରେ ବନ୍ଦ କରିବାର ନିଷ୍ପତ୍ତି କରିଛନ୍ତି କାହିଁକିନା ଲାଇସେନ୍ସ ବନେଇବା ପାଇଁ ଏଜେଣ୍ଟ ଲୋକଙ୍କ ଠାରୁ ବହୁତ ଟଙ୍କା ନିଅନ୍ତି ଯାହା ସାମାନ୍ୟ ଲୋକ ପାଇଁ ବହୁତ ଅଧିକ ହୋଇଥାଏ ।

କିନ୍ତୁ ମୋଦୀ ସରକାର ରେ ଏମିତି ହବ ନାହିଁ ବୋଲି ସରକାର ଅନଲାଇନ କାମ କରୁଛନ୍ତି ଯାହା ଦ୍ଵାରା ସାମାନ୍ୟ ଲୋକ ମଧ୍ୟ ଆବଶ୍ୟକ ଓ କମ ଟଙ୍କା ରେ ଲାଇସେନ୍ସ ବନେଇ ପାରିବ । ତେବେ ଆପଣ ମଧ୍ୟ ପାଖ ଅନଲାଇନ ସେଣ୍ଟର ରେ ଯାଇ ନିଜର ଡ୍ରାଇଭିଙ୍ଗ ଲାଇସେନ୍ସ ବାହାର କରେଇ ପାରିବେ, ଏହା ଦ୍ଵାରା ସାମାନ୍ୟ ଲୋକଙ୍କୁ ଟଙ୍କା ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ଓ ଡ୍ରାଇଭିବିଙ୍ଗ ଲାଇସେନ୍ସ ପାଇଁ ଅଫିସ ଦୌଉଡି ଯିବା ମଧ୍ୟ ଦରକାର ନାହିଁ ।

ଥରେ ଅପ୍ଲାଇ କଲା ପରେ ଡ୍ରାଇଭିଙ୍ଗ ଲାଇସେନ୍ସ ଆପଣଙ୍କ ଘରେ ଆସି ପହଞ୍ଚିବ, ଆଜି ବି ଏମିତି ବହୁତ ଲୋକ ଅଛନ୍ତି ଯାହା ପାଖରେ ଡ୍ରାଇବିଙ୍ଗ ଲାଇସେନ୍ସ ନାହିଁ, ହେଲେ ବି ସେ ଡ୍ରାଇବିଙ୍ଗ କରନ୍ତି ବିନା ଲାଇସେନ୍ସ ରେ ଏମିତି ସାମୀରେ ଯଦି କାହାର ଦୁର୍ଘଟଣା ହୋଇଥାଏ ତେବେ ସେହି ଲୋକକୁ ବହୁତ କିଛି ଭୋଗିବାକୁ ପଡିଥାଏ । ସାମାନ୍ୟ ଲୋକଙ୍କୁ ଧ୍ୟାନ ରେ ରଖି ମୋଦୀ ସରକାର ଏହି ଭଳି ଗୋଟେ ଖୁସି ଖବର ଲୋକଙ୍କୁ ଦେଇଛନ୍ତି ଯାହା ଦ୍ଵାରା ବିନା ସମୟ ଟଙ୍କା ଓ ପରିଶ୍ରମ ରେ ଆପଣ ନିଜ ଡ୍ରାଇବିଙ୍ଗ ଲାଇସେନ୍ସ ପାଇ ପାରିବେ ।

Leave a Reply

Your email address will not be published. Required fields are marked *