ଯେଉଁ ସ୍ତ୍ରୀ ଶନିବାର ଦିନ ଏହି 3ଟି କାମ କରେ ତା ପରିବାର ସାରା ଜୀବନ ଗରିବ ହିଁ ରହିଥାଏ- Vastu Tips

ବନ୍ଧୁଗଣ, ଶନିଦେବ ଙ୍କୁ କର୍ମର ଫଳର ଦେବତା ମାନାଯାଏ । ଶନିଦେବ କେବଳ ଦୁଖ ନୁହେଁ ମାତ୍ର ସୁଖ ଭି ପ୍ରଦାନ କରିଥାନ୍ତି । ବନ୍ଧୁଗଣ ଶନିଦେବ ସୂର୍ଯ୍ୟପୁତ୍ର ଅଟନ୍ତି । ଶାସ୍ତ୍ର ଅନୁଯାଇ ଯେବେ ପୁତ୍ର ଶନିଦେବ ନିଜ ମାତା ଛାୟା ଙ୍କର ଗର୍ଭରେ ଜନ୍ମିଥିଲେ, ସେତେବେଳେ ତାଙ୍କ ମାତା ଭଗବାନ ଙ୍କର ଭକ୍ତିରେ ଲୀନ ଥିଲେ, ଯେଉଁ କାରଣରୁ ସେ ତାଙ୍କ ସ୍ୱାସ୍ଥ୍ୟ ର ଧ୍ୟାନ ରଖି ପାରିଲେ ନାହିଁ । ଏହି କାରଣରୁ ଶନିଦେବ ଙ୍କର ଛବି ଅନ୍ଧକାର ସାଦୃଶ୍ୟ ହୋଇଗଲା ଏହି କାରଣରୁ ଭଗବାନ ସୂର୍ଯ୍ୟଦେବ ଶନିଦେବ ଙ୍କୁ ନିଜ ପୁତ୍ର ମାନିବାକୁ ଅସ୍ଵୀକାର କରିଦେଲେ ।

ଏହାପରେ ଯେତେବେଳେ ଶନିଦେବ ବଡ ହେଲେ ସେ ସେତେବେଳେ ଭଗବାନ ଶିବ ଙ୍କର ଆରାଧନା କରି ଏହି ବରଦାନ ପ୍ରାପ୍ତ କଲେ ଯେ, ଶନିଦେବ ସୂର୍ଯ୍ୟ ଙ୍କ ଠାରୁ ମଧ୍ୟ ଉଚ୍ଚ ସ୍ଥାନରେ ପୂଜା ପାଇବେ । ହିନ୍ଦୁ ଧର୍ମର ଗ୍ରନ୍ଥ ଅନୁସାରେ ଭଗବାନ ଶନିଦେବ କର୍ମର ଫଳର ଦେବତା ଭାବରେ ପୂଜା ପାଆନ୍ତି ।

ବନ୍ଧୁଗଣ ଭଗବାନ ଶନିଦେବ ନ୍ୟାୟର ଦେବତା ଅଟନ୍ତି । ସେ ଲୋକ ମାନଙ୍କ ମାର୍ଗରେ ଯାଇ ତାଙ୍କର ମାର୍ଗଦର୍ଶନ କରିଥାନ୍ତି । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ କିଛି ବିଶେଷ ଉପାୟ କହିବାକୁ ଯାଉଅଛୁ ଯାହା ଆପଣଙ୍କ ମାର୍ଗଦାରଣ କରି ଆପଣଙ୍କୁ ଧାନ ପ୍ରାପ୍ତି କରାଇବ ମାତ୍ର ତାହାର ପାଳନ ଯଦି ନ କରନ୍ତି ତେବେ ଆପଣ ନାନା ପ୍ରକାରର ସମସ୍ଯା ର ସମୁଖୀନ ହେବେ ।

୧- ବନ୍ଧୁଗଣ ଶନିଦେବ ଚାହାନ୍ତି ଯେ, ମନୁଷ୍ୟ ନିଜ କର୍ମ କୁ ଆପଣେଇ ସତ୍ୟ ବଚନ କର୍ମ କୁ ଆପଣେଇ ନିଜର ଜୀବନ ସଫଳ ବନାନ୍ତୁ । ଭଗବାନ ଶନିଦେବ କେବଳ ମାର୍ଗ ଦର୍ଶନ କରି ଉଚିତ ରାସ୍ତା ଦେଖାଇଥାନ୍ତି ।

୨- ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ଉପରେ ଶନିଦେବଙ୍କ କୃପା ରହିଥାଏ, ତାଙ୍କର କେଶ ଗହଳ ହୋଇଥାଏ । ଏହା ବ୍ଯତୀତ ସେମାନଙ୍କ ଶରୀର ବହୁତ ପତଳା ହୋଇଥାଏ । ସେମାନଙ୍କୁ ପିଲାଦିନୁ ହାଡ ଜାତୀୟ ରୋଗ ଲାଗିଯାଇଥାଏ । ଅର୍ଥାତ ପାଦ ମୋଡି ହୋଇଯିବା, ଶରୀରର ହାଡ ଭାଙ୍ଗିଯିବା ଇତ୍ୟାଦି ଘଟଣା ମାନ ଘଟିଥାଏ ।

୩- ଶନିଦେବ ଙ୍କ ପ୍ରିୟପାତ୍ର ବ୍ୟକ୍ତି ଅନୁଶାସନ ପ୍ରିୟ ହୋଇଥାନ୍ତି । ସେମାନେ କେବେ ଅନ୍ୟର ଖରାବ କରିବା କଥା ଚିନ୍ତା କରିନଥାନ୍ତି । ଏହିଭଳି ଲୋକ କେବେ ଅନ୍ୟ ସହିତ କପଟ କ୍ଲେଶ ତଥା ଅନ୍ୟର ଧନ ଲୁଟିନେବା ଭଳି କାମ କରିନଥାନ୍ତି ।

୪- ଶନିଦେବ ଙ୍କ କୃପା ପ୍ରାପ୍ତ କରିଥିବା ବ୍ୟକ୍ତି ଗରିବ ଲୋକଙ୍କର ସହାୟତା କରିଥାନ୍ତି । ସେମାନେ ଦାନ ଧର୍ମ ରେ ବିଶ୍ଵାସ ରଖିଥାନ୍ତି । ଏହି କାରଣରୁ ଶନିଦେବ ସେମାନଙ୍କ ଉପରେ କୃପା ଦ୍ରୁଷ୍ଟି ରଖିଥାନ୍ତି । ବନ୍ଧୁଗଣ ଭଗବାନ ଶନିଦେବ ଙ୍କ ମହିମାରୁ ବିଗିଡି ଯାଇଥିବା କାର୍ଯ୍ୟ ମଧ୍ୟ ବନିଯାଇଥାଏ । ତାଙ୍କ ମହିମା ତଥା ଆଶୀର୍ବାଦ ପ୍ରାପ୍ତ କରିବା ନିମନ୍ତେ ଆମ୍ଭକୁ ସର୍ବ ପ୍ରଥମେ ନିଜ କର୍ମ କୁ ସୁଧାରିବାକୁ ପଡିବ । ସର୍ବଦା ସତ୍ୟ ତଥା ପରିଶ୍ରମ ମାର୍ଗ କୁ ଆପଣାଇବାକୁ ହେବ । ଏହାପରେ ଆପଣଙ୍କ ଜୀବନରେ ସଦୟ ସମୃଦ୍ଧି ତଥା ଖୁସିର ଲହରୀ ଲାଗି ରହିବ ।

୫- ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଶନିବାର ର ଦିନ ଭଗବାନ ଶନିଦେବଙ୍କ ଦିନ ବୋଲି ମାନାଯାଇଥାଏ । ଏହିଦିନ ଆପଣ ଭଗବାନ ଶନିଦେବ ଙ୍କ ପୂଜା କରିବା ଦ୍ଵାରା ସମସ୍ତ ପ୍ରକାରର କଷ୍ଟ ରୁ ଉଧାର ପାଇ ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ମହତ୍ଵପୂର୍ଣ୍ଣ ବିବରଣୀ ଟି ଭଲ ଲାଗିଲେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *