GK – ଯେଉଁଠି ରାସ୍ତା ଅଛି କିନ୍ତୁ ଗାଡି ନାହିଁ ଜଙ୍ଗଲ ଅଛି କିନ୍ତୁ ପାଦ ନାହିଁ ସାହାରା ଦିଏ କିନ୍ତୁ ଘର ନୁହେଁ ?

ବନ୍ଧୁଗଣ ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ । ତେବେ ଆଉ ସମୟକୁ ବିଳମ୍ବ ନ କରି ଚାଲନ୍ତୁ ସେହି ମଜାଳିଆ କଥା ଆଲୋଚନା କରି ନେବା ।

1- ବାସ୍ନା ହୁଏ କିନ୍ତୁ ଫୁଲ ନୁହେଁ ଜଳିଥାଏ କିନ୍ତୁ ଈର୍ଷା ନୁହେଁ କୁହ କଣ ?

ଉତ୍ତର- ଅଗରବତୀ ।

2- ଏମିତି କଣ ଯାହାକୁ ଆମେ ନା ଖାଇପାରିବା ନା ପିଇ ପାରିବା ତଥାପି ତା ବୀନା ବଞ୍ଚିପାରିବା ନାହିଁ ?

ଉତ୍ତର- ଅକ୍ସିଜେନ ।

3- ହାତରେ ଅଛି ଗୋଡ ରେ ଅଛି କିନ୍ତୁ ଜିଭରେ ନାହିଁ କୁହ କଣ ?

ଉତ୍ତର- ହାଡ ।

4- ଏମିତି କେଉଁ ଜିନିଷ ଅଛି ଯାହା ଅଧିକ ଥଣ୍ଡାରେ ମଧ୍ୟ ତରଳିଥାଏ ?

ଉତ୍ତର- ମହମବତୀ ।

5- ଏମିତି କେଉଁ ଦୁଇଟି ଦାନ ଅଛି ଯାହା ଧନୀ ଓ ଗରିବ କରିପାରିବେ ?

ଉତ୍ତର- କନ୍ୟାଦାନ ଓ ମତଦାନ ।

6- ତିଆରି କରୁଥିବା ବ୍ୟକ୍ତି ତାର ଉପୋଯୋଗ କରେନି ଉପୋଯୋଗ କରୁଥିବା ତାହା ଦେଖାଏ ନାହିଁ ଦେଖାଉଥିଲେ ତାହାକୁ ପସନ୍ଦ କରେନି କୁହ କଣ ?

ଉତ୍ତର- କଫନ ।

7- ଏମିତି କେଉଁ ଜିନିଷ ଅଛି ଯିଏ ଉପର ଆଡକୁ ଯାଇଥାଏ ଓ ତଳକୁ ମଧ୍ୟ ଆସିଥାଏ ତଥାପି ସେ ଗୋଟେ ଜାଗାରେ ରହିଥାଏ ?

ଉତ୍ତର- ଶାଢୀ ।

8- ଛୋଟ କିନ୍ତୁ ବଡ କହିଥାଏ ଦହି ର ନଦୀ ରେ ଗାଧୋଇଥାଏ କୁହ କଣ ?

ଉତ୍ତର- ଦହିବରା ।

9- ଏମିତି କେଉଁ ବାହନ ଅଛି ଯାହାର ନାଁ ଓଲଟା ବା ସିଧା ଲେଖିଲେ ସବୁବେଳେ ସମାନ ଆସିଥାଏ ?

ଉତ୍ତର- ଜାହାଜ ।

10- ଏମିତି କଣ ଯାହା ବାହାରେ ମାଗଣାରେ ମିଳିଥାଏ କିନ୍ତୁ ମେଡିକାଲରେ ପଇସା ଦେଲେ ମିଳିଥାଏ ?

ଉତ୍ତର- ଅକ୍ସିଜେନ ।

11- ଏମିତି କେଉଁ ଜିନିଷ ଅଛି ଯାହା ଖରରେ ସୁଖେନି ?

ଉତ୍ତର- ଝାଳ ।

12- ଏମିତି କେଉଁ ଜୀବ ଅଛି ଯାହାର ମସ୍ତିକ ତାର ଶରୀର ଠାରୁ ବି ବଡ ହୋଇଥାଏ ?

ଉତ୍ତର- ପିମ୍ପୁଡି ।

13- ଏମିତି କଣ ଯିଏ ସକାଳେ 4ଟି ପାଦ ରେ ଦ୍ଵିପହରରେ 2 ପାଦରେ, ସନ୍ଧ୍ୟାରେ 3 ପାଦରେ ଚାଲିଥାଏ ?

ଉତ୍ତର- ପିଲାଦିନ, ଜବାନି ଓ ବୃଦ୍ଧାବସ୍ଥା ।

14- ଏମିତି କେଉଁ ଦୁଇଟି ଗଛ ଅଛି ଯାହା ଠାରେ କାଠ ନାହିଁ ?

ଉତ୍ତର- କଦଳୀ ଓ ଅଙ୍ଗୁର ।

15- ଏମିତି କେଉଁ ଜିନିଷ ଯାହାକୁ ଆମେ ବୀଣା ହାତ ରେ ରୋକିପାରିବା ?

ଉତ୍ତର- ନିଶ୍ଵାସ ।

16- ଯେଉଁଠି ରାସ୍ତା ଅଛି କିନ୍ତୁ ଗାଡି ନାହିଁ ଜଙ୍ଗଲ ଅଛି କିନ୍ତୁ ପାଦ ନାହିଁ ସାହାରା ଦିଏ କିନ୍ତୁ ଘର ନୁହେଁ ?

ଉତ୍ତର- ନକ୍ସା ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *