ଝିଅ ଏତେ ସୁନ୍ଦର ଯେ ଘରୁ ବାହାରିବା ପାଇଁ ଡରନ୍ତି, କାରଣ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ

ସବୁ ଝିଅଙ୍କ ଏହା ଖ୍ବାଇସ ଅଟେ ଯେ ସେ ବହୁତ ସୁନ୍ଦର ହୋଇଯାଉ, ଏହା ପାଇଁ ସେ ଅନ୍ୟ ଅନ୍ୟ ପ୍ରକାର ଉପାୟ ମଧ୍ୟ ବ୍ୟବହାର କରିଥାନ୍ତି । ଝିଅମାନେ ଆଜିକା ସମୟରେ ମେକଅପ ମଧ୍ୟ କରନ୍ତି ଯାହା ଫଳରେ ସେ ସୁନ୍ଦର ଦେଖା ଯାନ୍ତୁ । ମେକଅପ ଦ୍ଵାରା ହୋଇଥିବା ସୁନ୍ଦରତା ବହୁତ କମ ସମୟ ପାଇଁ ହୋଇଥାଏ ଓ ଏହାର ହାନି ମଧ୍ୟ ହୋଇଥାଏ । କିନ୍ତୁ ଝିଅଙ୍କୁ ଭଗବାନ ସୁନ୍ଦରତା ଦାନ ରେ ଦେଇଥାନ୍ତି ଯାହା ଦ୍ଵାରା ବିନା କୌଣସି ମେକଅପ ବା ଅନ୍ୟ ଜିନିଷରେ ସେ ବହୁତ ସୁନ୍ଦର ଦେଖା ଯାନ୍ତି ।

ତେବେ ଏହି ସୁନ୍ଦରତା ପାଇଁ ଲୋକ ଏମିତି ଝିଅଙ୍କ ଉପରେ ମୋହିତ ହୋଇଥାନ୍ତି ତେବେ ସୁନ୍ଦର ହବାର ହାନି ମଧ୍ୟ ହୋଇଥାଏ ଏହି ସୁନ୍ଦରତା ପାଇଁ ବହୁତ ଝିଅ ଅସୁବିଧା ରେ ମଧ୍ୟ ପଡିଥାନ୍ତି ।

ବହୁତ ଝିଅଙ୍କ ସୁରକ୍ଷା ପାଇଁ ତାଙ୍କ ଘର ଲୋକ ତାଙ୍କୁ ଘରେ ରହିବା ପାଇଁ କୁହନ୍ତି ତାଙ୍କୁ କୁଆଡେ ଯିବା ଆସିବା ମନା ହୋଇଥାଏ । ତେବେ ଏହି ଭଳି ଗୋଟେ କାହାଣୀ ରୁସ ୨୬ ବର୍ଷ ଝିଅ ଏଞ୍ଜାଳିନା କିନୋବା ର ଅଟେ ଯିଏ ଗୋଟେ ପ୍ରୋଫେସନଲ ମଡଲ ମଧ୍ୟ ଅଛନ୍ତି ।

ତେବେ ଆସନ୍ତୁ ଜାଣିବା ଏଞ୍ଜେଳୀନ ଏତେ ସୁନ୍ଦର ହବାର ରହସ୍ୟ ବିଷୟରେ । ଏଙ୍କେଳିକା ଦେଖିବା ପାଇଁ ପୁରା କଣ୍ଢେଇ ଭଳି ଅଟନ୍ତି, ତାଙ୍କ ଫିଗର ବହୁତ ସୁନ୍ଦର ଅଟେ, ତାଙ୍କ ମା ବାପା ତାଙ୍କୁ ଗୋଟେ କଣ୍ଢେଇ ଭଳି ବଡ କରିଛନ୍ତି, ଏଞ୍ଜେଳିକା ସୁନ୍ଦରତା ରହସ୍ୟ କଥା ଏହା ଯେ ସେ କୌଣସି ପ୍ରକାର ସର୍ଜରି କରି ନାହାନ୍ତି ତାଙ୍କର ଏହି ଫିଗର ନେଚୁରାଲ ଅଟେ କେବଳ ୱାର୍କଆଉଟ କରନ୍ତି ଯାହା ଦ୍ଵାରା ତାଙ୍କ ଏତେ ସୁନ୍ଦର ଫିଗର ହୋଇଛି ।

ଆଶା କରୁଛୁ ଆପଣମାନଙ୍କୁ ଆମର ଏହି ଆର୍ଟିକ୍ଲ ପସନ୍ଦ ଆସିଥିବ ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *