ଫ୍ଲାଇଟ ରେ ମିଳୁଥିବା ଚା ବା କଫି ପିଇବା ଆଗରୁ ଜାଣି ନିଅନ୍ତୁ ଏହି କଥା, ନଚେତ ହୋଇପାରେ ଏହି ସମସ୍ୟା

ପ୍ରାୟତଃ ବହୁତ ଲୋକ ପ୍ଳେନ ରେ ଟ୍ରାଭେଲ କରନ୍ତି କିନ୍ତୁ କିଛି ବିଶେଷ କଥା ଠାରୁ ଅଜଣା ଅଛନ୍ତି, ପ୍ଳେନ ରେ ବସିଲା ପରେ ଏୟରହୋଷ୍ଟେସ ଆପଣଙ୍କ ସିଟ ପାଖରେ ଆସି ଆପଣଙ୍କୁ ସ୍ଵାଗତ କରିଥାନ୍ତି ଓ ଫ୍ଲାଇଟ ଅଟେଣ୍ଡେଣ୍ଟ ହସି ଆପଣଙ୍କୁ ଚା ବା କଫି ଆପଣଙ୍କୁ ଦେଇଥାନ୍ତି । ତେବେ ପ୍ଳେନରେ ଚା ବା କଫି ଆପଣଙ୍କୁ ସ୍ଵାଗତ ପାଇଁ ଦିଆ ଯାଏ ଏହା ସମସ୍ତେ ଜାଣିଛନ୍ତି ।

ତେବେ ବହୁତ ଲୋକଙ୍କୁ ଏହା ଜଣା ନଥିବ ଯେ ଫ୍ଲାଇଟ ରେ ଥିବା ଅଟେଣ୍ଡେଣ୍ଟ ନିଜେ ଚା ବା କଫି ପିବାର ଦେଖିଛନ୍ତି ।

ଫ୍ଲାଇଟ ଅଟେଣ୍ଡେଣ୍ଟ କଣ ପାଇଁ ଚା ବା କଫି ପିଅନ୍ତି ନାହିଁ :

ଆପଣଙ୍କ ମଧ୍ୟରୁ ବହୁତ ଲୋକ ଏହା କହିବେ ଯେ ତାଙ୍କୁ ଚା ବା କଫି ପିବା ପାଇଁ ଅନୁମତି ନଥାଏ କିନ୍ତୁ ଏହାର ଅନ୍ୟ କାରଣ ଅଟେ ଯାହା ପାଇଁ ପ୍ଳେନ ରେ ଥିବା ଅଟେଣ୍ଡେଣ୍ଟ ଚା ବା କଫି ପିଆନ୍ତି ନାହିଁ, ତେବେ ଯଦି ଆପଣ ଜାଣିବେ ତେବେ ଆପଣ ମଧ୍ୟ ଫ୍ଲାଇଟ ରେ ଚା ବା କଫି ପିବେ ନାହିଁ ।

# ପ୍ଳେନ ରେ ଚା ବା କଫି ଖରାପ ହୋଇ ନଥାଏ କିନ୍ତୁ ଯେଉଁ ପାନି ରେ ସେହାକୁ ବନା ଯାଏ ତାହା ଖରାପ ଥାଏ ଏଥିରେ ଭରପୁର ମାତ୍ରା ରେ ଜୀବାଣୁ ଥାନ୍ତି, ଏହି ଚା ବା କଫି ଫ୍ଲାଇଟ ରେ ଥିବା ପାଣି ରେ ବନା ହୋଇଥାଏ ସେଥିପାଇଁ ଏହା ଖରାପ ହୋଇଥାଏ ।

# ଫ୍ଲାଇଟରେ ଗୋଟେ ୱାଟର ଟ୍ୟାଙ୍କ ହୋଇଥାଏ ସେଥିପାଇଁ ଯେଉଁ ପାଣି ବାଥରୁମ ରେ ଉପଲବ୍ଧ ଥାଏ ସେହି ପାଣି ଚା ବା କଫି ବନେଇବା ପାଇଁ ଉପଯୋଗ କରା ଯାଇଥାଏ । ତେବେ ଏହି କାରଣ ପାଇଁ ଆପଣଙ୍କୁ ଫ୍ଲାଇଟ ରେ ଚା ପିବା ଉଚିତ ନୁହ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଖରାପ ଅଟେ ।

ତେବେ ଯଦି ଆପଣ ମଧ୍ୟ କେବେ ଫ୍ଲାଇଟ ରେ ଯାତ୍ରା କରୁଛନ୍ତି ତାହେଲେ ଚା ବା କଫି ପିୟନ୍ତୁ ନାହିଁ । ନଚେତ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଏହିସବୁ କଥା ପ୍ରତି ଧ୍ୟାନ ରଖନ୍ତୁ ଓ ଯାତ୍ରା କରନ୍ତୁ । ଆଶା କରୁଛୁ ଆମ ଦ୍ଵାରା ଦିଆଯାଇଥିବା ଏହି ତଥ୍ୟ ଆପଣଙ୍କ କାମରେ ଆସିବ । ଆଗକୁ ଏହିଭଳି ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *