କେବଳ ୨ ଟଙ୍କା ରେ କହୁଣି ଓ ଆଣ୍ଠୁର କଳାପଣ ଦୂର କରନ୍ତୁ, ତ୍ଵଚା ଲାଗିବ ଚମକିବାକୁ !

ଯେତେବେଳେ ଡେଡ ସ୍କିନ ସେଲ କୋହୁଣି ଏବଂ ଆଁଠୁ ଉପରେ ଜମା ହୋଇଯାନ୍ତି ତେବେ ଏହା କାରଣରୁ ଏହି ଦୁଇ ଅଙ୍ଗ କଳା ପଡିଯାଏ, ଏହା ଛଡା ଯେତେବେଳେ ଆମେ କୋହୁଣି ଏବଂ ଆଁଠୁ ରଗଡି ସଫା କରିଥାଉ ତେବେ ଏହା ସଫା ନହୋଇ ଆହୁରି କଳା ପଡିଥାଏ । ତେବେ କିଛି ଲୋକ ଆଁଠୁ ବଳରେ ପୋଛା ମାରନ୍ତି ତେବେ ଏହା ସଫା ହବା ବଦଳରେ ଆହୁରି କଳା ପଡିଯାଏ ।

ତେବେ କିଛି ଲୋକଙ୍କ ପାଇଁ ଏହି ସମସ୍ଯା ଜେନେଟିକ ମଧ୍ୟ ହୋଇପାରେ, କେତେକ ଥର ଏହି ସମସ୍ଯା ଅତ୍ୟଧିକ ମୋଟା ବା ଅତ୍ୟଧିକ ପତଳା ହବାରୁ ଜନ୍ମ ହୋଇଥାଏ ।

ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଉପାୟ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ବହୁତ ସହଜ, ଶସ୍ତା ଏବଂ ସୁନ୍ଦର ହୋଇଥାଏ, ଯାହା କେବଳ ଆପଣଙ୍କ ପାଇଁ ନୁହ ପ୍ରାୟତଃ ସମସ୍ତଙ୍କ ପାଇଁ ସୁନ୍ଦର ଅଟେ । ସର୍ବ ପ୍ରଥମେ କାକୁଡି ଦୁଇ ଚାରୋଟି ଖଣ୍ଡ ନେଇ ପ୍ରଭାବିତ ଅଙ୍ଗକୁ ଭଲ ଭାବରେ ରଗଡିବା ଆରମ୍ଭ କରନ୍ତୁ ଏହାକୁ ୧୦ରୁ ୧୫ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ରଗଡିବା ପରେ, ଏହାକୁ ୫ ମିନିଟ ପାଇଁ ଛାଡି ଦିଅନ୍ତୁ ଓ ଏହା ପରେ ସେହି ଅଙ୍ଗ ଗୁଡିକ ଭଲ ଭାବରେ ଥଣ୍ଡା ପାଣି ରେ ଧୋଇ ନିଅନ୍ତୁ ।

ଦୁତୀୟ ସ୍ଟେଜ ରେ ଆପଣଙ୍କୁ ସ୍କ୍ରବ କରିବାକୁ ପଡିଥାଏ ତେବେ ଆପଣଙ୍କୁ ସ୍କ୍ରବ କରିବା ପାଇଁ ଜିନିଷ ଆଣିବା ପାଇଁ ବାହାରୁକୁ ଯିବା ଦରକାର ନାଇ ଆପଣଙ୍କ ଘରେ ବେକିଙ୍ଗ ସୋଡା ଥିବ ବା ଯଦି ଏହା ନାହିଁ ତେବେ ଆପଣ ଚିନୀ ମଧ୍ୟ ସ୍କ୍ରବ ପାଇଁ ବ୍ୟବହାର କରି ପାରିବେ । ତେବେ ଚିନୀ ବା ବେକିଙ୍ଗ ସୋଡା ଅଳପ ଖିର ରେ ବ୍ୟବହାର କରନ୍ତୁ ଏବଂ ଏହାର ମିଶ୍ରଣ ବନାନ୍ତୁ ଏବଂ ଏହାକୁ କଳା ଅଙ୍ଗରେ ଲଗାନ୍ତୁ କେବଳ ୫ ମିନିଟ ଏହାକୁ ରଗଡିବା ପରେ ମାନେ ରଖନ୍ତୁ ସ୍କ୍ରବିଙ୍ଗ ବର୍ଷ ଦ୍ଵାରା କରନ୍ତୁ ଏହା ଦ୍ଵାରା ଡେଡ ସେଲ୍ସ ଭଲ ଭାବରେ ଉଠିକି ଆସି ଥାନ୍ତି ।

ଏହା ପରେ ଦୁଇ ଚାମଚ ପିଆଜ ପେଷ୍ଟ ନିଅନ୍ତୁ, ଦୁଇ ଚାମଚ ଲେମ୍ବୁ ରସ, ଅଧା ଚାମଚ ମହୁ ଏବଂ ଗୋଟେ ଚାମଚ ବେସନ ନେଇ ଏହାକୁ ଭଲଭାବରେ ମିକ୍ସ କରି ନିଅନ୍ତୁ । ଏହାକୁ କଳା ଜାଗାରେ ପ୍ରୟୋଗ କଲେ ଆପଣଙ୍କ କଳା ଜାଗା ସୁନ୍ଦର ଗୋରା ହୋଇଥାଏ ।

Leave a Reply

Your email address will not be published. Required fields are marked *