ଝିଅ ମାନଙ୍କୁ ପ୍ରପୋଜ କରିବାର ସଠିକ ଉପାୟ, 100% ଗ୍ୟାରେଣ୍ଟି… ଝିଅ ହଁ ହିଁ କହିବ- Love Tips

ବନ୍ଧୁଗଣ ଆପଣ ନିଶ୍ଚୟ ଜୀବନରେ କାହାକୁ ଭଲ ପାଇଥିବେ । କିନ୍ତୁ ଅନେକ ସମୟରେ ପୁଅମାନେ ଏମିତି କିଛି ଭୁଲ କରିଥାନ୍ତି ଯାହା ପାଇଁ ଝିଅମାନେ ସେମାନଙ୍କ ଠାରୁ ଦୂରେଇ ଯାଇଥାନ୍ତି । ଆଜି ଆମେ ଆପଣଙ୍କୁ ଝିଅ ମାନଙ୍କୁ ପ୍ରପୋଜ କରିବାର କିଛି ଟିପ୍ସ ବିଷୟରେ କହିବାକୁ ଯାଉଛୁ । ପ୍ରଥମେ ଯଦି ଆପଣ କୌଣସି ଝିଅକୁ ପସନ୍ଦ କରୁଛନ୍ତି ଆଉ ତାଙ୍କୁ ନିଜର ଲାଇଫ ପାର୍ଟନର କରିବାକୁ ଚାହୁଁଛନ୍ତି ତେବେ ପ୍ରଥେମ ତାଙ୍କର ନିକଟତର ହେବାକୁ ଚେଷ୍ଟା କରନ୍ତୁ । ପ୍ରଥମେ ଆପଣ ତାଙ୍କ ସହ ବନ୍ଧୁତା କରନ୍ତୁ କିନ୍ତୁ ଫେସବୁକ, ଇଂଷ୍ଟାଗ୍ରାମ ବା ତାଙ୍କର ନମ୍ବରର ଆବଶ୍ୟକତା ପଡିବ ନାହି ।

ଧର୍ଯ୍ୟ ସହକାରେ ଆପଣ ଆଗକୁ ବଢନ୍ତୁ । ଯଦି ଆପଣ ଚାହିଁବେ ତେବେ ଫେସବୁକରେ କେବଳ ଝିଅ ସହ ଫ୍ରେଣ୍ଡସିପ କରିପାରିବେ କିନ୍ତୁ ଧ୍ୟାନ ରଖିବେ ଆପଣ ତାଙ୍କୁ ଡାଇରେକ୍ଟ ଆଇ ଲଭ ୟୁ କହିବେ ନାହି । ପ୍ରଥମେ ସାଧାରଣ ଭାବେ କଥା ହେବା ପରେ ଝିଅ ସହ ବନ୍ଧୁତା କରିବାକୁ ପ୍ରସ୍ତାବ ଦେବେ । କେବେ ବି ଝିଅ ମାନଙ୍କୁ ଆଗ ଗାର୍ଲଫ୍ରେଣ୍ଡ କରିବାକୁ ପ୍ରସ୍ତାବ ଦେବେ ନାହି । ଏମିତି ହେଲେ ଝିଅ ମାନେ ଆଗ ନାଁ ହିଁ କରି ଦେବେ । କିନ୍ତୁ ବନ୍ଧୁତା କରିବାକୁ କହିଲେ ଝିଅ ମାନେ ହଁ କହିଥାନ୍ତି କାରଣ ସେମାନେ ପୁଅ ବିଷୟରେ ବନ୍ଧୁତା ଦ୍ଵାରା ବହୁତ କିଛି ଜାଣିପାରିଥାନ୍ତି ।

ଆପଣ ମ୍ୟାସେଜ କରିବେ କି କଣ ଆମେ ଫ୍ରେଣ୍ଡସିପ କରିପାରିବା ଉତ୍ତରରେ ଝିଅମାନେ କହିଥାନ୍ତି ଆମେ ଖାଲି ଫ୍ରେଣ୍ଡସିପ ରଖିପାରିବା ତା ଠାରୁ ଅଧିକ କିଛି ବି ନୁହେଁ । ସେହି ସମୟରେ ଆପଣଙ୍କ ମାଇଣ୍ଡରେ ଚାଲିଥିବ କି ଆଗକୁ କଣ କରିବାକୁ ହେବ । କେବେ ବି ଡାଇରେକ୍ଟ ଝିଅ କୁ ନିଜ ତରଫରୁ କହିବେ ନାହି କି ଆପଣ ତାଙ୍କୁ ପସନ୍ଦ କରୁଛନ୍ତି ବା ଲାଇଫ ପାର୍ଟନର କରିବାକୁ ଚାହୁଁଛନ୍ତି ।

ପ୍ରଥମେ ବନ୍ଧୁତା କରନ୍ତୁ ତା ପରେ ଧୀରେ ଧୀରେ ଝିଅ ବିଷୟରେ ସବୁ କିଛି ଜାଣିବାକୁ ଚେଷ୍ଟା କରନ୍ତୁ । ଝିଅର ପସନ୍ଦ, ନାପସନ୍ଦ, ସେ କଣ ଖାଇବାକୁ ଇଚ୍ଛା କରେ, କଣ ତାର ଲାଇଫ ଷ୍ଟାଇଲ ସବୁ କିଛି ଜାଣିବାକୁ ଟ୍ରାଏ କରନ୍ତୁ ଫ୍ରେଣ୍ଡସିପ ଜରିଆରେ ।

ଝିଅ କଣ କହୁଛି ତା କଥା ରାତି ଅଧିକ ଗୁରୁତ୍ଵ ଦିଅନ୍ତୁ ନା କି ଆପଣ ଅଧିକ ତାଙ୍କ ସହ କୌଣସି କଥାକୁ ନେଇ ଡିସକସ କରନ୍ତୁ । ଝିଅ ନିଜ ବିଷୟରେ ଯେତେ କହିବ ଆପଣ ଦୁହେଁ ସେତେ କ୍ଳୋଜ ହେବେ ଆଉ ଆଗକୁ ଯାଇ କିଛି ଅଲଗା ବିଷୟ ଉପରେ ଉଭୟ କଥା ହୋଇପାରିବେ । ଆଗକୁ ଯାଇ ଆପଣ ଦୁହେଁ ରୋମାଣ୍ଟିକ କଥା କହିପାରିବେ ।

ଯେତେବେଳେ ଆପଣଙ୍କୁ ଲାଗିବ ଆପଣଙ୍କର ବନ୍ଧୁତା ଷ୍ଟ୍ରଙ୍ଗ ହୋଇ ଯାଇଛି ବା ଝିଅ ଆପଣଙ୍କୁ ଛାଡି ରହିପାରିବ ନାହି ସେହି ସମୟରେ ଆପଣ ତାଙ୍କୁ ପ୍ରପୋଜ କରିପାରିବେ । ଯଦି ଝିଅ ତ ମନରେ ଆପଣଙ୍କ ପାଇଁ ଜାଗା ତିଆରି କରିଥିବ ତେବେ ନିଶ୍ଚୟ ସେ ଆପଣଙ୍କ ପ୍ରସ୍ତାବକୁ ଗ୍ରହଣ କରିବ । ଝିଅ ଆପଣଙ୍କର ଗାର୍ଲଫ୍ରେଣ୍ଡ ହେବା ପାଇଁ ରେଡି ହୋଇଯିବେ । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *