ଝିଅର Scootyରୁ ବାହାରିଲା ବହୁତ ହିଁ ବିଷଧର ନାଗୁଣୀ, ଆଉ ତା ପରେ ଯାହା ହେଲା ଦେଖନ୍ତୁ Video

ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବୁ ଯାହା ବିଷୟରେ ଜାଣିଲେ ଆପଣ ଭ-ୟ-ଭୀ-ତ ହୋଇଯିବେ । ଆପଣ ସମସ୍ତେ ସା-ପକୁ କାହା ଘର ଭିତରେ ଥିବା କଥା ଶୁଣିଥିବେ କିମ୍ବା ଜାଣିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଘଟଣା ବିଷୟରେ କହିବୁ ସେଥିରେ ଗୋଟିଏ ସା-ପ ଗୋଟିଏ ଝିଅର ସ୍କୁଟି ଭିତରକୁ ପଶି ଯାଇଥିଲା । ଏମିତିରେ ସେହି ଝିଅର କଣ ଅବସ୍ଥା ହେଇଥିବା ଥରେ ଚି-ନ୍ତା କରି ଦେଖନ୍ତୁ ।

ଝିଅଟି ଭ-ୟ-ଭୀ-ତ ହୋଇ ନିଜ ଘର ଲୋକଙ୍କୁ ଏହା ବିଷୟରେ କହିଲା । ଯାହା ପରେ ଘର ଲୋକମାନେ ସା-ପ ଧରୁଥିବା ବ୍ୟକ୍ତିକୁ ଡାକିଲେ । ସେହି ଘରର ଜଣେ ଯୁବକ କହିଲେ କି ସେମାନେ ସ୍କୁଟି ଭିତରୁ ସା-ପର ଫୁଙ୍କାରର ଆବାଜ ଶୁଣିଲେ ଓ ସେମାନେ ଭ-ୟ-ଭୀ-ତ ହୋଇ ଯାଇଥିଲେ ।

ସା-ପକୁ ବାହାର କରିବା ପାଇଁ ପ୍ରଥମେ ପୁରା ସ୍କୁଟିକୁ ଖୋଲିବାକୁ ପଡିଲା । ସା-ପ ସ୍କୁଟିର ହେଡଲାଇଟ ଭିତରେ ଲୁଚି ଥିଲା । ସଠିକ ସମୟରେ ସା-ପ ବିଷୟରେ ଜଣା ପଡିଗଲା ନଚେତ କାହାର ବି ଜୀବନ ଯାଇଥାନ୍ତା । ଏହିଭଳି ସ୍ଥାନରେ ସା-ପ ରହିବା ବହୁତ ହିଁ ଆଶ୍ଚର୍ଯ୍ୟକର ଅଟେ । ସା-ପକୁ ଗାଡିରୁ ବାହାର କରିବା ପାଇଁ ସା-ପ ଧରାଳିକୁ ବହୁତ କଷ୍ଟ କରିବାକୁ ଲାଗିଲା ଓ ଭୟ ବି ଲାଗୁଥିଲା ।

କାରଣ ସା-ପଟି ରାଗି ଥିଲା ଓ ଚୋଟ ମା-ରିବା ପାଇଁ ଫୁଙ୍କାର ମା-ରୁଥିଲା । ସା-ପଟି ବାରମ୍ବାର ଗାଡିର ହେଡଲାଇଟର ବିଭିନ୍ନ ଦିଗରୁ ମୁଣ୍ଡ ବାହାର କରୁଥିଲା । ଯାହାକି ଅତ୍ୟନ୍ତ ଭୟଙ୍କର ଥିଲା ।

ଏହିଭଳି ଦୃଶ୍ୟ ବହୁତ କମ ଦେଖିବାକୁ ମିଳିଥାଏ ଓ ସା-ପ ଏହିଭଳି ସ୍ଥାନରେ ନଜର ଆସିବା ବି ବହୁତ ଆଶ୍ଚର୍ଯ୍ୟ କର ଅଟେ । କାରଣ ଏହିଭଳି ସ୍ଥାନରେ ସା-ପ ଲୁଚି ରହିବ ବୋଲି କେହି ବିଶ୍ଵାସ ବି କରି ନ ଥିବେ ।

କିନ୍ତୁ ଭାଗ୍ୟ ବଶତଃ ସା-ପଟି କାହାକୁ ଚୋଟ ମା-ରି ନାହିଁ । ବହୁତ ଚେଷ୍ଟା କରିବା ପରେ ଶେଷରେ ସା-ପଟି ମୁହଁ ବାହାର କରିଲା ଓ ସା-ପ ଧରୁଥିବା ବ୍ୟକ୍ତି ବହୁତ ହିଁ ଚାଲାକରେ ସା-ପର ମୁହଁକୁ ଧରିଲା ଓ ତାକୁ ଗାଡିର ହେଡ୍ଲାଇଟ ଭିତରୁ ବାହାର କରିଲେ । ସେହି ବ୍ୟକ୍ତି ଜଣକ ଏହି ସା-ପକୁ ଏକ ଡବା ଭିତରେ ଭର୍ତ୍ତି କରି ନିଜ ସହିତ ନଇ ଗଲେ । ଏହା ଏକ ମିଡିୟମ ସାଇଜର ନାଗ ସା-ପ ଥିଲା ।

Leave a Reply

Your email address will not be published. Required fields are marked *