ପୋଲିସକୁ ଛାଡିଲା ନାହିଁ ତ ଭାବନ୍ତୁ ସାଧାରଣ ପୁଅ ହୋଇଥିଲେ କଣ ହୋଇଥାନ୍ତା ! ଏହି Video ଦେଖି ଆପଣଙ୍କ ରକ୍ତ ବି ହୋଇଯିବ ଗରମ

ବନ୍ଧୁଗଣ ଆଜିକାଲି ଝିଅ ମାନେ ସ୍ଵାଧିନତାର ଭୁଲ ଫାଇଦା ଉଠାଉଛନ୍ତି । ତେବେ ଏହି ଭିଡିଓରେ ଆପଣ ମାନେ ଦେଖି ପାରିବେ କି ଯୁବତୀ ଦୁଇ ଜଣ ନିଶା କରି ରାସ୍ତା ମଝି ରେ ହଙ୍ଗାମା ଆରମ୍ଭ କରିଛନ୍ତି ତାହା ପୁଣି ରାତି ଅଧ ରେ । ଯୁବତୀ ଦୁଇ ଜଣଙ୍କ ସାମନାକୁ ଯିଏ ଆସୁଛି ସେମାନେ ତାଙ୍କୁ ଗାଳି ଗୁଲଜ କରୁଛନ୍ତି । ଯୁବତୀ ଜଣକ ଏତେ ନିଶା ରେ ଅଛନ୍ତି କି କେବେ କ୍ୟାପ ଡ୍ରାଇଭର ଙ୍କ ସିଟ ରେ ବସି ଯାଉଛନ୍ତି ଟ କେବେ ବାହାରକୁ ଆସି ଲୋକ ମାନଙ୍କୁ ଖରାପ ଭାଷା ରେ ଗାଳି ଗୁଲଜ କରିବାରେ ଲାଗିଛନ୍ତି ।

କେବଳ ଏତିକି ନୁହେଁ ଯୁବତୀ ଜଣକ ପୋଲିସ କୁ ବି ଛାଡି ନାହାନ୍ତି । ଯେବେ ପୋଲିସ ଅଧିକାରୀ ଯୁବତୀ ଙ୍କୁ ବୁଝାଇବାକୁ ଚେଷ୍ଟା କରିଲେ ସେ ପୋଲିସ ର ୟୁନିଫର୍ମ ଧରି ଗାଳି କରିବାକୁ ଲାଗୁଛନ୍ତି । ଅନେକ ସମୟ ଧରି ମାହୋଲ ଖରାପ ହେବା ସହ ଯୁବତୀଙ୍କର ଅବସ୍ଥା ପୁରା ଖରାପ ହେବାରେ ଲାଗିଲା ଯାହାକୁ କଣ୍ଟ୍ରୋଲ କରିବା ଅସମ୍ଭବ ହୋଇ ପଡିଲା । ଏମିତିକି ଯୁବତୀ ନିଶାରେ ଚୁର ଥିବାରୁ ରାସ୍ତା ରେ ସୋଇ ପଡିଲେ ।

ଶେଷରେ ପୋଲିସ ଯୁବତୀଙ୍କ ସହ ତାଙ୍କ ସାଙ୍ଗ ମାନଙ୍କୁ ନିଶା କରିଥିବାରୁ ସାର୍ବଜନୀକ ଭାବେ କାବୁ କରିଥିଲେ । ଏମିତିରେ ପୁଅ ଅପେକ୍ଷା ଝିଅ ମାନଙ୍କୁ ଅଧିକ ସମ୍ମାନ ଦିଆ ଯାଉଛି କିନ୍ତୁ ଏଭଳି ଫାଇଦା ଉଠାଇବା କେତେ ଦୂର ଠିକ ହେଉଛି ତାହା ଏହି ଘଟଣା ରେ ପ୍ରଶ୍ନ ଉଠୁଛି । ଅନ୍ୟ ଏକ ଭିଡିଓ ରେ ଜୁନ ୨୦୧୬ ରେ ନେପାଲ ର ରାଜଧାନୀ କାଠମାଣ୍ଡୁ ରେ ଏକ ଚିତାବାଘ ଜଣେ ବ୍ୟକ୍ତି ଙ୍କ ଘରକୁ ପଶିଗଲା ।

ଏହା ପରେ ବ୍ୟକ୍ତିଙ୍କ ଘରେ ଥିବା କୁକୁର ଚିତାବାଘ କୁ ଦେଖି ଚିତ୍କାର କରିବାକୁ ଲାଗିଲା । ଏହା ପରେ ଚିତାବାଘ ଟି ଭୟ ରେ ବ୍ୟକ୍ତିଙ୍କର ଟଏଲେଟ ଭିତକୁ ଯାଇ କବାଟ ଭାଙ୍ଗି ସେଠାରେ ଲୁଚିଗଲା । ଏହା ପରେ ଫରେଷ୍ଟ ଗାର୍ଡ ଆସି ବାଘ କୁ ନିଶା ଇଂଜେକସନ ଦେଇ ତାଙ୍କୁ ସୁରକ୍ଷିତ ଭାବେ ସେଠାରୁ ଉଧାର କରିଲେ ।

ଏହା ପରେ ବାଘକୁ ସେମାନେ ଜଙ୍ଗଲ ରେ ଛାଡି ଦେଲେ । ଅନ୍ୟ ଏକ ଭିଡିଓ ରେ ସ୍ନେକ ରେସକ୍ୟୁ ଙ୍କୁ ଖବର ମିଳିଲା କି କାଦୁଅ ରେ ପାଇଥନ ଫସି ରହିଛି । ସେମାନେ ଘଟଣା ସ୍ଥଳରେ ପହଞ୍ଚିବା ସହ ପାଇପ ରେ ହାତ ପୂରାଇଲେ ପାଇଥନ କୁ ବାହାରକୁ ଆଣିବାକୁ ଚେଷ୍ଟା କରୁଥିଲେ ।

କିନ୍ତୁ ଦୁର୍ଭାଗ୍ୟ ବଶତ ସେମାନେ ଯେଉଁ ପାଇପ ରେ ହାତ ପୁରାଇ ଥିଲେ ପାଇଥନର ମୁଣ୍ଡ ସେହି ଆଡକୁ ରହିଥିଲା । ସବୁଠାରୁ ବଡ କଥା ହେଉଛି ସେମାନେ ପାଇଥନ ଠାରୁ ବଞ୍ଚିଗଲେ ଆଉ କିଛି ସମୟ ପରେ ଧରିବାରେ ସଫଳ ହେଲେ । ବନ୍ଧୁଗଣ ଆପଣଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *