21ଟି ଚାଉଳ ଓ ମାତ୍ର ଟିକେ ହଳଦୀ ଆପଣଙ୍କୁ କରିବ ମାଲାମାଲ, ରାତାରାତି ହେବେ କୋଟିପତି

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଏମିତି କିଛି ଜିନିଷ ରହିଛି ଯାହା ନିଜ ପାଖରେ ରଖିବା ଦ୍ଵାରା ଧନର ବର୍ଷା ହୋଇଥାଏ । ସେଥି ମଧ୍ୟରୁ ଚାଉଳ ହେଉଛି ଅନ୍ଯତମ ଅଟେ । ଭାରତୀୟ ସଂସ୍କୃତି ରେ ଚାଉଳର ବିଶେଷ ମହତ୍ଵ ରହିଛି । ଚାଉଳ କୁ ଆମେ ଆମର ନୀତି ଦିନିଆ ଖାଦ୍ୟ ଖାଇବାରେ ବ୍ୟବହାର କରିଥାଉ । ଆଜି ଆମେ ଆପଣ ମାନଙ୍କୁ ଚାଉଳ ର ଏମିତି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାର ପ୍ରୟୋଗ କରିଲେ ଦୁଖି ଜୀବନର ଅନ୍ତ ହୋଇ ସୁଖ ଜୀବନର ଶୁଭାରମ୍ଭ ହୋଇ ପାରିବ । କେବେ ହେଲେ ବି ଧନର ଅଭାବ ରହିବ ନାହି ।

ହିନ୍ଦୁ ଧର୍ମ ରେ ଚାଉଳ କୁ ସମସ୍ତ ଶୁଭ କାର୍ଯ୍ୟ ରେ ବ୍ୟବହାର କରାଯାଏ । ଦେବୀଦେବତା ଙ୍କ ସମସ୍ତ ରୀତିନୀତି ରେ ଚାଉଳର ବ୍ୟବହାର କରାଯାଏ । ଏମିତି କି ଭୋଗ ଲଗାଇବା ପାଇଁ ଚାଉଳର ବ୍ୟବହାର କରାଯାଏ । ଶୁଭ କାର୍ଯ୍ୟ ବ୍ଯତୀତ ଅନେକ ତନ୍ତ୍ର ମନ୍ତ୍ର କାମରେ ମଧ୍ୟ ଚାଉଳର ପ୍ରୟୋଗ କରାଯାଏ ।

ଯଦି ଆପଣ ଧନ ବୃଦ୍ଧି କରିବାକୁ ଚାହୁଁଛନ୍ତି ତେବେ ସୋମବାର ଦିନ ସକାଳେ ଜଲ୍ଦି ସ୍ନାନ ସାରି ମହାଦେବ ଙ୍କ ପୂଜା ଆରାଧନା କରନ୍ତୁ । ପୂଜା କରିବା ସମୟରେ ୧୧ ମୁଠି ଅରୁଆ ଚାଉଳ ନିଜ ପାଖରେ ରଖନ୍ତୁ । ମହାଦେବ ଙ୍କ ପୂଜା କରିବା ସମୟରେ ଗୋଟେ ମୁଠି ଚାଉଳ ଶିବ ଲିଙ୍ଗ ଉପରେ ଅର୍ପଣ କରନ୍ତୁ ।

ବଳକା ଥିବା ଚାଉଳ କୁ ଆପଣ ମନ୍ଦିର କୁ ଦାନ କରି ଦିଅନ୍ତୁ । ଏହି ଉପାୟ କୁ ଆପଣ ୭ଟି ସୋମବାର କରନ୍ତୁ । ଏହି ଉପାୟ କରିବା ସମୟରେ ଆପଣ ପୁରା ଶ୍ରଦ୍ଧା ଓ ଭକ୍ତି ର ସହ କରନ୍ତୁ । ଏହା କରିବା ଦ୍ଵାରା ଅମା ଲକ୍ଷ୍ମୀଙ୍କର ଅଶେଷ କୃପା ଦ୍ରୁଷ୍ଟି ରହିବ । ଯଦି ଆପଣକ ଜୀବନରେ ଅନେକ ସମସ୍ଯା ଲାଗି ରହିଛି ତେବେ ପୂର୍ଣ୍ଣିମା ଦିନ ସକାଳେ ସ୍ନାନ କରି ଶୁଦ୍ଧ ବସ୍ତ୍ର ଧାରଣ କରି କିଛି ଅରୁଆ ଚାଉଳ ନିଅନ୍ତୁ ।

ଏହା ପରେ ଚାଉଳ ରେ କିଛି ହଳଦୀ ମିଶାନ୍ତୁ । ଧ୍ୟାନ ରଖିବେ ଯେମିତି ଗୋଟେ ଚାଉଳ ଭଙ୍ଗା ନ ଥିବ । ଏହା ପରେ ହଳଦୀ ମିଶା ଚାଉଳକୁ ଗଣେଶ ମନ୍ଦିର ରେ ପ୍ରଭୁ ଗଣେଶଙ୍କ ନିକଟରେ ସମର୍ପଣ କରି ନିଜର ଦୁଖ ବିଷୟରେ ଜଣାନ୍ତୁ । ଏହି ଉପାୟ ଆପଣ ୫ଟି ପୂର୍ଣ୍ଣିମା କରିବା ଦ୍ଵାରା ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ ।

ଏହି ଦୁଇ ଟି ଉପାୟ କରିବା ଦ୍ଵାରା ଆପଣଙ୍କର ସବୁ ଅଭାବ ଦରିଦ୍ରତା ଦୂର ହେବା ସହ ସୁଖ ସମୃଦ୍ଧିର ଆଗମନ ହେବେ । ଏହା ଛଡା ଆପଣଙ୍କ ପାଖରେ ଧନର ଅଭାବ ରହିବ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *