ଆଜି ଆମେ ଆପଣଙ୍କୁ ଏମିତି କିଛି ମୂର୍ଖ ଲୋକଙ୍କ ବିଷୟରେ କହିବୁ ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଚିନ୍ତା କରିବେ କି କଣ ଏହିଭଳି ବ୍ୟକ୍ତି ବି କଣ ଏହି ଦୁନିଆରେ ଅଛନ୍ତି । କହିବାକୁ ଗଲେ ଏମାନଙ୍କ କାମ ଦେଖିଲେ ଆପଣଙ୍କ ହସ ଲାଗିବ ।
ଏହି ଦୁଇ ବ୍ୟକ୍ତିଙ୍କୁ ଦେଖନ୍ତୁ ଯେଉଁମାନେ ଗୋଟିଏ ବରଫର ଛୋଟ ପାହାଡକୁ ଭାଙ୍ଗିବା ପାଇଁ ସାହାସ କରି ବରଫ ଉପରକୁ ଚଢି ଯାଇଛନ୍ତି । କିନ୍ତୁ ଅଚାନକ ଏହି ବରଫର ଛୋଟ ପାହାଡଟି ତାଙ୍କ ଆଡକୁ ହିଁ ଓଲଟି ଗଲା । ଯେଉଁ କାରଣରୁ ଦୁଇ ଜଣ ପାଣିରେ ପଡିଗଲେ । କିନ୍ତୁ ଭାଗ୍ୟ ସାଥ ଦେବାରୁ ଦୁଇ ଜଣଙ୍କ ଜୀବନ ବଞ୍ଚି ଗଲା ।
ଆପଣ କେବେ କାହାକୁ ପାଣିରେ ସାଇକେଲ ଚଲାଉଥିବାର ଦେଖିଛନ୍ତି । ଏହି ଯୁବକ ଜଣକ ନିଜକୁ ହିରୋ ମନେ କରି ପାଣିରେ ସାଇକେଲ ଚଳାଇବାକୁ ଚେଷ୍ଟା କରୁଥିଲା । କିନ୍ତୁ ପାଣିର ସ୍ରୋତ ଏତେ ଥିଲା ସେହି ପାଣିରେ ହିଁ ସାଇକେଲ ଓ ଏହି ବ୍ୟକ୍ତି ଜଣକ ଭାସୀ ଗଲେ ।
ଆପଣମାନେ ଫିଲ୍ମରେ ବ୍ୟାଙ୍କ ଚୋରୀ ସିନ ନିଶ୍ଚିତ ଦେଖିଥିବେ । କିନ୍ତୁ ଆପଣ କେବେ ଏହିଭଳି ମୂର୍ଖ ବ୍ୟକ୍ତିକୁ ଦେଖିଛନ୍ତି, ଯିଏକି ଛୁରୀରେ ଏକୁଟିଆ ହିଁ ବ୍ୟାଙ୍କର ଟଙ୍କା ଲୁଟିବା ପାଇଁ ଚାଲି ଆସିଲା । ପ୍ରଥମେ ସେ କାଉଣ୍ଟରରେ କାମ କରୁଥିବା ଜଣେ ମହିଳା ପାଖକୁ ଗଲା ଓ ଛୁରୀକୁ କାଉଣ୍ଟର ଉପରେ ରଖି ଫୋନରେ ହିଁ କାହା ସହ କଥାବାର୍ତ୍ତା କରିବାକୁ ଲାଗିଲା । କିନ୍ତୁ ସେହି ସମୟରେ ବ୍ୟାଙ୍କର ସ୍ୟୁକୁରୀଟି ସେହି ବ୍ୟକ୍ତିକୁ ପଛରୁ ଆସି ଧରି ପକାଇଲା ଓ ତାକୁ ପିଟି ପିଟି ସାବାଡ କରିଲା ।
ଆପଣମାନେ ତ ସେଲ୍ସମ୍ୟାନଙ୍କୁ ଦେଖିଥିବେ । କିନ୍ତୁ ଏହି ସେଲ୍ସୱୂମେନକୁ ଦେଖନ୍ତୁ ଯିଏକି ଗୋଟିଏ ମୋବାଇଲ ଦୋକାନରେ ନିଜର ଗ୍ରାହାକମାନଙ୍କୁ ଫୋନର ଗ୍ଳାସର ମଜବୁତି ବିଷୟରେ କହୁଥିଲା ଓ ସେ କହିଲା କି ଏହି ଗ୍ଳାସକୁ ହାତୁଡିରେ ବି ଭାଙ୍ଗି ହେବ ନାହିଁ । ଏହା ପରେ ସେ ଏହାର ଜ୍ଵଳନ୍ତା ଉଦାହାରଣ ଦେବା ପାଇଁ ନିଜର ହିଁ ଫୋନକୁ ହାତୁଡିରେ ମାରିଲା । କିନ୍ତୁ ଓଲଟା ତାର ଫୋନ ଭାଙ୍ଗି ଗଲା ।
ପ୍ଳେନରେ ତ ସମସ୍ତେ ବୁଲିବାକୁ ଚାହାନ୍ତି । ଯେଉଁଠି ସେ ପୁରା ଦୁନିଆକୁ ଦେଖିବାକୁ ଚାହାନ୍ତି । ଏଥିପାଇଁ ସମସ୍ତେ ବହୁତ ଟଙ୍କା ଖର୍ଚ ବି କରିଥାନ୍ତି । କେତେକ ବ୍ୟକ୍ତି ନିଜ ପାଇଁ ପର୍ସନାଲ ପ୍ଳେନ ବି ବୁକ କରି ଦିଅନ୍ତି ।
ଯେଉଁ ସମୟରେ ସେ ନିଜର କିଛି ଫଟୋ ଓ ଭିଡିଓ ଏହି ପ୍ଳେନ ମଧ୍ୟରେ କରିଥାନ୍ତି । କିନ୍ତୁ ଯେତେବେଳେ ମୂର୍ଖ ଲୋକମାନେ ଯାଆନ୍ତି ତେବେ ସେମାନେ ସେଠି ବି କିଛି ମୁର୍ଖାମି କାମ କରିଥାନ୍ତି । ଏମିତି ହିଁ କିଛି କାମ ଆପଣ ଏଠି ଦେଖି ପାରିବେ ।
ଏଠି ଜଣେ ବ୍ୟକ୍ତି ପ୍ଳେନରେ ବସି କିଛି ଦୃଶ୍ୟକୁ ରେକର୍ଡ କରୁଥିଲା । କିନ୍ତୁ ଅଚାନକ ଅଧିକ ପବନ କାରଣରୁ ତାହାର ଫୋନ ହାତାରୁ ଖସି ଯାଉଛି । ସେହି ସମୟରେ ସେ ଦେଖିବା ଛଡା କିଛି ବି କରି ପାରିବ ନାହିଁ । ଏହା ଦ୍ଵାରା ସେ ବହୁତ ଦୁଖିତ ବି ହୋଇ ଯାଉଛି । ଏହା ପରେ ସେ ଶାନ୍ତିରେ ବସି ଯାଉଛି ।