ଝିଅଟିକୁ ଏକୁଟିଆ ଦେଖି ଲୋକଟି କଲା ଏମିତି…କ୍ୟାମେରାରେ କଏଦ ହେଇଗଲା ନହେଲେ କେହି ବିଶ୍ଵାସ ବି କରି ନଥାନ୍ତେ, ଦେଖନ୍ତୁ ଏହି Video

ଆଜି ଆମେ ଆପଣଙ୍କୁ ଏମିତି କିଛି ମୂର୍ଖ ଲୋକଙ୍କ ବିଷୟରେ କହିବୁ ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଚିନ୍ତା କରିବେ କି କଣ ଏହିଭଳି ବ୍ୟକ୍ତି ବି କଣ ଏହି ଦୁନିଆରେ ଅଛନ୍ତି । କହିବାକୁ ଗଲେ ଏମାନଙ୍କ କାମ ଦେଖିଲେ ଆପଣଙ୍କ ହସ ଲାଗିବ ।

ଏହି ଦୁଇ ବ୍ୟକ୍ତିଙ୍କୁ ଦେଖନ୍ତୁ ଯେଉଁମାନେ ଗୋଟିଏ ବରଫର ଛୋଟ ପାହାଡକୁ ଭାଙ୍ଗିବା ପାଇଁ ସାହାସ କରି ବରଫ ଉପରକୁ ଚଢି ଯାଇଛନ୍ତି । କିନ୍ତୁ ଅଚାନକ ଏହି ବରଫର ଛୋଟ ପାହାଡଟି ତାଙ୍କ ଆଡକୁ ହିଁ ଓଲଟି ଗଲା । ଯେଉଁ କାରଣରୁ ଦୁଇ ଜଣ ପାଣିରେ ପଡିଗଲେ । କିନ୍ତୁ ଭାଗ୍ୟ ସାଥ ଦେବାରୁ ଦୁଇ ଜଣଙ୍କ ଜୀବନ ବଞ୍ଚି ଗଲା ।

ଆପଣ କେବେ କାହାକୁ ପାଣିରେ ସାଇକେଲ ଚଲାଉଥିବାର ଦେଖିଛନ୍ତି । ଏହି ଯୁବକ ଜଣକ ନିଜକୁ ହିରୋ ମନେ କରି ପାଣିରେ ସାଇକେଲ ଚଳାଇବାକୁ ଚେଷ୍ଟା କରୁଥିଲା । କିନ୍ତୁ ପାଣିର ସ୍ରୋତ ଏତେ ଥିଲା ସେହି ପାଣିରେ ହିଁ ସାଇକେଲ ଓ ଏହି ବ୍ୟକ୍ତି ଜଣକ ଭାସୀ ଗଲେ ।

Loading...

ଆପଣମାନେ ଫିଲ୍ମରେ ବ୍ୟାଙ୍କ ଚୋରୀ ସିନ ନିଶ୍ଚିତ ଦେଖିଥିବେ । କିନ୍ତୁ ଆପଣ କେବେ ଏହିଭଳି ମୂର୍ଖ ବ୍ୟକ୍ତିକୁ ଦେଖିଛନ୍ତି, ଯିଏକି ଛୁରୀରେ ଏକୁଟିଆ ହିଁ ବ୍ୟାଙ୍କର ଟଙ୍କା ଲୁଟିବା ପାଇଁ ଚାଲି ଆସିଲା । ପ୍ରଥମେ ସେ କାଉଣ୍ଟରରେ କାମ କରୁଥିବା ଜଣେ ମହିଳା ପାଖକୁ ଗଲା ଓ ଛୁରୀକୁ କାଉଣ୍ଟର ଉପରେ ରଖି ଫୋନରେ ହିଁ କାହା ସହ କଥାବାର୍ତ୍ତା କରିବାକୁ ଲାଗିଲା । କିନ୍ତୁ ସେହି ସମୟରେ ବ୍ୟାଙ୍କର ସ୍ୟୁକୁରୀଟି ସେହି ବ୍ୟକ୍ତିକୁ ପଛରୁ ଆସି ଧରି ପକାଇଲା ଓ ତାକୁ ପିଟି ପିଟି ସାବାଡ କରିଲା ।

ଆପଣମାନେ ତ ସେଲ୍ସମ୍ୟାନଙ୍କୁ ଦେଖିଥିବେ । କିନ୍ତୁ ଏହି ସେଲ୍ସୱୂମେନକୁ ଦେଖନ୍ତୁ ଯିଏକି ଗୋଟିଏ ମୋବାଇଲ ଦୋକାନରେ ନିଜର ଗ୍ରାହାକମାନଙ୍କୁ ଫୋନର ଗ୍ଳାସର ମଜବୁତି ବିଷୟରେ କହୁଥିଲା ଓ ସେ କହିଲା କି ଏହି ଗ୍ଳାସକୁ ହାତୁଡିରେ ବି ଭାଙ୍ଗି ହେବ ନାହିଁ । ଏହା ପରେ ସେ ଏହାର ଜ୍ଵଳନ୍ତା ଉଦାହାରଣ ଦେବା ପାଇଁ ନିଜର ହିଁ ଫୋନକୁ ହାତୁଡିରେ ମାରିଲା । କିନ୍ତୁ ଓଲଟା ତାର ଫୋନ ଭାଙ୍ଗି ଗଲା ।

ପ୍ଳେନରେ ତ ସମସ୍ତେ ବୁଲିବାକୁ ଚାହାନ୍ତି । ଯେଉଁଠି ସେ ପୁରା ଦୁନିଆକୁ ଦେଖିବାକୁ ଚାହାନ୍ତି । ଏଥିପାଇଁ ସମସ୍ତେ ବହୁତ ଟଙ୍କା ଖର୍ଚ ବି କରିଥାନ୍ତି । କେତେକ ବ୍ୟକ୍ତି ନିଜ ପାଇଁ ପର୍ସନାଲ ପ୍ଳେନ ବି ବୁକ କରି ଦିଅନ୍ତି ।

ଯେଉଁ ସମୟରେ ସେ ନିଜର କିଛି ଫଟୋ ଓ ଭିଡିଓ ଏହି ପ୍ଳେନ ମଧ୍ୟରେ କରିଥାନ୍ତି । କିନ୍ତୁ ଯେତେବେଳେ ମୂର୍ଖ ଲୋକମାନେ ଯାଆନ୍ତି ତେବେ ସେମାନେ ସେଠି ବି କିଛି ମୁର୍ଖାମି କାମ କରିଥାନ୍ତି । ଏମିତି ହିଁ କିଛି କାମ ଆପଣ ଏଠି ଦେଖି ପାରିବେ ।

ଏଠି ଜଣେ ବ୍ୟକ୍ତି ପ୍ଳେନରେ ବସି କିଛି ଦୃଶ୍ୟକୁ ରେକର୍ଡ କରୁଥିଲା । କିନ୍ତୁ ଅଚାନକ ଅଧିକ ପବନ କାରଣରୁ ତାହାର ଫୋନ ହାତାରୁ ଖସି ଯାଉଛି । ସେହି ସମୟରେ ସେ ଦେଖିବା ଛଡା କିଛି ବି କରି ପାରିବ ନାହିଁ । ଏହା ଦ୍ଵାରା ସେ ବହୁତ ଦୁଖିତ ବି ହୋଇ ଯାଉଛି । ଏହା ପରେ ସେ ଶାନ୍ତିରେ ବସି ଯାଉଛି ।

ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ

Leave a Reply

Your email address will not be published. Required fields are marked *