ଏହି ଦୁନିଆରେ କେତେ ପ୍ରକାର ବିଚିତ୍ର ଖବର ଶୁଣିବାକୁ ମିଳିଥାଏ, ଆଜି ଆମେ ଆପଣଙ୍କୁ ଯେଉଁ ଖବର କହିବାକୁ ଯାଉଛୁ ତାହା ଆପଣ କେବେ ଶୁଣିନଥିବେ, ଶୁଣିଲେ ଆପଣଙ୍କ ରୋମ ଟାଙ୍କୁରି ଉଠିବ । ଏହି ଖବର ମଧ୍ୟପ୍ରଦେଶ ଇନ୍ଦୋର ଜାଗା ର ଅଟେ, ମଧ୍ୟପ୍ରଦେଶ ଇନ୍ଦୋର ଗୁପ୍ତା ପରିବାର ଝିଅ ବେଦିକାକୁ ଅଜବ ରୋଗ ଅଛି, ତେବେ ଦୁନିଆ ପ୍ରାୟତଃ ଲୋକଙ୍କୁ କିଛି ନା କିଛି ରୋଗ ଅଛି କିନ୍ତୁ ଏହି ଝୈ ରୋଗ ବହୁତ ଅଜବ ଅଟେ, ଏହି ରୋଗ ନାମ ଈଚଥୟୋସୀସ ଅଟେ ।
ବେଦିକା ଏହି ରୋଗ ଦ୍ଵାରା ଗମ୍ଭୀର ରୂପରେ ପୀଡିତ ଅଛନ୍ତି, ଏହି ରୋଗରେ ଖରାରେ ବାହାରିଲେ ରୋଗୀ ଶରୀର ଶୁଷ୍କ ହୋଇଥାଏ, କେତେ ଥର ଲୋକ ଏହି ଝିଅକୁ ସ୍ନେକ ଗର୍ଲ ମଧ୍ୟ କହିଥାନ୍ତି । ବେଦିକା ଏହି ରୋଗ ଚିକିତ୍ସା ବର୍ତମାନ ପର୍ଯ୍ୟନ୍ତ ଭାରତ କୌଣସି ଡକ୍ଟର ପାଖରେ ନାହିଁ ।

ବେଦିକା ମା ବାପା ତାକୁ ବହୁତ ଥର ଚିକିତ୍ସା ପାଇଁ କେତେ ଡକ୍ଟର ପାଖକୁ ନେଇ ଗଲେ କିନ୍ତୁ କାହା ପାଖରେ ବି ଏହାର ଉପଚାର ନାହିଁ । ବେଦିକାକୁ ଏହି ରୋଗ ପାଇଁ ବହୁତ ଦୁଃଖ କଷ୍ଟ ସାମ୍ନା କରିବାକୁ ପଡିଥାଏ, ବେଦିକା କହିବା ଅନୁଯାଇ ଯେବେ ବି ସେ ଖରା ରେ ବାହାରିବା ପାଇଁ ଚେଷ୍ଟା କରିଥାଏ ସେତେବେଳେ ତା ତ୍ଵଚା ଶୁଖିବାକୁ ଲାଗିଥାଏ ଓ ବେଳେ ବେଳେ ରକ୍ତ ମଧ୍ୟ ବାହାରିବାକୁ ଲାଗିଥାଏ ।

ଏମିତିକା କଷ୍ଟ ଆପଣ ଆମେ ଅନୁଭବ ମଧ୍ୟ କରି ପାରିବୁ ନାହିଁ ଆମେ ଖରାରେ ଏତେ ଭଲ ବୁଲି ପାରୁଛି ସେ ଝିଅ କେବଳ ରାତିରେ ଘରୁ ବାହାରେ କାହିଁକିନା ଖରା ଦ୍ଵାରା ତାକୁ ବହୁତ କଷ୍ଟ ହୋଇଥାଏ । ବେଦିକା ନିଜ ଇଛାରେ ଘରୁ ବାହାରି ପାରନ୍ତି ନାହିଁ, ତାକୁ ନିଜ ପୁରା ସମୟ ଘରେ ବସି କାଟିବାକୁ ପଡୁଛି, ଏହା ସହ ଲୋକ ଝିଅ ବେଦିକା ବିଷୟରେ ମନ ଇଛା କାହାଣୀ ଗଢି ଚାଲିଛନ୍ତି ।

ବେଦିକା ମା ବାପା କହିବା ଅନୁଯାଇ ବେଳେ ବେଳେ ଔଷଧ ନେଲା ପରେ ମଧ୍ୟ ଏହି ରୋଗ ବଢିବାକୁ ଲାଗିଥାଏ, ଏହା ଦ୍ଵାରା ତ୍ଵଚା ଉପରେ କ୍ରାକ ଆସିଥାଏ ଯାହା ବେଦିକା ପାଇଁ ବହୁତ କଷ୍ଟକର ହୋଇଥାଏ । କୌଣସି ରୋଗ ମଣିଷକୁ ଶାରୀରିକ ଓ ମାନସିକ ରୂପରେ ଦୁର୍ବଳ କରିଥାଏ, ଯଦି ରୋଗ ସାମାନ୍ଯ ହୋଇଥାଏ ତେବେ ଚିନ୍ତା କୌଣସି ବିଷୟ ନଥାଏ, କିନ୍ତୁ ଯଦି ରୋଗ ଚିକିତ୍ସା ନଥାଏ ତେବେ ମଣିଷ ମାନସିକ ସ୍ଥିତି ଚିନ୍ତନୀୟ ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।